ବ୍ରେକଅପ କାରଣରୁ ଅସ-ନ୍ତୋଷ ଦ-ମ୍ପତି ଖୋଜିଲେ ଅଜବ ରାସ୍ତା, ହ୍ୟା-ଣ୍ଡକ-ଫ ଦ୍ୱାରା ପରସ୍ପରକୁ ଯୋଡ଼ିଲେ

ଦମ୍ପ-ତିଙ୍କ ମଧ୍ୟରେ ପ୍ରାୟତଃ ଝ-ଗଡା ଚାଲିଥାଏ | ଏହି ଝ-ଗଡା କାରଣରୁ କିଛି ଦିନ ଦୂରତା ରହିବା ମଧ୍ୟ ସାଧାରଣ କଥା ଅଟେ | କିନ୍ତୁ ଯଦି ଏହା ଅଭ୍ୟାସରେ ପରିଣତ ହୁଏ, ସେତେବେଳେ ସମ୍ପର୍କ ବଞ୍ଚାଇବା କଷ୍ଟକର ହୋଇଯାଏ | ୟୁକ୍ରେନରେ ରହୁଥିବା ଏକ ଦ-ମ୍ପତି ଏହିପରି ସମ-ସ୍ୟାର ସାମ୍ନା କରୁଥିଲେ | ଲଗାତାର ହେଉଥିବା ଝ-ଗଡା ଏବଂ ଚାପରେ ଥକି ଯାଇ ଦୁହେଁ ଏକାଠି ରହିବା, ସମ୍ପର୍କ ବଞ୍ଚାଇବା ଏବଂ ସୁଧାରିବା ପାଇଁ ନୂତନ ଉପାୟ ଆପଣାଇଛନ୍ତି | ଦୁହେଁ ପରସ୍ପରର ହାତକୁ ହ୍ୟା-ଣ୍ଡକ-ଫ ଦ୍ୱାରା ଯୋଡିଦେଇଛନ୍ତି | ଯାହା ପରେ ଦମ୍ପତି ପ୍ରତ୍ୟେକ କାମ ବର୍ତ୍ତମାନ ଏକାଠି କରୁଛନ୍ତି |

ପ୍ରକୃତରେ ମାମ-ଲାଟି କଣ ?

ଅନଲାଇନ କାର ସେଲସମ୍ୟାନ ଭାବରେ କାର୍ଯ୍ୟ କରୁଥିବା ଆଲେକ୍ସଜାଣ୍ଡାର କୁଡଲେ ଏବଂ ବ୍ୟୁଟିସିଆନ ଭିକ୍ଟୋରିଆ ପୁଷ୍ଟୋଭିଟୋଭା ସମ୍ପର୍କରେ ଅଛନ୍ତି | ଦୁହିଁଙ୍କ ମଧ୍ୟ ଝ-ଗଡା ବହୁତ ବଢି ଯାଇଥିଲା | ଏଭଳି ପରିସ୍ଥିତିରେ ସେମାନେ ନିଜର ସମ୍ପ-ର୍କକୁ ସୁଧାରିବା ପାଇଁ ଏହି ଉପାୟକୁ ଆପଣେଇ ନେଲେ | ଦୁହେଁ ଏକାଠି କାମ କରିବା ଆରମ୍ଭ କଲେ | ସେମାନେ ଏହାକୁ ‘ପରୀକ୍ଷଣ’ ବୋଲି କହିଛନ୍ତି | ଦୁହିଁଙ୍କର ଏହି ପରୀକ୍ଷଣ ଯୋଗୁଁ ସୋସିଆଲ ମିଡିଆରେ ମଧ୍ୟ ବହୁ ଲୋକପ୍ରିୟତା ମିଳିଛି | ଇନଷ୍ଟାଗ୍ରାମରେ ତାଙ୍କର ଫୋଲର୍ସଙ୍କ ସଂଖ୍ୟା ମଧ୍ୟ ବଢିଯାଇଛି

Google

ନ୍ୟୁଜ ଏଜେନ୍ସି ରାଏଟର୍ସ ସହିତ ବାର୍ତ୍ତାଳାପରେ କଡଲେ କହିଛନ୍ତି, ‘ଶାରୀରିକ ଆରାମ ମାମ-ଲାରେ ଦିନ ବିତିବା ସହିତ ତାଙ୍କୁ ଏହାର ଅଭ୍ୟାସ ହୋଇଚାଲିଛି | ଏହା କରିବା ସହଜ ହେବାରେ ଲାଗିଛି |’ କଡଲେଙ୍କୁ ଏହି ଉପାୟ ସେତେବେଳେ ଜଣାପଡିଲା, ଯେତେବେଳେ ଭିକ୍ଟୋରିଆ ତାଙ୍କୁ କହିଥିଲେ ଯେ ସେ ବ୍ରେ-କଅ-ପ କରିବାକୁ ଚାହୁଁଛନ୍ତି | ତେବେ ପ୍ରଥମଥର ଶୁଣିବାପରେ ଭିକ୍ଟୋରିଆ କଡଲିଙ୍କ ଏହି ଉପାୟକୁ ମାନି ନଥିଲେ, କିନ୍ତୁ ପରେ ନିଜର ମତ ବଦଳାଇ ଦେଇଥିଲେ |

କଡଲେ କୁହନ୍ତି ଯେ ‘ ଆମେ ସପ୍ତାହକୁ ଥରେ କିମ୍ବା ଦୁଇଥର ବ୍ରେ-କଅ-ପ କରିଥାଉ | ଯେତେବେଳେ ଝ-ଗଡା ସମୟରେ ଭିକା କହିଥିଲେ ଯେ ସେ ବ୍ରେ-କଅ-ପ କରିବାକୁ ଚାହୁଁଛନ୍ତି, ସେତେବେଳେ ମୁଁ ଉତ୍ତର ଦେଲି ଯେ ମୁଁ ତୁମକୁ ନିଜ ସହ ଯୋଡିଦେବି |’ ପ୍ରାୟ ଏକ ମାସ ସମୟ ବିତିଗଲାଣି ଏବଂ ଉଭୟଙ୍କ ପାଖରେ ବ୍ୟକ୍ତିଗତ ସମୟ ବଞ୍ଚିନଥିଲା | ବର୍ତ୍ତମାନ ଦୁହେଁ ବଜାରରୁ ଜିନିଷ କିଣିବା ଠାରୁ ନେଇ ବି-ରତି ମଧ୍ୟ ଏକାଠି ନେଉଛନ୍ତି | ସେ ଏହି ପରୀକ୍ଷଣର ଆରମ୍ଭ ଭାଲେଣ୍ଟାଇନ୍ସ ଡେ’ରେ ଆରମ୍ଭ କରିଥିଲେ |

ଏହି ପରୀକ୍ଷଣ ସମୟରେ ଦମ୍ପତି ନିଜର ଅନୁଭବକୁ ସୋସିଆଲ ମିଡିଆ ଏବଂ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ସେୟାର ମଧ୍ୟ କରୁଛନ୍ତି | କାଡଲେ କୁହନ୍ତି ଯେ, ‘ଆମ ଭିତରେ ଝ-ଗଡା ଶେ-ଷ ହୋଇନାହିଁ, ଆମେ ଏବେ ବି ଝ-ଗଡା କରୁଛୁ | କିନ୍ତୁ ଯେତେବେଳେ ଆମେ ଶେ-ଷରେ ପହଞ୍ଚି ଯାଉ, ସେତେବେଳେ ଜିନିଷ ବାନ୍ଧି ଦୁରକୁ ଯିବା ପରିବର୍ତ୍ତେ ନିଜ ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦେଇଥାଉ |’ ଦମ୍ପତି କହିଛନ୍ତି ଯେ ସେମାନେ ଅସ-ନ୍ତୋଷକୁ ମୁକାବିଲା କରିବା ପାଇଁ ନୂଆ ଉପାୟ ପାଇଛନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *