ଲକଡାଉନରେ ବନ୍ଦ ହେଲା ଵିଜନେସ ପୁଣି ନେନୋରେ ବିକିଲେ ଖାଦ୍ୟ,ଇନକମ୍ ୧ଲକ୍ଷ ଟଙ୍କା ପ୍ରତି ମାସ

ମହାରାଷ୍ଟ୍ରରେ ପୁଣି ଆଉଥରେ କରୋନା ମା-ମଲା ବଢୁଥିବା ଲାଗୁଛି|ପ୍ରଶାସନ ଏମିତି ପରିସ୍ଥିତିରେ କିଛି ଅଞ୍ଚଳରେ ଲକଡାଉନ ମଧ୍ୟ ଲଗେଇଛି|କିନ୍ତୁ ଯେତେବେଳେ ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଲାଗିଥିଲା ସେତେବେଳେ ଜୀ-ବନଜୀ-ବିକା ମଧ୍ୟ ଅଟକି ଯାଇଥିଲା|କିଏ ନିଜର ଭାଇବନ୍ଧୁ ହରାଇଲା ତ କିଏ ନିଜ ଚାକିରି|ବହୁଲୋକଙ୍କ ବ୍ୟବସାୟ ଠପ୍ ପଡ଼ିଥିଲା|କିନ୍ତୁ ଆ-ଶାଆ-ଶଙ୍କାରେ ଲୋକମାନେ ଠିଆହେଲେ ଓ ଜୀ-ବନ ପାଇଁ ଅଲଗା ରାସ୍ତା ଖୋଜିଲେ|ଏମିତି ଏକ କାହାଣୀ ମୁମ୍ବାଇର ପଙ୍କଜ ନେହୁରଙ୍କର ଯିଏ ମୁମ୍ବାଇର ପ୍ରଭାଦେଵୀ ଅଞ୍ଚଳରେ ଖଡପେ ନାମରେ ରେଷ୍ଟୁରାଣ୍ଟ ଚଳାଉଥିଲେ|

କିନ୍ତୁ କରୋନା ମହାମାରୀ କାରଣରୁ ତାଙ୍କୁ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପଡ଼ିଥିଲା|ତାଙ୍କ ରେଷ୍ଟୁରାଣ୍ଟ ମାଲବଣୀ ଖାଦ୍ୟ ପାଇଁ ପ୍ରସିଦ୍ଧ ଥିଲା|ତେଣୁ ବ୍ୟବସାୟ ବନ୍ଦ ହେବାଫଳରେ ତାଙ୍କୁ ମଧ୍ୟ ଝ-ଟକା ଲାଗିଥିଲା|କିନ୍ତୁ ସେ ଅଧୈର୍ଯ୍ୟ ନହୋଇ ଅନ୍ୟ ଉପାୟ କଲେ|ପ୍ରକୃତରେ ଲୋକମାନେ ତାଙ୍କ ରେଷ୍ଟୁରାଣ୍ଟ ସହ ପରିଚିତ ଥିଲେ|ଏମିତିରେ ସେ ନୂଆ ଉପାୟରେ ବ୍ୟବସାୟ ଆରମ୍ଭ କରି ପୁରୁଣା ଗ୍ରାହକଙ୍କୁ ଘରେ ଖାଦ୍ୟ ଵନାଇ ବିକ୍ରି କରିଥିଲେ|

ଏଥିପାଇଁ ସେ ନିଜର ନାନୋ କାରକୁ ଏକ ଦୋକାନରେ ପରିବର୍ତ୍ତନ କରି ତାକୁ ନାନୋ ଫୁଡ ନାମ ଦେଇଥିଲେ|ସେ ନିଜର ସ୍ତ୍ରୀଙ୍କ ସହାୟତାରେ ଘରେ ଖାନା ବନାଇ କାରରେ ନେଇଯାଉଥିଲେ ଯେଉଁଥିରେ ସେ ଖାନାର ମେନୁ ପୋଷ୍ଟର ମଧ୍ୟ ଲଗାଇଥିଲେ|ଏଵେ ତାଙ୍କ ନାନୋ ଫୁଡ ଖାଇବା ପାଇଁ ଲମ୍ବା ଲା-ଇନ ଲାଗୁଛି|କିଛି ଲୋକ ଅନଲା-ଇନ ମଗାଉଛନ୍ତି|ଏଵେ ପଙ୍କଜ ସେଥିରୁ ମାସିକ ଏକ ଲକ୍ଷ ଟଙ୍କା କମାଉଛନ୍ତି

Google

ସୂଚନାଯୋଗ୍ୟ ଯେ ପଙ୍କଜ ପାଖାପାଖି ୨୦ବର୍ଷ ଵହୁ ବଡବଡ ହୋଟେଲରେ ଶେଫ ଭାବରେ କାମ କରିଆସିଛନ୍ତି|୨୦୧୭ ମସିହାରେ ସେ ମାଲବାଣୀ ଖାନେର ଖଡପେ ନାମକ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ|ସେଥିରେ ସେ ସମସ୍ତ ଜମା ପୁଞ୍ଜି ବିନି-ଯୋଗ କରିଥିଲେ|ସବୁ ଠିକ୍ ଚାଲିଥିବା ବେଳେ ସେ ଏକ ଆଉଟଲେଟ ମଧ୍ୟ ଖୋଲିଥିଲେ|କିନ୍ତୁ ଲକଡାଉନ ଫଳରେ ବ୍ୟବସାୟ ଵନ୍ଦ ହୋଇଥିଲା|କିନ୍ତୁ ପରିବାର ସହଯୋଗ କ୍ରମେ ନାନୋ ଫୁଡ ତାଙ୍କୁ ସଫଳ ସାବ୍ୟସ୍ତ କରିଥିଲା|

ପଙ୍କଜ ଫୁଡ ଜଏଣ୍ଟରେ ସକାଳେ ୭.୩୦ ରେ ଜଳଖିଆ,ଅପରାହ୍ନ ୧୨.୩୦ରେ ଲଞ୍ଚ,ରାତି ୭.୩୦ରେ ଡିନର ମିଳେ|ଏଠାକୁ ପ୍ରତିଦିନ ପାଖାପାଖି ୧୫୦ ଗ୍ରାହକ ଆସିଥାନ୍ତି|ଏଥିରେ ପାଖାପାଖି ୧ଲକ୍ଷ ପ୍ରତି ମାସ ଆୟ ହୋଇଥାଏ|ସେ କହିଛନ୍ତି ଆହୁରି ଆଗକୁ ଯିବାକୁ ହେବ|ଚେଷ୍ଟା କରିଲେ ସଫଳ ହେବ ବୋଲି ସେ କହିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *