କାହାକୁ ଦାନ୍ତରେ ମା-ରି-ଲା ତ ଆଉ କାହାକୁ ନଖ ଦ୍ୱାରା ମା-ରି-ଲା, ଏପରି ଆ-ତ-ଙ୍କ ସୃଷ୍ଟି କଲା ଚିତାବାଘ,ଦେଖନ୍ତୁ ଭିଡ଼ିଓ

ବାସିନ୍ଦା ଅଞ୍ଚଳରେ ଆ-ତଙ୍କ ସୃଷ୍ଟି କରୁଥିବା ଚିତାବାଘକୁ ଗୁରୁବାର ଦ୍ୱିପ୍ରହରରେ ଧ-ରାଯାଇଛି | କଠିନ ପରିଶ୍ରମ ପରେ ବନ ବିଭାଗ ରେସକ୍ୟୁ ଅପ-ରେସନ କରିଥିଲା | ଚିତାବାଘକୁ ଟ୍ରନକ୍ୟୁଲାଇଜ କରିବାରେ ବନ ବିଭାଗର ଟିମର ଝା-ଳ ବାହାରି ଯାଇଥିଲା | ବନ ବିଭାଗ ଦ୍ୱାରା ବର୍ତ୍ତମାନ ଚିତାବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ | ଚିତାବାଘ ଗତକାଲିଠାରୁ ରେ-ସକ୍ୟୁ ଅପ-ରେସନ ହେବା ପର୍ଯ୍ୟନ୍ତ ୪ ଜଣ ଲୋକଙ୍କୁ ଆ-ହ-ତ କରି ସାରିଥିଲା | କୁହାଯାଉଛି ଯେ ଚିତାବାଘ ପ୍ରଥମେ ଜାବୁଆ ଫାର୍ମରେ ପ୍ରବେଶ କରିଥିଲା ​​ଏବଂ ଏହା ପରେ ଲିମ୍ବୋଡି ଅଞ୍ଚଳରେ ପହଞ୍ଚି ଯାଇଥିଲା ​​|

ସୂଚନାନୁସାରେ, ବୁଧବାର ଦିନ ଚିତାବାଘ ସର୍ବ ପ୍ରଥମେ ଇନ୍ଦୋରର ତେଜାଜି ନଗର ପୋ-ଲିସ ଷ୍ଟେ-ସନ ଅଞ୍ଚଳରେ ଅବସ୍ଥିତ ଜାବୁଆ ଫାର୍ମ ହାଉସରେ ଅଚାନକ ପ୍ରବେଶ କରିଥିଲା | ଗୋଟିଏ ପିଲା ସୂଚନା ଦେଇଥିଲା ଯେ ଚିତାବାଘ ବୁଲୁଛି | ସୂଚନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବନ ବିଭାଗ ଘ-ଟଣାସ୍ଥଳରେ ପହଞ୍ଚି ଅବସ୍ଥାକୁ ସମ୍ଭାଳିଥିଲେ ଏବଂ ତାକୁ ଧରିବାପାଇଁ ପି-ଞ୍ଜରା ରଖିଥିଲା, ଜା-ଲ ବି-ଛାଇ ଥିଲା | କିନ୍ତୁ, ଚିତାବାଘ ଫାର୍ମ ହାଉସରେ ଠିଆ ହୋଇଥିବା ଗହମ ଫସଲରେ ଯାଇ କୋଉଠି ଲୁ-ଚିଗଲା |

ଗାଡି ଚଳାଇବା ଜା-ରି ରଖିଥିଲା ବନ ବିଭାଗ :-

ବନ ବିଭାଗ କ୍ଷେତରେ ନିଜର ଗାଡିକୁ ଚଳାଇବା ଜା-ରି ରଖିଥିଲା, ଯେପରିକି ଚିତାବାଘର ଗତିବିଧି ବିଷୟରେ ସୂଚନା ମିଳିପାରିବ | ଥରେ ଦୁଇଥର ପାଇଁ ସେ ଟା-ର୍ଗେଟରେ ମଧ୍ୟ ଆସିଥିଲା କିନ୍ତୁ ହ-ଠାତ ଅ-ଦୃ-ଶ୍ୟ ହୋଇଗଲା | ରାତି ହୋଇଯିବ କାରଣରୁ ସ-ର୍ଚ୍ଚ ଅପ-ରେସନ ବନ୍ଦ କରିବାକୁ ପଡିଲା | କିନ୍ତୁ ବନ ବିଭାଗର କର୍ମଚାରୀ ରାତିସାରା ସେହି ଅଞ୍ଚଳ ଉପରେ ନଜର ରଖିଥିଲେ ଏବଂ ଅଞ୍ଚଳର ବାହାରକୁ ନଆସିବାକୁ ଘୋ-ଷଣା କରିଥିଲେ |

ପ-ଶିଗଲା ବାସିନ୍ଦା କଲୋନୀରେ :-

ଏପଟେ ବନ ବିଭାଗର ଅଧିକାରୀମାନେ ଚାହୁଁଥିଲେ ଯେ ଚିତାବାଘ ଏହି ଜାଗାରୁ ବାହାରି ଆଖପାଖ ବାସିନ୍ଦା କଲୋନୀକୁ ନ ଯାଉ ଏବଂ ସକାଳ ହେବାମାତ୍ରେ ପୁଣିଥରେ ତାର ରେ-ସକ୍ୟୁ ଅପ-ରେସନ କରାଯାଇପାରିବ | କିନ୍ତୁ, ଅଲସୁବହ ବନ ବିଭାଗର କର୍ମଚାରୀଙ୍କ ନଜରରୁ ବଞ୍ଚି ଫାର୍ମ ହାଉସର ସୀମାକୁ ଡେଇଁ ବାସିନ୍ଦା ଅଞ୍ଚଳ ଲିମ୍ବୋଡିକୁ ଚାଲିଗଲା | ଲିମ୍ବୋଡି ଅଞ୍ଚଳରେ ପହଞ୍ଚିଥିବା ଚିତାବାଘ ବାସିନ୍ଦା ଅଞ୍ଚଳରେ ଖୁବ ଭ-ୟ-ଙ୍କ-ର ପରିସ୍ଥିତି ସୃଷ୍ଟି କରି ହ-ଙ୍ଗାମା କରିଥିଲା |

ମହିଳା ଏବଂ ତାଙ୍କ ଘରଲୋକଙ୍କ ଉପରେ କଲା ଆ-କ୍ର-ମ-ଣ :-

ଗୁରୁବାର ସକାଳେ ଯେତେବେଳେ ଜଣେ ମହିଳା ଘରେ ଖାଦ୍ୟ ବାଢ଼ୁଥିଲେ, ସେହି ସମୟରେ ପଛ ରାସ୍ତାରେ ଚିତାବାଘ ଘରେ ପ୍ରବେଶ କରିଥିଲା | ମହିଳା ଜଣକ ଯେତେବେଳେ ଚିତାବାଘକୁ ଦେଖିଲେ, ସେତେବେଳେ ସେ ଜୋ-ରରେ ଚି-ତ୍କାର କରିବାକୁ ଲାଗିଲେ ଏବଂ ବାହାରକୁ ଦୌଡିଲେ | ଚିତାବାଘ ତାଙ୍କ ଉପରେ ଆ-କ୍ର-ମ-ଣ କରିଦେଲା, ଯାହାଦ୍ୱାରା ମହିଳା ଏବଂ ତାଙ୍କ ପିଲା ଆ-ହତ ହୋଇଥିଲେ | ମହିଳାଙ୍କ ଉପରେ ଆ-କ୍ର-ମ-ଣ ହୋଇଥିବା ଦେଖି ତାଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଉପରେ ମଧ୍ୟ ଚିତାବାଘ ଆ-କ୍ର-ମ-ଣ କରିଦେଲା | ଏହି ସମୟରେ ଗୋଟିଏ ପରିବାରରେ ହିଁ ତିନି ଜଣ ଲୋକ ଆ-ହତ ହୋଇଗଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *