ଲଭ୍ ମ୍ୟାରେଜର ପ୍ର-ତିଶୋ-ଧ: ଭିଣୋଇର ମୁ-ଣ୍ଡ କା-ଟି ହ-ତ୍ୟା କଲା ଭାଇ,ଆ-ତ୍ମହ-ତ୍ୟା କଲା ଭଉଣୀ

ଭଉଣୀ ଭଲ ପାଇ ବିବାହ କରିଥିଲା,କିନ୍ତୁ ଭାଇ ଏହି ବିବାହରେ ସନ୍ତୁ-ଷ୍ଟ ନଥିଲା। ସେଥିପାଇଁ ଭାଇ ଭିଣୋଇର ମୁ-ଣ୍ଡ କା-ଟି ହ-ତ୍ୟା କରିଥିଲା। ସ୍ୱାମୀର ମୃ-ତ୍ୟୁରେ ସ୍ତ୍ରୀ ଦୁଃ-ଖରେ ଭା-ଙ୍ଗିପଡିଲା ଆ-ତ୍ମହ-ତ୍ୟା କଲେ। ଏହିପରି ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ। ଭଉଣୀ ଲଭ ମ୍ୟାରେଜ୍ କରିଥିବାରୁ ସାମାଜିକ ପ୍ରତିଷ୍ଠା ଉପରେ ଆ-ଞ୍ଚ ଆସିବାରୁ ଏହିପରି କା-ଣ୍ଡ ଘଟା-ଇଥିଲା ଅଭି-ଯୁକ୍ତ।

ପୋ-ଲିସ କହିବା ଅନୁସାରେ, ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳର ୩୫ ବର୍ଷୀୟ ମିଣ୍ଟୁ ଶିବରାମ ଓ-ରଫ ଧୀରଜ ଗୋଟିଏ କୁ-ରାଢ଼ି ସାହାର୍ଯ୍ୟରେ ତା ଭେଣୋଇ ବିଜୟ କଶ୍ୟପଙ୍କ ମୁ-ଣ୍ଡ କା-ଟି ଗ-ଣ୍ଡିରୁ ଅଲଗା କରିଦେଇଥିଲା। ଆଉ ଘ-ଟଣା ସ୍ଥଳରେ ହିଁ ବିଜୟଙ୍କ ମୃ-ତ୍ୟୁ ଘ-ଟିଥିଲା। ହ-ତ୍ୟା କରିବା ପରେ ଅଭି-ଯୁକ୍ତ ଧୀରଜ କ-ଟାମୁ-ଣ୍ଡ ସହ ଥା-ନାରେ ପହଞ୍ଚି ନିଜର ଦୋ-ଷ ସ୍ଵୀ-କାର କରିଥିଲା। ଏହି ଖବର ପାଇବା ପରେ ୧୯ ବର୍ଷୀୟ ଭଉଣୀ ଘରେ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଥିଲେ।

Google

ତେଲବାରା ଥା-ନାର ନିରୀ-କ୍ଷକ ସତୀଶ ପଟେଲ କହିଛନ୍ତି ଯେ, ଧୀରଜ ପୋ-ଲିସ ଷ୍ଟେ-ସନକୁ ଏକ ଅଖା ଧରି ଆସିଥିଲା। ଆଉ ଅଖା ଖୋଲିବା ପରେ ଭିଣୋଇ କଶ୍ୟପଙ୍କ କ-ଟାମୁ-ଣ୍ଡ ଦେଖିବାକୁ ମିଳିଥିଲା। ତିନି ମାସ ପୂର୍ବରୁ କଶ୍ୟପ ଅଭି-ଯୁକ୍ତର ଭଉଣୀ ସହ ଫେ-ରାର ହୋଇ ବିବାହ କରିଥିଲେ।

ଏହି କାରଣ ପାଇଁ ଧୀରଜ କଶ୍ୟପଙ୍କୁ ହ-ତ୍ୟା କରିଥିବା କଥା ପୋ-ଲିସକୁ କହିଛି। ଅଭି-ଯୁକ୍ତ ପାଖରୁ ସୂଚନା ପାଇବା ପରେ ପୋ-ଲିସ ରାମନଗର ଅଞ୍ଚଳରେ ଥିବା ଗୋଟିଏ ପଡ଼ିଆରୁ କଶ୍ୟପଙ୍କ ମୁ-ଣ୍ଡବି-ହୀନ ମୃ-ତ ଶରୀର ଜ-ବତ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *