ଆପଣ ଏମିତି କେବେ ଦେଖି ନଥିବେ : ନିଜ ଚିକିତ୍ସା ପାଇଁ ନିଜେ କ୍ଲିନିକ ଗଲା ଟ୍ୟୁମରରେ ଆକ୍ରାନ୍ତ ଥିବା କୁକୁର,ଦେଖନ୍ତୁ କେମିତି ଇସାରାରେ କର୍ମଚାରୀଙ୍କୁ ଜଣାଉଛି ନିଜର ଅସୁସ୍ଥତା ,ଷ୍ଟାଫମାନେ ଆଶ୍ଚର୍ଯ୍ୟ

ଲୋକମାନେ ନିଜର ପୋଷା କୁକୁର ର ଟ୍ରିଟମେଣ୍ଟ ପାଇଁ ପଶୁ ଡାକ୍ତର ପାଖକୁ ନେଇଯାଇଥାନ୍ତି ଓ ସାଧାରଣତଃ ରାସ୍ତା କଡ଼ର ପଶୁମାନଙ୍କର ଚିକିତ୍ସା ପାଇଁ ମଧ୍ୟ ତାଙ୍କୁ ହସ୍ପିଟାଲ ନେଇଥାନ୍ତି । କିନ୍ତୁ ଆପଣ ଦେଖିନଥିବେ କି, କୌଣସି କୁକୁର ନିଜର ଚିକିତ୍ସା ପାଇଁ ନିଜେ ହିଁ କ୍ଲିନିକ ଯାଉଛି ଓ ସାହାର୍ଯ୍ୟ ମାଗିବାରେ ଲାଗୁଛି। ଏହି ସମ୍ପୂର୍ଣ୍ଣ ଭିଡ଼ିଓ କ୍ଲିନିକର ସିସିଟିଭି କ୍ୟାମେରାରେ କଏଦ ହୋଇଗଲା । ଭିଡ଼ିଓରେ ଦେଖାଯାଉଛି କେମିତି ଗୋଟିଏ ଘାଇଲା କୁକୁର ନିଜର ଅନ୍ଦାଜ ଆଳରେ କର୍ମଚାରୀ ଠାରୁ ସାହାର୍ଯ୍ୟ ମାଗୁଛି ।

କୁକୁର ନିଜର ଲାଙ୍ଗୁଡ଼ ତଳକୁ ପକାଇ କାନ୍ଥ ପାଖରେ ଆଉଜି ବସି ପଡୁଛି ଓ ନିଜର କ୍ଷତ ଡ଼କ୍ଟରଙ୍କୁ ଦେଖାଉଛି । ଡ଼କ୍ଟର ସେସମୟରେ ଆସି ଚେକ ଅପ କରିବା ଆରମ୍ଭ କରିଦେଇଛନ୍ତି। କୁକୁର ଇଶାରାରେ କହୁଥିଲା, ତା’ଗୋଡ଼ରେ କିଛି ପଶିଯାଇଛି କ ଡ଼କ୍ଟର ତା’ର ଚିକିତ୍ସା କରିବା ଆରମ୍ଭ କରିଦେଉଛନ୍ତି ।

ଡ଼କ୍ଟରଙ୍କ ସମସ୍ତ ଯାଞ୍ଚ ପରେ ଜଣାପଡିଥିଲା, କୁକୁରଟିକୁ ଟ୍ୟୁମର ହୋଇଛି । ଡାକ୍ତରଙ୍କ ମୁତାବିକ, କୁକୁରକୁ କିଛି ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ରଖି ଚିକିତ୍ସା କରାଯିବାପରେ ହିଁ ଛାଡ଼ି ଦିଆଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *