ହେ ଭଗବାନ ! ବାଇକ ଉପରେ ଚଢି ଷ୍ଟ-ଣ୍ଟ ମା-ରୁଥିଲେ ଦୁଇ ଯୁବକ,ତା ପରେ ଯାହା ହେଲା ଅ-ବସ୍ଥା,ପ୍ରଥମେ ଭିଡ଼ିଓ ଦେଖନ୍ତୁ

ସୋସିଆଲ ମିଡିଆରେ ସାଧାରଣତଃ ବହୁତ ସାରା ଭିଡ଼ିଓ ଭାଇରାଲ ହୋଇ ରହିଥାଏ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଚକିତ ହୋଇଯିବେ କାରଣ ଭିଡ଼ିଓରେ ଦୁଇଜଣ ଯୁବକ ଦ୍ରୁ-ତ ଗତିରେ ବାଇକ ଉପରେ ଷ୍ଟ-ଣ୍ଟ କରୁଥିବାର ଦେଖାଯାଇଛି । କିନ୍ତୁ ଏହାପରେ ଯାହା ଘ-ଟିଲା ତା’କୁ ଦେଖି କେହିବି ଷ୍ଟ-ଣ୍ଟ କରିବାକୁ ଭାବିବନାହିଁ। ଏହି ଭିଡ଼ିଓକୁ ଆଇପିଏସ ଅଫିସର ଦିପାଂଶୁ କାବରା ଶେୟର କରିଥିଲେ । ଏହାକୁ ଶେୟର କରି ସେ କ୍ୟାପ୍ସନରେ ଲେଖିଥିଲେ, ଜୀ-ବନ ଦ୍ଵିତୀୟଥର ପାଇଁ ମିଳିବନାହିଁ, ଏହାକୁ ତୁଛରେ ସମାପ୍ତ କରନ୍ତୁନାହିଁ

ଏହି ଭିଡ଼ିଓକୁ ଦେଖନ୍ତୁ କେମିତି ଦୁଇଜଣ ଯୁବକ ଦ୍ରୁ-ତ ଗତିରେ ବାଇକରେ ଷ୍ଟ-ଣ୍ଟ କରୁଛନ୍ତି । ଗୋଟିଏ ଯୁବକ ବାଇକ ଚଳାଉଛି ଓ ଅନ୍ୟଜଣେ ଯୁବକ ପଛପଟେ ହାତ ଉପରକୁ କରି ଛିଡା ହୋଇଛି । ଏହାପରେ ବାଇକ କିଛି ବାଟ ଆଗକୁ ଯିବାପରେ ପଛ ସିଟରେ ଛିଡା ହୋଇଥିବା ଯୁବକ ବାଇକରୁ ଗଳି ପଡୁଛି ଓ ଆଉ କିଛି ସମୟପରେ ଗାଡି ଚଳାଉଥିବା ଯୁବକ ମଧ୍ୟ ରାସ୍ତା କଡରେ ଗାଡି ଆକ୍ସି-ଡେଣ୍ଟ କରିଦେଉଛି । ଭିଡ଼ିଓ ଦେଖି ଜଣାପଡୁଛି ଉଭୟ ବହୁତ ଆ-ଘା-ତ ପାଇଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଏବେପର୍ଯ୍ୟନ୍ତ 9 ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଛନ୍ତି । କମେଣ୍ଟରେ ଲୋକମାନେ କାହାକୁ ବି ଏହି ଷ୍ଟ-ଣ୍ଟ ନ ମାରିବାପାଇଁ କହିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *