ସମସ୍ତଙ୍କର ହୃଦୟ ଜିତିଲେ ହୋମଗାର୍ଡ : ପିତାମାତାଙ୍କର ହେଲା ଦୁ-ର୍ଘ-ଟ-ଣା, ହୋମଗାର୍ଡ ହସ୍ପିଟାଲ ବାହାରେ ଛୋଟ ପିଲାକୁ ଏମିତି ଭାବରେ ..

କେରଳର ଏକ ହୋମ ଗାର୍ଡ ସମସ୍ତଙ୍କର ହୃଦୟ ଜିତିନେଇଛନ୍ତି। ତାଙ୍କର ନାମ କେଏସ ସୁରେଶ ଅଟେ। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଏକ ଛୋଟ ପିଲାକୁ ନିଜର କୋଳରେ ଖେଳାଉଛନ୍ତି। କେରଳ ପୋଲିସ ଏହାର ଏକ ଭିଡିଓ ନିଜର ଫେସବୁକ ପେଜରେ ସେୟାର କରିଛନ୍ତି।

ବହୁତ ଖତରନାକ ଦୁ-ର୍ଘ-ଟ-ଣା ହେଲା:-

ଖବର ମୁତାବିକ, ଏହି ୭ମାସର ଛୋଟ ପିଲାଟି ଏକ ସଡକ ଦୁର୍ଘଟଣାରେ ସାମାନ୍ୟକେ ବର୍ତ୍ତିଗଲା। ଏଥିରେ ତାର ବାପା-ମା ଓ ସମ୍ପର୍କୀୟଙ୍କୁ ଅନେକ ଆଘାତ ଆସିଲା। ଏହି ପିଲାଟିର ବଡ ଭଉଣୀଙ୍କର ମୃତ୍ୟୁ ମଧ୍ୟ ହୋଇଗଲା। ଏହି ପରିବାର ନିଜର ଘର କୟାନକୁଲମ ଯାଉଥିଲେ। ସେହି ସମୟରେ ତାଙ୍କର କାର, ଟ୍ରକ ସହ ଦୁ-ର୍ଘ-ଟ-ଣା ହୋଇଗଲା। ଏହି ଦୁ-ର୍ଘ-ଟ-ଣା-ରେ ତାଙ୍କର ବଡ ଝିଅର ମୃ-ତ୍ୟୁ ହୋଇଗଲା। ପାଞ୍ଚଜଣ ଅନ୍ୟ ଲୋକ ଗଭୀର ଭାବରେ ଆହତ ହୋଇଛନ୍ତି।

ଛୋଟ ପିଲାଟି କାନ୍ଦିଯାଉଥିଲା:-

ସେମାନଙ୍କୁ ହସ୍ପିଟାଲ ନେଇଗଲେ। ତାର ବାପା-ମାଙ୍କୁ ହସ୍ପିଟାଲରେ ଏଡମିଶନ କରାଗଲା। ପିଲାଟି ବହୁତ ସମୟ ପର୍ଯ୍ୟନ୍ତ କାନ୍ଦୁଥିଲା। ସେତିକିବେଳେ ଡ୍ଯୁଟିରେ ସୁରେଶ ଥିଲେ। ସେହି ସମୟରେ ସେ ପିଲାଟିକୁ ନିଜ କୋଳରେ ଉଠାଇ ଏପଟେ ସେପଟେ ବୁଲାଇବାକୁ ଲାଗିଲେ ଯାହାଦ୍ୱାରା ପିଲାଟି ଚୁପ ହୋଇଗଲା। ସେ ସେହି ପିଲାଟିକୁ ସେତିକି ପର୍ଯ୍ୟନ୍ତ ଧରି ବୁଲାଉଥିଲେ ଯେତେ ପର୍ଯ୍ୟନ୍ତ ତାଙ୍କର କେହି ସମ୍ପର୍କୀୟ ଆସିନଥିଲେ। ପୋଲିସ ଓ ଅନ୍ୟ ଲୋକମାନେ ମଧ୍ୟ ସୁରେଶଙ୍କର ଏହି କାମ ପାଇଁ ତାଙ୍କର ପ୍ରଶଂସା କରିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *