ବିନା ଶା-ରୀ-ରି-କ ସମ୍ବନ୍ଧରେ ଗର୍ଭବତୀ ହେଲେ ମହିଳା, ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘ-ଟ-ଣା

ବ୍ରିଟେନରେ ଏକ ଅଜବ ପ୍ରକାରର ମା-ମ-ଲା ସାମ୍ନାକୁ ଆସିଛି | ଯାହାକୁ ଦେଖି ମେଡିକାଲ ସାଇନ୍ସରେ ବଡ ନାମ ଅର୍ଜନ କରିଥିବା ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ, ବ୍ରିଟେନର ପୋ-ର୍ଟସମାଉଥରେ ରହୁଥିବା ମହିଳା ନିଜର ଆଶ୍ଚର୍ଯ୍ୟଜନକ ପ୍ରେଗ୍ନେ-ନ୍ସିର କାହାଣୀ କହିଛନ୍ତି | ଏହି ସମୟରେ ୨୮ ବର୍ଷୀୟ ନିକୋଲ ମୋରେ କହିଛନ୍ତି ଯେ ସେ କିଛି ବର୍ଷ ପୂର୍ବେ ସେ-କ୍ସ ନ ହୋଇ ପ୍ରେ-ଗ୍ନେ-ଣ୍ଟ ହୋଇଯାଇଥିଲେ |

ଅନେକ ବର୍ଷ ପୂର୍ବର ମା-ମ-ଲା :-

ନିକୋଲ ସୋସିଆଲ ମିଡିଆରେ ଯେଉଁ କାହାଣୀ ସେୟାର କରିଛନ୍ତି, ସେହି ଅନୁଯାୟୀ ସେ ବହୁ ବର୍ଷ ପୂର୍ବେ ନିଜ ବୟଫ୍ରେଣ୍ଡଙ୍କୁ ଡେଟ କରୁଥିଲେ | ଏହି ସମୟରେ ଦିନେ ଅଚାନକ ତାଙ୍କୁ ବାନ୍ତି ସହିତ ମୁଣ୍ଡ ବୁଲାଇବାକୁ ଲାଗିଲା | କିଛି ସମୟ ପରେ ଛାତିରେ ଜ୍ବ-ଳନ ଏବଂ ମୁଣ୍ଡ ବୁଲାଇବା ଅନୁଭବ କଲେ, ତେଣୁ ଜଣେ ସାଙ୍ଗ କହିବାରୁ ନିକୋଲ ପ୍ରେ-ଗ୍ନେ-ନ୍ସି ଟେଷ୍ଟ କରାଇଲେ | ଆଶ୍ଚର୍ଯ୍ୟ ସେତେବେଳେ ହେଲା, ଯେତେବେଳେ ତାଙ୍କର ପ୍ରେ-ଗ୍ନେ-ନ୍ସି ଟେଷ୍ଟର ରି-ପୋ-ର୍ଟ ପଜିଟିଭ ଆସିଲା | ବାସ୍ତବରେ ନିକୋଲ ଜଣେ କୁମାରୀ ଥିଲେ, ଯିଏକି ବହୁତ ଚେଷ୍ଟା ସତ୍ତ୍ୱେ ବୟଫ୍ରେଣ୍ଡ ସହିତ ଶାରୀରିକ ସମ୍ପର୍କ କରିପାରି ନଥିଲେ | ତେବେ ସେତେବେଳେ ସେମାନେ ଦୁହେଁ ଅନ୍ତରଙ୍ଗ ହେବାପାଇଁ ଅନେକ ଅନ୍ୟ ଉପାୟ ଆପଣାଇଥିଲେ |

ଏଥିପାଇଁ ହେଲା ଆଶ୍ଚର୍ଯ୍ୟଜନକ :-

ନିକୋଲ କହିଛନ୍ତି, ‘ମୁଁ ଟ୍ୟାମ୍ପନ ମଧ୍ୟ ବ୍ୟବହାର କରିପାରିଲି ନାହିଁ | ଅନେକ ଚେଷ୍ଟା କରିବା ପରେ ମଧ୍ୟ ମୁଁ ସେ-କ୍ସ କରିପାରୁନଥିଲି, କାରଣ ମୋତେ ବହୁତ ଯ-ନ୍ତ୍ରଣା ହେଉଥିଲା | ଡାକ୍ତର ପ୍ରଥମେ କହିଲେ ଯେ ଏହା ଚିନ୍ତାର ବିଷୟ ନୁହେଁ |’ କଥା ଆଗକୁ ବଢ଼ିବାରୁ ପ୍ରେ-ଗ୍ନେ-ନ୍ସି ଚେକଅପ ସମୟରେ ନିକୋଲଙ୍କୁ ଜଣାପଡିଲା ଯେ ପ୍ରକୃତରେ ସେ ଶାରୀରିକ ସମ୍ପର୍କ କାହିଁକି କରିପାରୁ ନଥିଲେ | ଅନେକ ଚେକଅପ ଏବଂ ମେଡିକାଲ ଟେଷ୍ଟ ପରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ସେ ବେଜିନିସ୍ମସ ରୋଗରେ ପୀ-ଡିତ ଅଛନ୍ତି | ଏହି ରୋଗରେ ପୀ-ଡିତ ମହିଳାଙ୍କ ବଜାଇନା ମାଂ-ସପେଶୀ ବହୁ ଦୁର୍ବଳ ହୋଇଥାଏ, ଯେଉଁଥିପାଇଁ ରିଲେସନ କରିବା ଅସମ୍ଭବ ହୋଇଯାଏ |

ପ୍ରେ-ଗ୍ନେଣ୍ଟ ହେବାର କାରଣ ବି-ରଳ ରୋଗ :-

ଆଶ୍ଚର୍ଯ୍ୟଜନକ କାହାଣୀରେ ନିକୋଲ ଦାବି କରିଛନ୍ତି ଯେ ଆରମ୍ଭରେ ତ ଡାକ୍ତର ଏବଂ ନର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଯେ ପ୍ରକୃତରେ ବିନା ସେ-କ୍ସରେ ଏପରି କିପରି ହୋଇପାରିବ | ଆଉ କିଛି ଟେଷ୍ଟ ଏବଂ ସେକେଣ୍ଡ ଓପିନିୟନ ପରେ ତାଙ୍କୁ ନିଜର ଅବସ୍ଥା ବିଷୟରେ ଜଣାପଡିଲା | ସେ ଏହା ଜାଣିପାରିଲେ ଯେ ସେ-କ୍ସ ନ ହେବା ସତ୍ତ୍ୱେ ମଧ୍ୟ ଯଦି କୌଣସି ପ୍ରକାରେ ସ୍ପ-ର୍ମ ବଜାଇନାକୁ ଯାଏ, ତେବେ ମଧ୍ୟ ପ୍ରେଗ୍ନେ-ନ୍ସି ସମ୍ଭବ ଅଟେ | ତେବେ ଏହା ରେୟର ଅଫ ରେୟରେଷ୍ଟ ରୋଗ ଭେଜିନିଜିମସ ମାମ-ଲାରେ ହୋଇଥାଏ, ଯାହାକି ନିକୋଲଙ୍କ ସହିତ ହେଲା |

ସବୁକିଛି ସ୍ପଷ୍ଟ ହେବା ପରେ ନିକୋଲ ଏକ ବେଜିନିସମସ ଥେରେପିଷ୍ଟଙ୍କୁ ଦେଖା କଲେ ଏବଂ ତାଙ୍କ ସାହାଯ୍ୟରେ ସେ ସେହି ପର୍ଯ୍ୟାୟରେ ବାହାରକୁ ଆସିପାରିଲେ | ଏହା ପରେ ଡେଲିଭରି ସମୟରେ ମଧ୍ୟ ତାଙ୍କର କୌଣସି ଅସୁବିଧା ହୋଇନଥିଲା | ନିକୋଲ କହିଛନ୍ତି ଆ-ଘାତ ଦେଇ ଗତି କରିବା ପରେ ଧୀରେ ଧୀରେ ଅବସ୍ଥା ସ୍ୱାଭାବିକ ହେଲା | ସେ ବର୍ତ୍ତମାନ ବହୁ ପରିମାଣରେ ଏହି ରୋଗରୁ ସୁସ୍ଥ ହୋଇଛନ୍ତି | ସୋସିଆଲ ମିଡିଆରେ ଏହି କାହାଣୀ ପୋଷ୍ଟ ହେବା ପରେ ତାକୁ ପଢିଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *