ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୫ ଜିଲ୍ଲାରେ ବର୍ଷା ହେବାର ସମ୍ଭା-ବନା,ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ

ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜ-ଳୁଥିବା ସମୟରେ ଆଶ୍ଵାସନା ଦେଇଛନ୍ତି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘ-ଡ଼ଘ-ଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆ-ଶଙ୍କା ରହିଛି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭା-ବନା ନାହିଁ, ତେବେ ଖରା ହେବାର ସମ୍ଭା-ବନା କମ ରହିଛି। ବୁଧବାର ଦିନ ମୟୂରଭଞ୍ଜର ବାରିପଦା,କରଞ୍ଜିଆ ସହିତ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ଆଉ କିଛି ସ୍ଥାନରେ ଘ-ଡଘ-ଡି ସହ କୁଆପଥର ବୃ-ଷ୍ଠି ହୋଇଛି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ରାଜ୍ୟର ୧୦ଟି ସହରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରହିଥିଲା। ସୁନ୍ଦରଗଡ଼ରେ ସର୍ବାଧିକ ୩୯ ଡିଗ୍ରୀ ସେଲସିୟସ ଥିବା ସମୟରେ,ତାଳଚେରରେ ୩୮.୫ ଡିଗ୍ରୀ ସେଲସିୟସ, ହୀରାକୁଦରେ ୩୮.୬ ଡିଗ୍ରୀ ସେଲସିୟସ,ସମ୍ବଲପୁରରେ ୩୮.୮ ଡିଗ୍ରୀ ସେଲସିୟସ,ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ ସେଲସିୟସ,ଅନୁଗୁଳରେ ୩୮.୫ ଡିଗ୍ରୀ ସେଲସିୟସ,ସୋନପୁରରେ ୩୮ ଡିଗ୍ରୀ ସେଲସିୟସ, ମାଲକାନଗିରିରେ ୩୮.୫ ଡିଗ୍ରୀ ସେଲସିୟସ, ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିୟସ, ବଲାଙ୍ଗିରରେ ୩୮.୩ ଡିଗ୍ରୀ ସେଲସିୟସ ରହିଛି। ଉପକୁଳ ଅଞ୍ଚଳ ପାରାଦୀପକୁ ଛାଡିଦେଲେ ଅନ୍ୟ ସ୍ଥାନ ମାନଙ୍କରେ ପାରଦ ୩୫ ଡିଗ୍ରୀରୁ ୩୬ ଡିଗ୍ରୀ ମଧ୍ୟରେ ରହିଥିଲା।

Google

ପାଣିପାଗ ବିଭାଗର ସୂଚନା ଅନୁସାରେ, ପଶ୍ଚିମ ଅଞ୍ଚଳରୁ ବାୟୁ ପ୍ରବାହ ପାଇଁ ରାଜ୍ୟର ଅନେକ ସ୍ଥାନରେ ଆସନ୍ତା ୩ ଦିନ ମଧ୍ୟରେ କେତେକ ଜିଲ୍ଲାରେ ପାଗ ମେଘୁଆ ରହିବା ସହିତ କା-ଳବୈ-ଶାଖୀ ବର୍ଷା ହେବାର ସମ୍ଭା-ବନା ରହିଛି। ଗୁରୁବାର ଦିନ ଭଦ୍ରକ,ଗଜପତି,ଗଞ୍ଜାମ,ଅନୁଗୁଳ,ମୟୂରଭଞ୍ଜ,ବାଲେଶ୍ଵର ଓ କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭା-ବନା ରହିଛି। ଆଉ କିଛି ସ୍ଥାନରେ ଘ-ଡଘ-ଡି ସହିତ ବର୍ଷା ହେବାର ସମ୍ଭା-ବନା ମଧ୍ୟ ରହିଛି। ଶୁକ୍ରବାର ଦିନ ସମ୍ବଲପୁର,ଦେବଗଡ଼,ଅନୁଗୁଳ,ବରଗଡ଼,ଝାରସୁଗୁଡ଼ା,କେନ୍ଦୁଝର ଓ ମୟୂରଭଞ୍ଜରେ ଘ-ଡଘ-ଡି ସହିତ ବର୍ଷା ହେବାର ସମ୍ଭା-ବନା ରହିଛି। ଆଉ ଶନିବାର ଦିନ କେନ୍ଦୁଝର,ସୁନ୍ଦରଗଡ,ବାଲେଶ୍ଵର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭା-ବନା ରହିଛି। ଆଉ ରବିବାର ଦିନରୁ ବର୍ଷା କମିବାର ସମ୍ଭା-ବନା ମଧ୍ୟ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *