ବଡ଼ ଭଉଣୀକୁ ପାଇବା ପାଇଁ କଲା ଛୋଟ ଭଉଣୀକୁ ଅପ-ହ-ରଣ, କହିଲା ବିବାହ ନକଲେ କରିଦେବି ଏହିକାମ,ଜାଣନ୍ତୁ ପୁରା ଘ-ଟ-ଣା

ବଡ଼ ଭଉଣୀକୁ ବିବାହ କରିବାପାଇଁ ସାନ ଭଉଣୀକୁ ଗି-ରଫ କରିଲା ଯୁବକ ଓ କହିଲା, ସାନ ଝିଅ ବଦଳରେ ବଡ଼ ଝିଅକୁ ବିବାହ କରିବାକୁ । ଏହି ମା-ମଲା ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଅଟେ । ଏହି ଘ-ଟଣା ମଙ୍ଗଳବାରର ଅଟେ ଯେବେକି, ଏକ 6 ବର୍ଷର ଝିଅକୁ ଗି-ରଫ କରାଯାଇଥିଲା ଓ ତାକୁ ଖୋଜି ଖୋଜି ଘର ଲୋକେ ଓ ଗ୍ରାମ ଲୋକେ ପାଇନଥିଲେ ସେତେବେଳେ ଏକ ପୋଷ୍ଟରରେ ସେମାନେ କିଛି ଦେଖିଥିଲେ ଓ ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

6 ବର୍ଷର ଝିଅ ହିମାଂଶୀ ଅଚାନକ ରାସ୍ତାରୁ ଗା-ଏବ ହୋଇଯିବାପରେ ପରିବାର ଲୋକଙ୍କୁ ଏକ ପୋଷ୍ଟର ମିଳିଥିଲା। ଏହି ପୋଷ୍ଟରରେ ହିମାଂଶୀଙ୍କ ବଡ଼ ଭଉଣୀକୁ ବିବାହ ପାଇଁ ଲେଖାଥିଲା । ଘ-ଟଣା ସମ୍ଵନ୍ଧରେ ପରିବାର ଲୋକେ ପୋଲି-ସକୁ ସୂଚନା ଦେବାପରେ ବର୍ତ୍ତମାନ ପୋ-ଲିସ ଅପ-ହ-ରଣ କରିଥିବା ବ୍ୟକ୍ତିର ଯା-ଞ୍ଚ ଆରମ୍ଭ କରିଦେଇଛି ।

ବର୍ତ୍ତମାନ ପୋ-ଲିସ ସେହି ପୋଷ୍ଟର ଉପରେ ଯା-ଞ୍ଚ କରୁଛି । ସେହି ଲେଟର ଉପରେ ଯାହାର ନାମ ଥିଲା ପୋ-ଲିସ ତାହାର ଯା-ଞ୍ଚ କରୁଛି । ଯେଉଁ ଝିଅଟିର ଅପ-ହ-ରଣ କରାଯାଇଛି ତା’ ବୟସ 6 ବର୍ଷ ଓ ନାମ ହିମାଂଶୀ ଅଟେ । ଗ୍ରାମ ବାହାରେ ତାଙ୍କର ଘର ରହିଛି । ଘର ବାହାର ପୋଷ୍ଟରରେ ଲେଖାଥିଲା, ଛୋଟ ଝିଅକୁ ସେତେବେଳେ ଛଡ଼ାଯିବ ଯେତେବେଳେ ବଡ଼ ଭଉଣୀକୁ ବିବାହ କରାଯିବ ଯଦି ଏହା ନହୁଏ ତାହେଲେ ଝିଅକୁ ମା-ରି ଦିଆଯିବ । ପୋ-ଲିସ ମା-ମଲା ଯା-ଞ୍ଚ କରୁଛି ଓ ତଲା-ଶ ଜା-ରି ରଖିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *