ମ୍ୟାଚ ପୂର୍ବରୁ ହେଲଥ ଟିମକୁ ଡରାଇ ଦେଲେ ସଚିନ ତେନ୍ଦୁଲକର,ଭିଡିଓ ସେୟାର କରି କହିଲେ ଏହିକଥା,ଦେଖନ୍ତୁ ଭିଡ଼ିଓ

ଭାରତୀୟ ଦଳର ପୂର୍ବ ଅଧିନାୟକ ଓ ଷ୍ଟାର ବ୍ୟାଟ୍ସମ୍ୟାନ ଓ ଭାରତ ରତ୍ନ ବିଜେତା ସଚିନ ତେନ୍ଦୁଲକରଙ୍କ ମଜାଳିଆ ସ୍ଵଭାବ ପାଇଁ ତାଙ୍କ ଟିମ ଉପରେ ଏହା ଭଲ ପ୍ରଭାବ ପକାଇଥାଏ । ଲମ୍ବା ସମୟ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ଥିବା ସଚିନ ବର୍ତ୍ତମାନ ରୋଡ଼ ସେଫଟି ଟୁର୍ଣ୍ଣାମେଣ୍ଟ 2021 ପାଇଁ ଭାରତ ଲେଜେଣ୍ଡ ତରଫରୁ ଅଧିନାୟକ ପଦ ଗ୍ରହଣ କରି ନିଜ ବ୍ୟାଟରେ କରାମତି କରୁଛନ୍ତି । କେତେବେଳେ ହୋଟେଲ ତ କେତେବେଳେ ପଡ଼ିଆରେ ମ୍ୟାଚ ପରେ ଖେଳାଳି ମାନଙ୍କ ସହିତ ମଜା କରୁଥିବାର ଦେଖାଯାଇଥାଏ । ମଙ୍ଗଳବାର ଦିନ ସେ କିଛି ଏମିତି କରିଥିଲେ ଯାହାକୁ ଭାଇରାଲ ହେଉଛି ।

ରୋଡ଼ ସେଫଟି ମ୍ୟାଚ 2021 ରେ ମଙ୍ଗଳବାର ହେଉଥିବା ଖେଳାଳି ମାନଙ୍କ କୋଭିଡ଼ ଟେଷ୍ଟ ସମୟରେ ଯେତେବେଳେ ଅଧିନାୟକ ସଚିନ ତେନ୍ଦୁଲକରଙ୍କ ସମୟ ଆସିଲା ସେତେବେଳେ ସେ ବହୁତ ଜୋରରେ ଛିଙ୍କିଥିଲେ ଓ ଏହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ପରେ ହସି ଦେଇ ସମସ୍ତଙ୍କୁ ଖୁସି କରିଦେଇଥିଲେ ।

ସଚିନଙ୍କର ଏହି ପ୍ରାଙ୍କ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେଉଛି । ସଚିନ ନିଜର ଏହି ଭିଡ଼ିଓ ପୋଷ୍ଟ କରି ଲେଖିଥିଲେ, ମୁଁ 200 ଟେଷ୍ଟ ଖେଳିସାରିଛି କିନ୍ତୁ 277 ଥର କୋଭିଡ ଟେଷ୍ଟ କରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *