କଣ୍ଟାଯୁକ୍ତ ଚାମଚରେ ଖାଇଲେ ଚାଉଳ । ଏହାପରେ ଭାରତୀୟ ମାନେ ଯାହା କଲେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ…

ଆମ ଦେଶରେ ଗୋଟିଏ କଥା ଏହା ହେଉଛି କି, ଆମେ ଖାଇବାକୁ ବହୁତ ପସନ୍ଦ କରିଥାଉ । ଏହି ଖାଦ୍ୟର ପ୍ରେମ ପାଇଁ ଇଣ୍ଡୋରର ରେଷ୍ଟୁରାଣ୍ଟ ରାତି ରାତି ପର୍ଯ୍ୟନ୍ତ ଖୋଲା ରହିଥାଏ । ଲୋକମାନେ ଖାଦ୍ୟ ଖାଇବାପରେ ସେଠାକୁ ଖାଇବା ପାଇଁ ଯାଇଥାନ୍ତି । ଏହା ହେଉଛି ଆମର ଖାଇବା ପ୍ରତି ଭଲ ପାଇବା ଅଟେ ଓ ଆପଣମାନେ ଜାଣିଥିବେ ଭାରତୀୟ ମାନେ ହାତରେ ଭାତ ଖାଇବାକୁ କେତେ ଭଲ ପାଆନ୍ତି । ହାତରେ ଯେତେବେଳେ ଗୋଟିଏ ଲୋକ ରାତିରେ ଭାତ ଖାଇନଥାଏ ସେତେବେଳେ ତା’ ଖାଇବା ସମ୍ପୂର୍ଣ୍ଣ ହୋଇନଥାଏ । ଜଣେ ଟ୍ୱିଟର ୟୁଜର ସୋସିଆଲ ମିଡିଆରେ ଏକ ଫୋଟୋ ପୋଷ୍ଟ କରିଥିଲା ଯେଉଁଥିରେ ସେ ଏକ କଣ୍ଟା ଚାମଚରେ ଚାଉଳକୁ ଖାଉଥିଲା ଓ ଲେଖିଥିଲା, ଭାରତୀୟ ମାନେ ଏହାକୁ କେମିତି ଖାଆନ୍ତି ?

ଏହି ଟ୍ୱିଟ ‘ଦ ରୟାଲ ବଟଲର’ ଶେୟର କରି ଲେଖିଥିଲେ, ଲେଡିଜ ଆଣ୍ଡ ଜେଣ୍ଟଲମ୍ୟାନ ଆମେ ସର୍ବଦା ଭାତକୁ ଛୁରୀ ଓ ଚାମଚ ବ୍ୟବହାର କରି ଖାଇଥାଉ ଓ କେବେବି ନିଜର ହାତ ଓ ଆଙ୍ଗୁଠି ବ୍ୟବହାର କରିନଥାଉ ।

ବର୍ତ୍ତମାନ ଲୋକ ଏହି ଟ୍ୱିଟ ଦେଖି ଚୁପ ବସିବାର ତ ନୁହେଁ । ସେମାନେ କହିଲେ , ଏହି ପରମ୍ପରା ଆମ ଭାରତୀୟଙ୍କ ଅଟେ ଯେଉଁମାନେ ନିଜ ଜେଜେବାପା ଅମଳରୁ ହାତରେ ଖାଇଛନ୍ତି ଓ ଯେତେବେଳେ ଆମେ ହାତରେ ଖାଇଥାଉ ତ ବହୁତ ମଜା ଆସିଥାଏ ।

ଲୋକମାନେ ଟ୍ୱିଟ କରି ଉତ୍ତର ଦେଇଥିଲେ କି, ତମେ ଆମକୁ ଶିଖାଅ ନାହିଁ କେମିତି ଖାଇବାକୁ ହେବ । ଆମର ସଂସ୍କୃତି ତୁମ ସଂସ୍କୃତି ଠାରୁ ବହୁତ ପୁରୁଣା ।

ଲୋକମାନେ ଟ୍ୱିଟ କରିଥିଲେ, ଭାତ ଥରେ ହାତରେ ଖାଇକି ଦେଖ ତା’ପରେ ଏହାର ମଜା ବିଷୟରେ ଜାଣିପାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *