ବାପରେ କି ଝ-ଗ-ଡା : ଶପିଂ କରୁଥିବା ସମୟରେ ଷ୍ଟୋରରେ ଝ-ଗ-ଡା ଆରମ୍ଭ କରିଦେଲେ ଏହି ଦୁଇ ମହିଳା,ଆଉ ତା ପରେ ..ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଦୁଇ ମହିଳାଙ୍କ ମଧ୍ୟରେ ଝ-ଗ-ଡା ଭାଇରାଲ ହେବାରେ ଲାଗିଛି । ମା-ମ-ଲା ଆମେରିକାର ଏରିଜୋନା ସ୍କଟସଡେଲର ଅଟେ । ମାର୍ଚ୍ଚ 6 ତାରିଖରେ ଏହି ଘ-ଟ-ଣା ଘ-ଟିଲା ଯେବେକି bath and body worksର କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଲ-ଢେ-ଇ ହୋଇଥିଲା । ଏହି ସମ୍ପୂର୍ଣ୍ଣ ଘ-ଟଣା କ୍ୟାମେରାରେ କ-ଏ-ଦ ହେବାପରେ ସୋସିଆଲ ମିଡ଼ିଆର ସବୁ ପ୍ଲାଟଫର୍ମରେ ଏହା ଭାଇରାଲ ହେଉଛି । ରି-ପୋ-ର୍ଟ ମୁତାବିକ, ଦୁଇଜଣ ମହିଳାଙ୍କୁ ପୋ-ଲି-ସ ଗି-ର-ଫ କରିସାରିଛି ।

ପ୍ରଥମେ ଭିଡ଼ିଓ ଦେଖନ୍ତୁ :-

ଗୋଟିଏ ଟ୍ୱିଟର ପୋଷ୍ଟ ମୁତାବିକ, ଭିଡ଼ିଓରେ ଜଣେ କର୍ମଚାରୀ ଓ ଜଣେ ଗ୍ରାହକ ଲ-ଢ଼ୁଥି-ବାର ଦେଖାଯାଇଛି । ଖବର ମୁତାବିକ, ଜଣେ ମହିଳା ଆଉଜଣେ ମହିଳା ଗ୍ରାହକଙ୍କ ପାଖରେ ଛିଡା ହୋଇଥିଲେ । ଅଚାନକ ସେମାନେ ଝ-ଗ-ଡା କରିବାକୁ ଲାଗିଲେ, ଷ୍ଟୋର କର୍ମଚାରୀ ସେମାନଙ୍କୁ ଶା-ନ୍ତ କରିବାକୁ ଲାଗିଥିଲେ କିନ୍ତୁ ବି-ଫ-ଳ ହୋଇଥିଲେ ।

ଏହି 1 ମିନିଟ 5 ସେକେଣ୍ଡର ଭିଡ଼ିଓରେ ଦେଖିବାକୁ ମିଳିବ କେମିତି କର୍ମଚାରୀ ଗ୍ରାହକଙ୍କ ମଧ୍ୟରେ ମୁ-ଥି ମ-ରାମ-ରି ଚାଲିଛି।। ଖବର ହେବାପୁର୍ବରୁ ଏହାକୁ 2 ଲକ୍ଷରୁ ଅଧିକ ଲାଇକସ ଓ 1 କୋଟି ଭିୟୁଜ ମିଳିସାରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *