ଦ୍ୱିତୀୟ ବିବାହ କରିବା ପାଇଁ ୬୦ ବର୍ଷ ବୟସ୍କ ବ୍ୟକ୍ତି ଘଟାଇଲେ ଅଦ୍ଭୁତ କା-ଣ୍ଡ, ୧୧ କେଭି ବିଦ୍ୟୁତ ଖୁଣ୍ଟରେ….

ରାଜସ୍ଥାନ ଧୋଲପୁର ଜିଲାର ଗନିମତ ଗ୍ରାମରେ ଏକ ଅଭାବନୀୟ ଘ-ଟଣା ସାମନାକୁ ଆସିଛି। ଗନିମତ ଗ୍ରାମର ସୋବରନ ସିଂ ନାମକ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ଦ୍ୱିତୀୟ ବିବାହ କରିବାକୁ ଜି-ଦ୍ ଧରି ପରିବାର ଲୋକଙ୍କ ସହିତ ପା-ଟିତୁ-ଣ୍ଡ କରିଥିଲେ। ଶେଷରେ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଆ-ତ୍ମହ-ତ୍ୟା କରିବାର ଧ-ମକ ପରିବାର ସଦସ୍ୟଙ୍କୁ ଦେଇଥିଲେ। ଏ ସମ୍ପର୍କରେ ମଢ଼ା ଭାଉ ବିଦ୍ୟୁତ୍‌ ସବ୍‌ ଷ୍ଟେସନରେ ଖବର ଦିଆଯାଇଥିଲା। ଖବର ପାଇବା ପରେ ବିଦ୍ୟୁତ୍ କତୃପକ୍ଷ ୧୧ କେଭି ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ। ଆଉ ସୋବରନ ତାରକୁ ଧରିଲେ କୌଣସି କ୍ଷ-ତି ହେବନାହିଁ। ପରେ ବୟସ୍କ ବ୍ୟକ୍ତିଙ୍କ ପୁଅ ବୁଝାସୁଝା କରି ତଳକୁ ଆଣିଥିଲେ। ସୋବରନଙ୍କର ୫ ଜଣ ସନ୍ତାନ ଅଛନ୍ତି। ୪ ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କର ଦେ-ହାନ୍ତ ହୋଇଥିଲା। ତାଙ୍କ ପତ୍ନୀଙ୍କ ବି-ୟୋଗ ପରେ ମାର୍ଚ୍ଚ ୭ ତାରିଖରେ ପୁଣି ବିବାହ କରିବା ପାଇଁ ପରିବାର ସଦସ୍ୟ ମାନଙ୍କୁ ଜଣାଇଥିଲେ। କିନ୍ତୁ, ତାଙ୍କର ଏହି କଥାକୁ ପରିବାର ସଦସ୍ୟମାନେ ମନା କରିଥିଲେ। ଆଉ ପରିବାର ସଦସ୍ୟଙ୍କ କଥାରେ ରାଗିଯାଇ ସେ, ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିବା କଥା କହିଛନ୍ତି, ମନିୟାଂ ଥା-ନା ଏସଏଚଓ ସୁୁମନ କୁମାର। ସୋବରନ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *