ଯଦି ଆପଣଙ୍କ ପାଖରେ ଭାରତର ଡ୍ରାଇଭିଂ ଲା-ଇସେ-ନ୍ସ ଅଛି ତାହେଲେ ଆପଣ ଏହି ଦେଶ ମାନଙ୍କରେ ଚଲାଇପାରିବେ ଗାଡ଼ି

ରାସ୍ତାରେ ବହୁତ ଜୋ-ରରେ ଗାଡି ଚଳାଇବା କାହାକୁ ବା ଅପସନ୍ଦ । ସମସ୍ତେ ରାସ୍ତାରେ ଗାଡ଼ି ଚଳାଇବାକୁ ଚାହାଁନ୍ତି ଯଦି ରାସ୍ତା ସଫା ଥାଏ ତାହେଲେ ଏଠାରେ ଗାଡି ଚଳାଇବା ଆହୁରି ରୋମାଂଚକର ହୋଇଯାଏ । ଆଜି ଆମେ କହିବୁ ଯଦି ଆପଣ ଭାରତ ବାହାରେ ଗାଡି ଚଳାଇବାକୁ ଚାହାଁନ୍ତି ଓ ଆପଣଙ୍କ ପାଖରେ ଭାରତର ଡ୍ରାଇଭିଂ ଲା-ଇସେ-ନ୍ସ ଅଛି ତାହେଲେ ଆପଣ ଏହିସବୁ ଦେଶ ମାନଙ୍କରେ ଗାଡି ଚଳାଇପାରିବେ ।

ଅଷ୍ଟ୍ରେଲିଆ :

ଯଦି ଆପଣଙ୍କ ପାଖରେ ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ଅଛି ତାହେଲେ ଆପଣ ଏହି ଦେଶରେ ଗାଡି ଚଳାଇପାରିବେ । ଏହାର ସର୍ତ୍ତ ହେଉଛି ଲା-ଇସେ-ନ୍ସ ଇଂଲିଶ ଭାଷାରେ ଲେଖାଥିବା ଆବଶ୍ୟକ ଓ ଆପଣ ଏଠାରେ ଭାରତ ପରି ରାସ୍ତାର ବାମ ପାର୍ଶ୍ଵରେ ଗାଡି ଚଳାଇପାରିବେ ।

Google

ଜର୍ମାନୀ :

ଜର୍ମାନୀ ଅଟୋମୋବାଇଲ ନିର୍ମାଣରେ ସର୍ବାଗ୍ରେ । ଆପଣଙ୍କ ପାଖରେ ଯଦି ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ଅଛି ତାହେଲେ ଆପଣ 6 ମାସ ପର୍ଯ୍ୟନ୍ତ ଏଠାରେ ଡ୍ରାଇଭିଂ ମଜା ନେଇପାରିବେ । ଏଠାରେ ଅଧ୍ୟ ସର୍ତ୍ତ ଏହା ହେଉଛି କି, ଲା-ଇସେ-ନ୍ସ ଇଂଲିଶ ଭାଷାରେ ରହିବା ଆବଶ୍ୟକ । Mercedes-Benz, Audi, BMW ଏହି ଦେଶର କମ୍ପାନୀ ଅଟେ ।

ନ୍ୟୁଜିଲାଣ୍ଡ :

ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦୁଇଟି ବଡ଼ ଦ୍ବୀପ ଓ ଛୋଟ ଦ୍ବୀପରେ ସୃଷ୍ଟି ହୋଇଥିବା ଏହି ଦେଶରେ ଆପଣ ଗାଡ଼ି ଚଳାଇବାର ଆନନ୍ଦ ନେଇପାରିବେ । ଆପଣଙ୍କ ପାଖରେ ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ଥିଲେ ଆପଣ ଏକବର୍ଷ ପର୍ଯ୍ୟନ୍ତ ଏଠାରେ ଗାଡ଼ି ଚଳାଇବାର ଆନନ୍ଦ ନେଇପାରିବେ ।

Google

ୟୁନାଇଟେଡ଼ କିଙ୍ଗଡ଼ମ :-

ଯଦି ଆପଣଙ୍କ ପାଖରେ ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ଅଛି ତାହେଲେ ଆପଣ ବ୍ରିଟେନରେ ଏକବର୍ଷ ପର୍ଯ୍ୟନ୍ତ ଗାଡ଼ି ଚଳାଇବାର ଆନନ୍ଦ ନେଇପାରିବେ । Rolls Royce, Aston martin ଓ Land Rover ଏହି ଦେଶର କମ୍ପାନୀ ଅଟେ ।

ଫ୍ରାନ୍ସ :

ଏହି ଦେଶ ଏଠାକୁ ଆସୁଥିବା ଲୋକମାନଙ୍କୁ ତାଙ୍କ ଜାତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ଅନୁସାରେ 1 ବର୍ଷ ପର୍ଯ୍ୟନ୍ତ ଗାଡି ଚଳାଇବାକୁ ଅନୁମତି ଦେଇଥାଏ । ଏହାର ସର୍ତ୍ତ ହେଉଛି ଆପଣଙ୍କ ଡ୍ରାଇଭିଂ ଲା-ଇସେ-ନ୍ସ ଇଂରାଜୀ ଭାଷାରେ ରହିବା ଆବଶ୍ୟକ ।

କାନାଡ଼ା :

ଏହି ଦେଶରେ ମୋଟ 10 ଟି ରାଜ୍ୟ ଓ 3ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଏହି ଦେଶରେ ଡ୍ରାଇଭିଂର ମଜା ବହୁତ ଶାନଦାର ଅଟେ କିନ୍ତୁ ଆପଣଙ୍କୁ ଏହି ଦେଶରେ ବାମପଟେ ହିଁ ଗାଡି ଚଳାଇବାକୁ ପଡିବ ।

Google

ସ୍ୱିଜରଲାଣ୍ଡ :

ଦୁନିଆର ସ୍ୱର୍ଗ କୁହାଯାଉଥିବା ଦେଶ ସ୍ୱିଜରଲାଣ୍ଡରେ ଆପଣ ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ସହିତ ଦୀର୍ଘ ଏକବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂର ମଜା ଉଠାଇପାରିବେ।

ଆମେରିକା :

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଆପଣ ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ଥିଲେ 1 ବର୍ଷ ପର୍ଯ୍ୟନ୍ତ ଏଠାରେ ଡ୍ରାଇଭ କରିପାରିବେ ବାସ ଆପଣଙ୍କ ଡ୍ରାଇଭିଂ ଲା-ଇସେ-ନ୍ସ ଭାଷା ଇଂରାଜୀରେ ରହିଥିବା ଆବଶ୍ୟକ। ଏହି ଦେଶର କମ୍ପାନୀ ଗୁଡିକ ହେଉଛି ford, jeep, cheverolet ।

ଦକ୍ଷିଣ ଆଫ୍ରିକା :

ଏଠାରେ ମଧ୍ୟ ଆପଣଙ୍କ ପାଖରେ ଭାରତୀୟ ଡ୍ରାଇଭିଂ ଲା-ଇସେ-ନ୍ସ ସହିତ ଇଂରାଜୀ ଭାଷାରେ ଥିଲେ ଓ ଆପଣଙ୍କ ଫୋଟୋ ଓ ହସ୍ତାକ୍ଷର ଥିଲେ ଆପଣ ଏଠାରେ ଡ୍ରାଇଭିଂ କରିପାରିବେ ।

Google

ଫିନଲ୍ୟାଣ୍ଡ :-

ଏହି ସୁନ୍ଦର ଦେଶରେ ଆପଣଙ୍କ ପାଖରେ ଲା-ଇସେ-ନ୍ସ ଥିଲେ ଆପଣ ପ୍ରାୟ 1 ବର୍ଷ ପର୍ଯ୍ୟନ୍ତ ଏଠାରେ ଗାଡ଼ି ଚଳାଇପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *