ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୪୬ ଦିନ ପର୍ଯ୍ୟନ୍ତ ବି-ୟ-ର ପିଇବେ ଏହି ବ୍ୟକ୍ତି,ଜାଣନ୍ତୁ ପୁରା ଘଟଣା

ଭଲ କାମ ପାଇଁ ଦୁନିଆଁ କଣ କରୁନାହିଁ ସତରେ ! କିଛି ଲୋକ ଏଥିପାଇଁ ଭୋକ ଉପାସରେ ରୁହନ୍ତି, ଯେପରିକି ଗରିବମାନଙ୍କୁ ଖାଇବା ମିଳିପାରିବ | ସେମାନଙ୍କ ପାଇଁ କିଛି ପରିମାଣ ଯୋଗାଡ କରାଯାଇପାରିବ | କିନ୍ତୁ ଜଣେ ଆମେରିକୀୟ ବ୍ୟକ୍ତି କମାଲ କରି ଦେଇଛନ୍ତି | ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଲଗା ଡାଇଟ ପ୍ଲାନ ଆପଣେଇ ନେଇଛନ୍ତି | ଏଥିରେ ସେ ୪୬ ଦିନ ପର୍ଯ୍ୟନ୍ତ କେବଳ ବି-ୟ-ର ହିଁ ପିଇବେ |

ଲୋକାଲ ଲୋକଙ୍କୁ ସାହାଯ୍ୟ କରିବାପାଇଁ କରିବେ ଏହି କାମ :-

ଇଣ୍ଡିଆ ଟାଇମ୍ସ ଅନୁଯାୟୀ,ଏହି ବ୍ୟକ୍ତିଙ୍କର ନାମ ଡେଲ ହଲ ଅଟେ | ସେ ଆମେରିକାର ସିନ୍ସିନାଟିର ବାସିନ୍ଦା ଅଟନ୍ତି | ସ୍ଥାନୀୟ ସର୍ଭିସ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ଡାଇଟ ପ୍ଲାନ ଫୋଲୋ କରିଛନ୍ତି | ଡେଲ ନିଜେ ବ୍ରୁଆରୀ ଅନର ଅଟନ୍ତି |

ସବୁ ଡୋନେସନ ଲୋକମାନଙ୍କୁ ଦିଆଯିବ :-

ସେ ଏହି ଡାଇଟକୁ କରିବା ସମୟରେ ଯେତେ ଡୋନେସନ ତାଙ୍କ ପାଖକୁ ଆସିବ, ତାକୁ ବାର ଏବଂ ରେଷ୍ଟୁରାଣ୍ଟରେ କାମ କରୁଥିବା ଲୋକଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି | କରୋନା ସମୟରେ ଏହି ଲୋକମାନଙ୍କର ଅବସ୍ଥା ଖରାପ ଥିଲା | ଏହି କଥାକୁ ଧ୍ୟାନରେ ରଖି ସେ ଏହି ନିଷ୍ପତ୍ତି ନେଲେ |

୭ ଲକ୍ଷ ଟଙ୍କା କରିଥିଲେ ରେଜ :-

ଏପରି ନୁହେଁ ଯେ ସେ କେବଳ ପ୍ରଥମ ଥର ପାଇଁ ଏହି ଡାଇଟ କରୁଛନ୍ତି | ୨୦୨୦ ମସିହାରେ ସେ ପ୍ରାୟ ୧୦,୦୦୦ ଡଲାର ଅର୍ଥାତ ପ୍ରାୟ ୭ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ | ଏହାକୁ ସେ ଲୋକମାନଙ୍କୁ ଦାନ କରିଥିଲେ |

ବର୍ତ୍ତମାନ ୩୬ ଲକ୍ଷ ପର୍ଯ୍ୟନ୍ତ କରିବେ ରେଜ :-

ଫେବୃଆରୀ ୧୭ରୁ ସେ ନିଜର ଲାଟେଷ୍ଟ ଡାଇଟ ଆରମ୍ଭ କରିଛନ୍ତି | ଏପ୍ରିଲ ୪ ପର୍ଯ୍ୟନ୍ତ ସେ ଏହାକୁ ଫୋଲୋ କରିବେ | ଏହି ସମୟରେ ସେ କେବଳ ବିୟର ହିଁ ପିଇବେ | ୨୦୧୧ ମସିହାରେ ସେ ନିଜର ୧୮ କିଲୋ ଓଜନ କମ କରିବାକୁ ଚାହୁଁଛନ୍ତି ଏବଂ ଏହାସହିତ ୩୬ ଲକ୍ଷ ଟଙ୍କା ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଦାନ କରିବାକୁ ଚାହୁଁଛନ୍ତି |

କିଛି ବି ଖାଇବେ ନାହିଁ :-

ସେ ଏହି ୪୬ ଦିନରେ କିଛି ବି ଖାଇବେ ନାହିଁ | କେବଳ ବି-ୟ-ର ହିଁ ପିଇବେ | କୁହାଯାଉଛି ଯେ ସେ ୱେବେରିୟନ ମାଙ୍କଡ଼ଙ୍କ ଦ୍ୱାରା ବହୁତ ପ୍ରଭାବିତ ଅଟନ୍ତି | ଅଷ୍ଟାଦଶ ଶତାବ୍ଦୀରେ ସେମାନେ ଏପରି ଉପବାସ କରୁଥିଲେ | ସେ ଦିନକୁ ଦୁଇରୁ ପାଞ୍ଚଟି ବି-ୟ-ର ପିଇବାକୁ ଯାଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *