ବାଂଲାଦେଶ ଲେଜେଣ୍ଡ ବନାମ ଇଂଲଣ୍ଡ ଲେଜେଣ୍ଡ : କେଭିନ ପିଟରସନ କରିଦେଲେ 17 ବଲରେ ଏତେ ରନ

ଭାରତ ମାଟିରେ ଏବେ ଲେଯେଣ୍ଡାରୀ ଦିନ ଗୁଡ଼ିକୁ ମନେ ପକାଯାଉଛି । କିଛି ଏମିତି ଦେଖିବାକୁ ମିଳିଛି ରୋଡ଼ ସେଫଟି ଟୁର୍ଣ୍ଣାମେଣ୍ଟ 2021 ମଧ୍ୟରେ । ବାଂଲାଦେଶ ଲେଜେଣ୍ଡ ଓ ଇଂଲଣ୍ଡ ଲେଜେଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚ ସମୟରେ କେଭିନ ପିଟରସନ ତୁଫାନି ପାଳି ଖେଳିଥିଲେ ।

ଗୋଟିକ ପରେ ଗୋଟିଏ ଭଲ ଶର୍ଟ ଖେଳି ସେ 17 ବଲରେ 42 ରନ ମାରିଲେ । ସେ 7ଟି ଚୌକା ଓ 1ଟି ଛକା ମାରିଛନ୍ତି। ରାୟପୁର ମୈଦାନରେ ପିଟରସନଙ୍କ ବ୍ୟାଟ ଚାଲିଥିଲା । ପିଟରସନ 247 ଷ୍ଟ୍ରାଇକରେଟ ସହିତ ଏହି ରନ ହାସଲ କଲେ। ଏହାସହ ଡାରେନ ମ୍ୟାଡି ମଧ୍ୟ 32 ରନ କରିଥିଲେ ।

Google

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 113 ରନ କରିପାରିଥିଲା । ଖାଲିଦ ମାସୁଦ 31 ଓ ମୁସଫିକର ରେହମାନ 30 ରନ କରିଥିଲେ । ଏହି ଲକ୍ଷ୍ୟକୁ ଇଂଲଣ୍ଡ ଦଳ 14 ଓଭରରେ ହିଁ ହାସଲ କରିଥିଲା । ଜଣାଇଦେଉଛୁ କି, କେଭିନ ପିଟରସନ ଆନ୍ତର୍ଜାତୀୟ କ୍ରିକେଟକୁ 7 ବର୍ଷ ପୂର୍ବେ ବିଦାୟ ଜଣାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *