ଏଥର ଆଇପିଏଲ 2021 ରେ ହେବାକୁ ଯାଉଛି କିଛି ଏମିତି, ପ୍ରଥମଥର ଫ୍ୟାନମାନେ ଦେଖିବେ ଏହିପରି

ଇଣ୍ଡିଆନ ପ୍ରିମିୟାର ଲିଗ ବର୍ତ୍ତମାନ ଭାରତକୁ ଚାଲିଆସିଛି । 2020 ର ଆଇପିଏଲ କରୋନା ମହାମାରୀ ପାଇଁ ୟୁଏଇରେ ଆୟୋଜିତ ହୋଇଥିଲା । ଏହିଥର ଆଇପିଏଲ ଭାରତର 6ଟି ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ଦିଲ୍ଲୀ ଓ କୋଲକାତାରେ ହେବ ।

ଫାଇନାଲ ମ୍ୟାଚ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯିବ । ଏହିଥର ଏହା ଖାଆସ ହେବାକୁ ଯାଉଛି ଯାହାକି ପ୍ରଥମ ଥର ଆଇପିଏଲରେ ହେବ ।

Google

ଆଇପିଏଲ 14ତମ ସିଜିନ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ । ଏହାର ଅର୍ଥ କୌଣସି ଦଳ ନିଜର ଘରୋଇ ପଡ଼ିଆରେ ଖେଳିବନାହିଁ । ପ୍ରତିଟି ଦଳକୁ ଅନ୍ୟ ଦଳ ସହିତ ଦୁଇ ଦୁଇଟି ମ୍ୟାଚ ଖେକିବାକୁ ହେବ ।

ଉଦାହରଣ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦୁଇଟି ମ୍ୟାଚ ହେବାକୁ ଯାଉଛି । ପ୍ରଥମେ ଚେନ୍ନାଇ ନିଜ ଘରେ ଅର୍ଥାତ ଚେନ୍ନାଇରେ ଓ ଆଉ ଏକ ମ୍ୟାଚ ମୁମ୍ବାଇରେ ଖେଳୁଥିଲା । ଏହିଥର ସିଜିନ କିନ୍ତୁ ଏମିତି ହେବନାହିଁ ।

ଏହିଥର ମ୍ୟାଚ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ କିନ୍ତୁ ଚେନ୍ନାଇ ଓ ମୁମ୍ବାଇରେ ନୁହେଁ ବରଂ ଦିଲ୍ଲୀ ଓ ବେଙ୍ଗାଲୁରୁରେ ହେବ ।

ଏହିଥର 3.30 ସମୟରେ ହେଉଥିବା ମ୍ୟାଚକୁ ପରିବର୍ତ୍ତନ କରାଯାଇ ସନ୍ଧ୍ୟା 7.30 କରାଯାଇଛି । କରୋନା ମହାମାରୀକୁ ଧ୍ୟାନରେ ରଖି ଏହିପରି କରାଯାଇଛି ।

Google

ଏପ୍ରିଲ 9 ତାରିଖରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଆରମ୍ଭ ହେବ ଓ ମେ 30 ରେ ଅହମ୍ମଦାବାଦରେ ଫାଇନାଲ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ 56 ମ୍ୟାଚ ହେବ ଚେନ୍ନାଇ, ମୁମ୍ବାଇ, କୋଲକାତା ରେ 10-10 ମ୍ୟାଚ ଖେଳାଯିବ । ଯେବେକି ଅହମ୍ମଦାବାଦ ଓ ଦିଲ୍ଲୀରେ 8-8 ମ୍ୟାଚ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *