ଆଇପିଏଲର ବିବରଣୀ ଜାରି, ଏପ୍ରିଲ ୯ ରେ କୋହଲିଙ୍କର ଟକ୍କର ହେବ ରୋହିତଙ୍କ ସହିତ, ଜାଣନ୍ତୁ କେବେ କାହା ସହିତ ହେବ ମ୍ୟାଚ ?

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରବିବାର ଦିନ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସିଜିନର ବିବରଣୀ ଘୋଷଣା କରିଛି। ଆଇପିଏଲ ୧୪ତମ ସିଜିନର ଆରମ୍ଭ ଏପ୍ରିଲ ୯ ଚେନ୍ନାଇରେ ହେବ। ଯେବେକି ଫାଇନାଲ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଆଇପିଏଲ ୨୦୨୧ର ମ୍ଯାଚ ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଊ ବେଙ୍ଗାଲୁରୁରେ ଖେଳାଯିବ। ଏପ୍ରିଲ ୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଲିଗ ଷ୍ଟେଜରେ ପ୍ରତ୍ଯେକ ଚାରୋଟି ଦଳର ଭେନ୍ୟୁରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ୫୬ଟି ମ୍ଯାଚ ଖେଳାଯିବ। ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ୧୦-୧୦ ମ୍ଯାଚ ଖେଳାଯିବ। ଯେତେବେଳେକି ଅହମ୍ମଦାବାଦ ଓ ଦିଲ୍ଲୀରେ ୮-୮ଟି ମ୍ଯାଚ ହେବ।

ଆଇପିଏଲର ଏହି ସିଜିନର ସବୁଠୁ ଖାସ କଥା ହେଉଛିକି ସମସ୍ତ ମ୍ଯାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ। ଲିଗ ଷ୍ଟେଜରେ ସମସ୍ତ ଦଳ ୬ଟି ଭେନ୍ୟୁରୁ ୪ଟି ମ୍ଯାଚ ଖେଳାଯିବ। ଦ୍ଵିପହରେ ଆରମ୍ଭ ହେବାକୁ ଥିବା ମ୍ଯାଚର ଆରମ୍ଭ ୩:୩୦ରେ ହେବ ଓ ସନ୍ଧ୍ଯାରେ ହେବାକୁ ଥିବା ମ୍ଯାଚ ୭:୩୦ରେ ଆରମ୍ଭ ହେବ। କରୋନା ମହାମାରୀକୁ ଧ୍ୟାନରେ ରଖି ଆଇପିଏଲର ଆରମ୍ଭ ମ୍ଯାଚ ବିନା ଦର୍ଶକରେ ଖେଳାଯିବ।

କରୋନା ମହାମାରୀ କାରଣରୁ ଗତବର୍ଷ ଆଇପିଏଲର ମୁକାବିଲା ୟୁଏଇରେ ସେପ୍ଟେମ୍ବର-ନଭେମ୍ବରରେ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ସମସ୍ତ ୬୦ଟି ମ୍ଯାଚ ୩ଟି ଭେନ୍ୟୁ ଶାରଜାହ, ଦୁବାଇ ଓ ଅବୁଧାବୀରେ ଖେଳାଯାଇଥିଲା। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଥିଲା।

ଆଇପିଏଲ ୨୦୨୧ର କାର୍ଯ୍ୟକ୍ରମ:-

୯ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

୧୦ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୧ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ ରାଇଡ଼ର୍ସ

୧୨ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗସ

୧୩ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୧୪ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

୧୫ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୬ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ପଞ୍ଜାବ କିଙ୍ଗସ ବନାମ ଚେନ୍ନାଇ ସୁପର କିଙ୍ଗସ

୧୭ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

୧୮ ଏପ୍ରିଲ ଦ୍ଵିପହର ୩:୩୦ – ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବନାମ କୋଲକାତା ନାଇଟ ରାଇଡ଼ର୍ସ

୧୮ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ

୧୯ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ

୨୦ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୨୧ ଏପ୍ରିଲ ଦ୍ଵିପହର ୩:୩୦ – ଚେନ୍ନାଇରେ ପଞ୍ଜାବ କିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ

୨୧ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ଚେନ୍ନାଇ ସୁପର କିଙ୍ଗସ

୨୨ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବନାମ ରାଜସ୍ଥାନ ରୟାଲ୍ସ

୨୩ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ପଞ୍ଜାବ କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୨୪ ଏପ୍ରିଲ ସନ୍ଧ୍ଯା ୭:୩୦ – ମୁମ୍ବାଇରେ ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ

୨୫ ଏପ୍ରିଲ ଦ୍ଵିପହର ୩:୩୦ – ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

୨୫ ଏପ୍ରିଲ ସନ୍ଧ୍ଯା ୭:୩୦ – ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୨୬ ଏପ୍ରିଲ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ପଞ୍ଜାବ କିଙ୍ଗସ ବନାମ କୋଲକାତା ନାଇଟ ରାଇଡ଼ର୍ସ

୨୭ ଏପ୍ରିଲ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

୨୮ ଏପ୍ରିଲ ସନ୍ଧ୍ଯା ୭:୩୦ – ଦିଲ୍ଲୀରେ ଚେନ୍ନାଇ ସୁପର କିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ

୨୯ ଏପ୍ରିଲ ଦ୍ଵିପହର ୩:୩୦ – ଦିଲ୍ଲୀରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ

୨୯ ଏପ୍ରିଲ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ

୩୦ ଏପ୍ରିଲ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

୧ ମଇ ସନ୍ଧ୍ଯା ୭:୩୦ – ଦିଲ୍ଲୀରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ

୨ ମଇ ଦ୍ଵିପହର ୩:୩୦ – ଦିଲ୍ଲୀରେ ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

୨ ମଇ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୩ ମଇ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର

୪ ମଇ ସନ୍ଧ୍ଯା ୭:୩୦ – ଦିଲ୍ଲୀରେ ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୫ ମଇ ସନ୍ଧ୍ଯା ୭:୩୦ – ଦିଲ୍ଲୀରେ ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ

୬ ମଇ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବନାମ ପଞ୍ଜାବ କିଙ୍ଗସ

୭ ମଇ ସନ୍ଧ୍ଯା ୭:୩୦ – ଦିଲ୍ଲୀରେ ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ

୮ ମଇ ଦ୍ଵିପହର ୩:୩୦ – ଅହମ୍ମଦାବାଦରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୮ ମଇ ସନ୍ଧ୍ଯା ୭:୩୦ – ଦିଲ୍ଲୀରେ ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୯ ମଇ ଦ୍ଵିପହର ୩:୩୦ – ବାଙ୍ଗଲୋରରେ ଚେନ୍ନାଇ ସୁପର କିଙ୍ଗସ ବନାମ ପଞ୍ଜାବ କିଙ୍ଗସ

୯ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ରୟାଲ ଚ୍ୟାଲେଜର୍ସ ବାଙ୍ଗଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ

୧୦ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ

୧୧ ମଇ ସନ୍ଧ୍ଯା ୩:୩୦ – କୋଲକାତାରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ

୧୨ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ ଚେନ୍ନାଇ ସୁପର କିଙ୍ଗସ ବନାମ କୋଲକାତା ନାଇଟ ରାଇଡ଼ର୍ସ

୧୩ ମଇ ଦ୍ଵିପହର ୩:୩୦ – ବାଙ୍ଗଲୋରରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗସ

୧୩ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ

୧୪ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ରୟାଲ ଚ୍ୟାଲେଜର୍ସ ବାଙ୍ଗଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୫ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ପଞ୍ଜାବ କିଙ୍ଗସ

୧୬ ମଇ ଦ୍ଵିପହର ୩:୩୦ – କୋଲକାତାରେ ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଜର୍ସ ବାଙ୍ଗଲୋର

୧୬ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୧୭ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

୧୮ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ରାଜସ୍ଥାନ ରୟାଲ୍ସ

୧୯ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗସ

୨୦ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ରୟାଲ ଚ୍ୟାଲେଜର୍ସ ବାଙ୍ଗଲୋ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୨୧ ମଇ ଦ୍ଵିପହର ୩:୩୦ – ବାଙ୍ଗଲୋରରେ କୋଲକାତା ନାଇଟ ରାଇଡ଼ର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

୨୧ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ

୨୨ ମଇ ସନ୍ଧ୍ଯା ୭:୩୦ – ବାଙ୍ଗଲୋରରେ ପଞ୍ଜାବ କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ

୨୩ ମଇ ଦ୍ଵିପହର ୩:୩୦ – କୋଲକାତାରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୨୩ ମଇ ସନ୍ଧ୍ଯା ୭:୩୦ – କୋଲକାତାରେ ରୟାଲ ଚ୍ୟାଲେଜର୍ସ ବାଙ୍ଗଲୋର ବନାମ ଚେନ୍ନାଇ ସୁପର କିଙ୍ଗସ

୨୫ ମଇ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ କ୍ଵାଲିଫାୟାର ୧

୨୬ ମଇ ଦ୍ଵିପହର ୩:୩୦ -ଅହମ୍ମଦାବାଦରେ ଏଲିମିନେଟର

୨୮ ମଇ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ କ୍ଵାଲିଫାୟାର ୨

୩୦ ମଇ ସନ୍ଧ୍ଯା ୭:୩୦ – ଅହମ୍ମଦାବାଦରେ ଫାଇନାଲ

ସମସ୍ତ ୮ଟି ଡଲାର ଫୁଲ ସ୍କ୍ବାଡ:-

ଚେନ୍ନାଇ ସୁପର କିଙ୍ଗସ(ସିଏସକେ):-

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଅମ୍ବାତି ରାୟଡୁ, ସି ହରି ନିଶାନ୍ତ, ଚେତେଶ୍ଵର ପୂଜାରା, ଦୀପକ ଚହର, ଡ୍ୱେନ ବ୍ରାଭୋ, ଫାଫ ଡୁ ପ୍ଲେସିସ, ହରିଶଙ୍କର ରେଡ୍ଡୀ, ଇମରାନ ତାହିର, ଜୋଶ ହେଜଲଉଡ, କେ ଭଗତ ବର୍ମା, କେ ଗୌତମ, କର୍ନ ଶର୍ମା, କେଏମ ଆସିଫ, ଲୁଙ୍ଗୀ ନଗଦି, ମିଚେଲ ସେଣ୍ଟନର, ମୋଇନ ଅଲ୍ଲୀ, ନାରାୟଣ ଜଗଦୀଶନ, ଆର ସାଇ କିଶୋର, ରବୀନ୍ଦ୍ର ଜଡେଜା, ରବୀନ ଉତ୍ଥପା, ଋତୁରାଜ ଗାୟକୱାଡ, ସେମ କୁରନ, ଶାର୍ଦ୍ଧୁଳ ଠାକୁର, ସୁରେଶ ରାଇନା

ଦିଲ୍ଲୀ ରାଜଧାନୀ (ଡିସି):-

ଶ୍ରେୟସ ଅୟର(ଅଧିନାୟକ), ଅଜିଙ୍କ୍ଯା ରାହାଣେ, ଅମିତ ମିଶ୍ରା, ଏନ୍ରିକ ନାର୍ଟଜେ, ଆବେଶ ଖାନ, ଅକ୍ଷର ପଟେଲ, କ୍ରିସ୍ ୱୁକସ, ଇଶାନ୍ତ ଶର୍ମା, କାଗିସୋ ରାବାଡା, ଲଲିତ ଯାଦବ, ଲୁକମାନ ମେରିୱାଲା, ମଣିମାରନ ସିଦ୍ଧାର୍ଥ, ମାର୍କସ ଷ୍ଟୋଇନିସ, ପ୍ରବୀଣ ଦୁବେ, ପୃଥ୍ବୀ ଶୋ, ଅଶ୍ୱିନ, ରିପଲ ପଟେଲ, ରିଷଭ ପନ୍ତ, ସାମ ବିଲିଙ୍ଗସ୍, ଶିଖର ଧାୱନ, ଶିମ୍ରନ ହେଟମେୟର, ଷ୍ଟିଭ ସ୍ମିଥ, ଟମ କୁରେନ, ଉମେଶ ଯାଦବ, ବିଷ୍ଣୁ ବିନୋଦ

କୋଲକାତା ନାଇଟ୍ ରାଇଡର୍ସ (କେକେଆର):-

ଇଅନ ମୋର୍ଗାନ୍ (କ୍ୟାପଟେନ୍), ଆଣ୍ଡ୍ରେ ରସେଲ, ବେନ କଟିଙ୍ଗ, ଦୀନେଶ କାର୍ତ୍ତିକ, ହରଭଜନ ସିଂ, କମଲେଶ ନାଗରକୋଟି, କରୁଣ ନାୟାର, କୁଲଦୀପ ଯାଦବ, ଲକି ଫର୍ଗୁସନ୍, ନୀତୀଶ ରାଣା, ପ୍ୟାଟ୍ କମିନ୍ସ, ପୱନ ନେଗି, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ରିଙ୍କୁ ସିଂ, ସନ୍ଦୀପ ୱାରିଅର, ଶକିବ ଅଲ ହସନ, ଶେଲଡନ ଜ୍ୟାକସନ, ଶିବମ ମାଭି, ଶୁଭମାନ ଗିଲ, ସୁନୀଲ ନରେନ, ଟିମ ସେଫର୍ଟ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଅୟର

ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ):-

ରୋହିତ ଶର୍ମା (ଅଧିନାୟକ), ଏଡମ ମିଲନେ, ଆଦିତ୍ୟ ତାର, ଅନମୋଲପ୍ରୀତ ସିଂ, ଅନୁକୂଳ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱାଲ କୁଲକର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ନିଶାମ, ଜସପ୍ରୀତ ବୁମ୍ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ , କ୍ରୁନାଲ ପାଣ୍ଡ୍ୟା, ମାର୍କୋ ଜେନସେନ୍, ମୋହସିନ୍ ଖାନ୍, ନାଥାନ୍ କୁଲଟର ନାଇଲ୍, ପୀୟୁଷ ଚାୱଲା, କ୍ୱିଣ୍ଟନ ଡି କକ, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବିର ସିଂ ଚରକ

ପଞ୍ଜାବ କିଙ୍ଗସ (ପିକେ):-

କେ.ଏଲ ରାହୁଲ (ଅଧିନାୟକ), ଅର୍ଶଦୀପ ସିଂ, କ୍ରିସ ଗେଲ, କ୍ରିସ ଜୋର୍ଡାନ, ଦର୍ଶନ ନଲକଣ୍ଡେ, ଡେଭିଡ ମାଲାନ, ଦୀପକ ହୁଡା, ଫାବିଆନ ଆଲେନ, ହରପ୍ରୀତ ବରାଡ, ଇଶାନ ପୋରେଲ, ଜଲଜ ସକ୍ସେନା, ଜୟ ରିଚାର୍ଡସନ, ମନଦୀପ ସିଂ, ମୟଙ୍କ ଅଗ୍ରୱାଲ, ମହମ୍ମଦ ଶାମି, ମୋଇସ ହେନ୍ରିକ୍ସ, ମୁରୁଗାନ ଅଶ୍ୱିନ, ନିକୋଲାସ ପୁରାଣ, ପ୍ରଭସିମରନ ସିଂ, ରବି ବିଶ୍ନୋଇ, ସରଫରାଜ ଖାନ, ସୌରଭ କୁମାର, ଶାହରୁଖ ଖାନ, ଉତ୍କର୍ଷ ସିଂ

ରାଜସ୍ଥାନ ରୟାଲ୍ସ (ଆରଆର):-

ସଞ୍ଜୁ ସାମସନ (ଅଧିନାୟକ), ଆକାଶ ସିଂ, ଆଣ୍ଡ୍ରି ଟାଇ, ଅନୁଜ ରାୱତ, ବେନ୍ ଷ୍ଟୋକ୍ସ, ଚେତନ ସାକାରିଆ, କ୍ରିସ ମୋରିସ, ଡେଭିଡ ମିଲର, ଜୟଦେବ ଉନାଦକଟ, ଜୋଫ୍ରା ଆର୍ଚର, ଜସ ବଟଲର, କାର୍ତ୍ତିକ ତ୍ୟାଗି, କେସି କାରିୟପ୍ପା, କୁଲଦୀପ ଯାଦବ, ଲିଆମ ଲିଭିଙ୍ଗଷ୍ଟୋନ, ମହିପାଲ ଲୋମୋର, ମନନ ବୋହରା , ମୁସ୍ତାଫିଜୁର ରହମାନ, ରାହୁଲ ତେୱତିଆ, ରିଆନ ପରାଗ, ଶିବମ ଦୁବେ, ଶ୍ରେୟସ ଗୋପାଳ, ଯଶସ୍ୱୀ ଜାଇଶ୍ଵାଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି):-

ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ, ଆଡମ ଜାମ୍ପା, ଡେନ ଖ୍ରୀଷ୍ଟିଆନ, ଡାନିଏଲ ସାମସ, ଦେବଦତ୍ତ ପାଡିକଲ, ଗ୍ଲେନ ମ୍ୟାକ୍ସୱେଲ, ହର୍ଷଲ ପଟେଲ, ଜୋଶୁଆ ଫିଲିପ, କେନ ରିଚାର୍ଡସନ, କେ.ଏସ ଇଣ୍ଡିଆ, କାଇଲ ଜେମସନ, ମହମ୍ମଦ ଅଜହରୁଦ୍ଦିନ, ମହମ୍ମଦ ସିରାଜ, ନବଦୀପ ସୈନି, ପୱନ ଦେଶପାଣ୍ଡେ, ରଜତ ପାଟିଦାର, ସଚିନ ବେବି, ଶାହବାଜ ଅହମ୍ମଦ, ସୁୟଶ ପ୍ରଭୁଦେସାଇ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ

ସନରାଇଜର୍ସ ହାଇଦ୍ରାବାଦ:-

ଡେଭିଡ ୱାର୍ନର(ଅଧିନାୟକ), ଅବ୍ଦଦୁଲ ସମଦ, ଅଭିଷେକ ଶର୍ମା, ବାସିଲ ଥମ୍ପି, ଭୁବନେଶ୍ବର କୁମାର, ଜଗଦୀଶ ସୂଚିତ, ଜେସନ ହୋଲ୍ଡର, କେନ ୱିଲିୟମସନ, କେଦାର ଯାଦବ, ଖଲିଲ ଅହମ୍ମଦ, ମନୀଷ ପାଣ୍ଡେ, ମିଚେଲ ମାର୍ଶ, ମହମ୍ମଦ ନବୀ, ମୁଜୀବ ଉର ରହମାନ, ପ୍ରିୟମ ଗର୍ଗ, ରାଶିଦ ଖାନ, ସନ୍ଦିପ ଶର୍ମା, ଶାହାବାଜ ନଦୀମ, ଶ୍ରୀବତ୍ସ ଗୋସ୍ଵାମୀ, ସିଦ୍ଦାର୍ଥ କୋଲ, ଟି ନଟରାଜନ, ବିଜୟ ଶଙ୍କର, ବିରାଟ ସିଂ, ରିଦ୍ଧିମାନ ଶାହା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *