କଣ ଆପଣଙ୍କୁ ଜଣାଅଛି ଯେ ସପୁରି ପଣସ ଆପଣଙ୍କୁ ଖାଇଯାଇଥାଏ ? ଜାଣନ୍ତୁ ଡାକ୍ତର କଣ କହିଲେ !

ଏହା କିପରି :-

ସପୁରି ପଣସ ଟ କିଛି ଲୋକଙ୍କୁ ଖୁବ ଭଲ ଲାଗିଥାଏ | କିନ୍ତୁ କିଛି ଲୋକଙ୍କର ଅବସ୍ଥା ଖରାପ କରିଦେଇଥାଏ | ଆପଣ ଶୁଣିଥିବେ କିଛି ଲୋକ କୁହନ୍ତି ଯେ ସେମାନଙ୍କୁ ସପୁରି ପଣସରେ ଆଲର୍ଜି ରହିଛି | ଏଭଳି ପରିସ୍ଥିତିରେ ସେମାନେ ସପୁରି ପଣସ ଖାଇପାରିବେ ନାହିଁ | କିନ୍ତୁ ଆପଣଙ୍କୁ ଏହା ଜଣାନଥିବ ଯେ ଯେତେବେଳେ ଆମେ ସପୁରି ପଣସକୁ ଖାଇଥାନ୍ତି, ସେତେବେଳେ ତାହା ଓଲଟା ଆମକୁ ଖାଇଥାଏ | ଏହି କଥା ଆମେ କହୁନାହୁଁ, ବରଂ ଏହା ଜଣେ ଡାକ୍ତର ସାହେବ ହିଁ କହୁଛନ୍ତି |

ୟୁକେର ଡାକ୍ତର କହିଛନ୍ତି :-

ୟୁକେର ଡାକ୍ତର କରଣ ରାଜ ଅଟନ୍ତି | ସେ ନିଜର ସୋସିଆଲ ମିଡିଆରେ ଗୋଟିଏ ୨୩ ସେକେଣ୍ଡର ଭିଡିଓ ସେୟାର କରିଛନ୍ତି | ସେଥିରେ ବହୁଛି ଜ୍ଞାନର ଗଙ୍ଗା | ସେ ସୋସିଆଲ ମିଡିଆରେ ବହୁତ ଫେମସ ଅଟନ୍ତି | ଟିକଟକରେ ତାଙ୍କର ପ୍ରାୟ ୩୦ ଲକ୍ଷ ଫୋଲର୍ସ ଏବଂ ୟୁଟ୍ୟୁବରେ ୩୭ ହଜାରରୁ ଅଧିକ ସବସକ୍ରାଇବର ଅଛନ୍ତି | ଏହି ଭିଡିଓରେ ଡାକ୍ତର ସାହେବ କହୁଛନ୍ତି ଯେ ଯେତେବେଳେ ବି ଆମେ ସପୁରି ପଣସ ଖାଇଥାଉ, ସେତେବେଳେ ସପୁରି ପଣସ ମଧ୍ୟ ଆମକୁ ଖାଇଥାଏ |

ଏଥିପାଇଁ କୁଣ୍ଡେଇ ହୋଇଥାଏ :-

ଏହି କାରଣରୁ ସପୁରି ପଣସ ଖାଇବା ମାତ୍ରେ ହିଁ ଜିଭରେ କୁଣ୍ଡେଇ ହୋଇଥାଏ | ଏହା ପଛର କାରଣ ହୋଇଥାଏ ବ୍ରୋମେଲାଇନ | ଏହା ପୁଣି କ’ଣ ? ଏହା ହୋଇଥାଏ ଏକ ପ୍ରକାରର ଏନଜାଇମ | ଯାହା ସପୁରି ପଣସଠାରେ ମିଳିଥାଏ | ଏହାର କାମ ହୋଇଥାଏ ପ୍ରୋଟିନକୁ ହଜମ କରିବା |

ଶରୀର ହୋଇଥାଏ ପ୍ରୋଟିନ :-

କାରଣ ଆପଣଙ୍କ ଶରୀର ପ୍ରୋଟିନରେ ତିଆରି ହୋଇଥାଏ | ଏହି କାରଣରୁ ଆପଣ ଯେଉଁ ସପୁରି ପଣସ ଖାଇଥାନ୍ତି, ତାହା ମଧ୍ୟ ଆପଣଙ୍କ ପ୍ରୋଟିନକୁ ହଜମ କରିବାକୁ ଚେଷ୍ଟା କରିଥାଏ | ଏହାର ଆରମ୍ଭ ଜିଭ ଏବଂ ପାଟିର ଉପର ଅଂଶରେ ହୋଇଥାଏ | କିନ୍ତୁ ଡାକ୍ତର ସାହେବ ଆଗକୁ କହିଛନ୍ତି ଯେ ଯେତେବେଳେ ଆପଣ ସପୁରି ପଣସକୁ ଗିଳି ଦିଅନ୍ତି, ସେତେବେଳେ ଏହା ଆପଣଙ୍କ ପେଟକୁ ଯାଇ ଥିବା ଏସିଡ ଏନଜାଇମକୁ ଶେଷ କରିଦିଏ | ଅର୍ଥାତ ଚିନ୍ତା କରିବାର କିଛି ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *