ଭାରତ-ଇଂଲଣ୍ଡ : ଅଣ୍ଡରସନଙ୍କ ବିରୋ-ଧରେ ଋଷଭ ପନ୍ତଙ୍କ ଏହି ସଟକୁ ଦେଖି କୋଟି କୋଟି ଫ୍ୟାନ ମାନେ ହେଲେ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଯୁବକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ନାମ ରହିଛି|ଭାରତ ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଶୀଘ୍ର ଶୀଘ୍ର ୱିକେଟ୍ ହରାଇଛି,କିନ୍ତୁ ପନ୍ତଙ୍କ ପାରି ଫଳରେ ଭାରତର ସ୍ଥିତି ମଜବୁତ କରିପାରିଛି|ନିଜର ପାରିରେ ସେ ଏପରି ଏକ ଆକର୍ଷଣୀୟ ସଟ୍ ମାରିଛନ୍ତି,ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି|

ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚରେ ନିଦର ବ୍ୟାଟିଂ ଫଳରେ ଆଉଥରେ ପୁଣି ନିଜର ପାରିରେ ସଭିଙ୍କୁ ଚକିତ କରିଦେଲେ|ଏଥିରେ ଏମିତି ଏକ ସଟ ଲଗାଇଲେ ଯେ ଯାହାକୁ ଦେଖି ସମସ୍ତେ ଚକିତ ହେବା ସହ ସୋସିଆଲ ମିଡିଆରେ ପ୍ରଶଂସା କରୁଛନ୍ତି|

Google

ସେ ନିଜର ଅଲଗା ଅନ୍ଦାଜ ଜରିଆରେ ଥାର୍ଡ ମ୍ଯାନ ଉପରେ ସ୍କୁପ ସଟ୍ ଲଗାଇଛନ୍ତି|ଏମିତିରେ ଦର୍ଶକମାନେ ବିରେନ୍ଦ୍ର ସେହୱାଗ ଓ ଦିଲସନଙ୍କ ଦେଖିଥିଲେ|ଆଜି ସେଭଳି ଏଣ୍ଡରସନଙ୍କ ବଲରେ ଏଭଳି ସଟ୍ ଲଗାଇଛନ୍ତି ଯେ ପ୍ରଶଂସା ହେଉଛି|

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ପନ୍ତ ୧୧୮ ବଲରୁ ୧୦୧ରନର ଶତକୀୟ ପାରି ଖେଳିଥିଲେ|ଏଥିରେ ପନ୍ତ ୧୩ ଚଉକା ଓ ୨ ଛକା ମାରିଥିଲେ|ସେ ତୃତୀୟ ଟେଷ୍ଟ ଶତକକୁ ଛକା ମାରି ପୂର୍ଣ୍ଣ କରିଥିଲେ|

ଏହା ଫଳରେ ସେ ରୋହିତ ଶର୍ମା,ଗୈାତମ ଗମ୍ଭୀର ସହ ଏଲିଟ ଲିଷ୍ଟରେ ସାମିଲ ହୋଇଥିଲେ ଯେଉଁଥିରେ ଭାରତ ପାଇଁ ବ୍ୟାଟ୍ସମ୍ୟାନ୍ ମାନେ ଛକା ମାରି ଶତକ ପୁର୍ଣ୍ଣ କରିଛନ୍ତି|ଏହା ତାଙ୍କ ତୃତୀୟ ଟେଷ୍ଟ ଶତକ ଓ ଭାରତୀୟ ସରଜମୀ ତରଫରୁ ପ୍ରଥମ ଅର୍ଦ୍ଧଶତକ|କହିରଖେ ଯେ ଦ୍ୱିତୀୟ ଦିନ ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ଭାରତର ସ୍କୋର ୨୯୪-୭ ଥିଲା ଓ ଭାରତ ୮୯ ରନରେ ଆଗୁଆ ଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *