ଉଡୁଥିବା ବିମାନରେ ବିଲେଇ କଲା ପାଇଲଟଙ୍କୁ ଅଚାନକ ଆ-କ୍ର-ମ-ଣ, କରିବାକୁ ପଡିଲା ଜରୁରୀକାଳୀନ ଅବତରଣ,ପଢନ୍ତୁ ପୁରା ଖବର

ସୁଡାନରେ ଏକ ଆ-ଶ୍ଚ-ର୍ଯ୍ୟ-କା-ର ଘ-ଟ-ଣା ସାମ୍ନାକୁ ଆସିଛି। ସୂଚନା ମୁତାବିକ, ସେଠାରେ ଏକ ଯାତ୍ରୀ ବିମାନକୁ ଆପାତକାଳୀନ ଅବତରଣ ଏକ ଅଜୀବ କାରଣ ଯୋଗୁଁ କରିବାକୁ ପଡିଲା। କୁହାଯାଉଛିକି ଏହି ଉଡାଣରେ ବିମାନର କକପିଟରେ ଏକ ବିଲେଇ ପଶିଯାଇଥିଲା। ଯିଏକି ବିମାନ ଉଡାଉଥିବା ପାଇଲଟଙ୍କୁ ଅଚାନକ ଆ-କ୍ର-ମ-ଣ କରିଦେଲା। ଅଲ ସୁଡାନ ନ୍ଯୁଜ ଅନୁସାରେ, ଟାର୍କୋ ଏଭିଏସନର ବିମାନ ସୁଡାନର ରାଜଧାନୀ ଖାର୍ତୁମରୁ ଦୋହା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା। ଉଡାଣର ଅଧ ଘଣ୍ଟା ପରେ ଏହି ଘ-ଟ-ଣା ଘଟିଥିଲା।

ଏହାପରେ ସଙ୍ଗେ ସଙ୍ଗେ ବିମାନକୁ ଖାର୍ତୁମ ଆନ୍ତର୍ଜାତୀୟ ଏୟାରପୋର୍ଟରେ ଆପାତକାଳୀନ ଅବତରଣ କରାଯାଇଥିଲା। ଏୟାରଲାଇନ୍ସର ଯାଞ୍ଚରେ ସାମ୍ନାକୁ ଆସିଲା ବିଲେଇ ବିମାନରେ ସେହି ସମୟରେ ପସିଲା ଯେତେବେଳେ ବିମାନ ପରିଷ୍କାର ପାଇଁ ହ୍ୟାଙ୍ଗରରେ ଛିଡା ହୋଇଥିଲା। ଯାଞ୍ଚ ପୂର୍ବରୁ ମାନାଯାଉଥିଲାକି ବିଲେଇ କୌଣସି ଯାତ୍ରୀଙ୍କର ବିଲେଇ ଅଟେ।

କୁହାଯାଉଛିକି ବିଲେଇଟି ଅଜଣା ଜାଗାରେ ଫ-ସି-ଯି-ବା ଯୋଗୁ ଆ-କ୍ରା-ମ-କ ହୋଇଯାଇଥିଲା। ସେଥିପାଇଁ ସେ ପାଇଲଟ ଉପରେ ଆ-କ୍ର-ମ-ଣ କରିଦେଇଥିଲା। ଏମିତି ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ପଶୁ ବିମାନ ମଧ୍ୟରେ ପସିଛନ୍ତି। ଗତବର୍ଷ ମଧ୍ୟ ଏହିଭଳି ଘ-ଟ-ଣା ଘଟିଥିଲା। ଦୁଇଟି ପାରା ଅହମ୍ମଦାବାଦରୁ ଜୟପୁର ଯାଉଥିବା ଗୋ ଏୟାର ଫ୍ଲାଇଟରେ ପଶି ଯାଇଥିଲେ, ଯେଉଁ କାରଣରୁ ଫ୍ଲାଇଟ ୩୦ ମିନିଟ ବିଳମ୍ବରେ ଉଡାଣ ଆରମ୍ଭ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *