ନିଜ ପତ୍ନୀ ପାଇଁ ବିଜୁଳି ଖୁଣ୍ଟ ଉପରକୁ ଚଢ଼ିଗଲା ଏହି ବ୍ୟକ୍ତି,ପୋ-ଲିସ କର୍ମୀ ଗୋଡ଼ ଟାଣି ଟାଣି ତଳକୁ ଓହ୍ଲାଇଲେ,ଦେଖନ୍ତୁ ଭିଡ଼ିଓ

ଆପଣ ସୋଲେ ଫିଲ୍ମ ଦେଖିଛନ୍ତି କି ! ଯେଉଁ ଫିଲ୍ମରେ ବୀରୁ ବାସନ୍ତୀକୁ ବିବାହ କରିବା ଜିଦରେ ପାଣି ଟାଙ୍କି ଉପରକୁ ଚଢିଯାଇଥିଲା । ସେହିପରି ଏକ ଘ-ଟଣା ଜଣେ ଯୁବକ ସହିତ ଘଟିଛି । ଯୁବକର ପତ୍ନୀ ନିଜର ପତିକୁ କିଛି ନକହି ଘରୁ ଚାଲିଯାଇଛି ସେଥିପାଇଁ ଯୁବକ ଜଣକ ପାଣି ଟାଙ୍କି ନୁହେଁ ବରଂ ଏକ ବିଜୁଳି ଖୁଣ୍ଟ ଉପରକୁ ଚଢିଯାଇଛି । ଏହି କଥାରେ ସେ ଦୁଃଖୀ ହୋଇ ଏହି କାରନାମା କରିଥିଲା ।

ପୋ-ଲିସ ଯେକୌଣସି ଭାବରେ ତଳକୁ ଓହ୍ଲାଇଲେ :-

ଏଏନଆଇ ରି-ପୋର୍ଟ ଅନୁସାରେ, ଏହି ଘ-ଟଣା ଛତିଶଗଡ଼ର ବଳରାମପୁରର ଅଟେ । ଏଠାରେ ଯୁବକ ବିଜୁଳି ଖୁଣ୍ଟକୁ ଚଢ଼ିଗଲା ଓ ଏହାକୁ ଦେଖି ଲୋକମାନେ ଆଚମ୍ବିତ ହୋଇଗଲେ । ପ୍ରଥମେ ଲୋକମାନେ ତାକୁ ତଳକୁ ଓହ୍ଲାଇବାକୁ କହିଥିଲେ ଯେତେବେଳେ ସେ ନମାନେ ଲୋକମାନେ ପୋ-ଲିସକୁ ସୂଚନା ଦେଇଥିଲେ । ପୋ-ଲିସ ଘଟଣା ସ୍ଥଳରେ ପହଞ୍ଚି ବହୁତ ବୁଝାଇବାପରେ ସେ ତଳକୁ ଓହ୍ଲାଇଲା ।

ସମ୍ପୂର୍ଣ୍ଣ ମା-ମଲା କଣ ଅଟେ ? :-

ଏହି ଘ-ଟଣା ଗୁରୁବାରର ଅଟେ । ପୋ-ଲିସ ମୁତାବିକ, ଯୁବକଟି ନି-ଶାରେ ଥିଲା ଓ ତା’ ସ୍ତ୍ରୀ ତାଙ୍କୁ ନକହି କୁଆଡେ ଚାଲିଯାଇଥିଲା ସେଥିପାଇଁ ସେ ଏହି ଘ-ଟଣା ପାଇଁ ଖୁଣ୍ଟ ଉପରେ ଚଢିଯାଇଥିଲା । ଏହାପରେ ପୋ-ଲିସ କଳେବଳେ କୌଶଳେ ତଳକୁ ଓହ୍ଲାଇଥିଲା ଓ ନି-ଶା ଛାଡିବାପରେ ପୋ-ଲିସ ତାଙ୍କୁ ବୁଝାଇ ଛାଡିଦେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *