ଏକରୁ ଅଧିକ Saving ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ଅଛି କି ? ଜାଣନ୍ତୁ ଏଥିପାଇଁ କଣ ସମସ୍ୟା ଭୋଗିବାକୁ ପଡ଼ିବ

ସାଧାରଣତଃ କେତେକ ଲୋକ ଏକରୁ ଅଧିକ ସେଭିଙ୍ଗ ଆକାଉଣ୍ଟ ବ୍ୟାଙ୍କରେ ଖୋଲିଦେଇଥାନ୍ତି । ଫାଇନାନସିଆଲ ଆଡ଼ଭାଇଜର ଏଥିପାଇଁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପରାମର୍ଶ ଦିଅନ୍ତି ନାହିଁ କାରଣ କିଛି ଆବଶ୍ୟକ ନଥିବା ବ୍ୟାଙ୍କ ଆକାଉଣ୍ଟ ଖାଲିରେ ପଡିରହିଲେ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ଆସନ୍ତୁ ଜାଣିବା ତାହାର ସୂଚନା ବିଷୟରେ ।

ରହିଥିବା ଆବଶ୍ୟକ ନ୍ୟୁନତମ ବାଲାନ୍ସ :-

ଯଦି ଆପଣଙ୍କର ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ଓ ସେଗୁଡିକ ମଧ୍ୟରୁ ଗୋଟିକୁ ଆପଣ ବ୍ୟବହାର କରୁଛନ୍ତି ଓ ଅନ୍ୟଟି କରୁନାହାନ୍ତି ତାହେଲେ ବ୍ୟାଙ୍କ ନିଜର ସର୍ତ୍ତବଳୀ ଅନୁସାରେ, ଯଦି ବ୍ୟାଙ୍କରେ ମାସିକ ନ୍ୟୁନତମ ଟଙ୍କା ନଥିବ ତାହେଲେ ସେଥିରୁ ଆପଣଙ୍କ ବାଲାନ୍ସ କାଟିନେବ ।

Google

ଫିସ ଭରିବାକୁ ପଡିଥାଏ :-

ବ୍ୟାଙ୍କରେ ଆପଣଙ୍କୁ ଖାତା ଖୋଲିବାପରେ ଡେବିଟ କାର୍ଡ଼ ଓ କ୍ରେଡିଟ କାର୍ଡ଼ ସୁବିଧା ମିଳିଥାଏ । ଏଥିପାଇଁ ଆପଣଙ୍କ ଖାତାରୁ ଟଙ୍କା କଟିଥାଏ । ବହୁତ ସାରା ବ୍ୟାଙ୍କ ଡେବିଟ କାର୍ଡ଼ ପାଇଁ ଚାର୍ଜ କାଟିଥାନ୍ତି । ପ୍ରାୟ ବ୍ୟାଙ୍କ ନିଜର ଡେବିଟ କାର୍ଡ଼ ପାଇଁ ବାର୍ଷିକ 100 ଟଙ୍କାରୁ 1000 ଟଙ୍କା ପର୍ଯ୍ୟନ୍ତ କାଟିଥାନ୍ତି । ଡେବିଟ କାର୍ଡ଼ ବ୍ୟତୀତ କିଛି ବ୍ୟାଙ୍କ ଆପଣଙ୍କର sms ପାଇଁ ଚା-ର୍ଜ ତିନିମାସକୁ ଥରେ 30 ଟଙ୍କା ହିସାବରେ କାଟିଥାନ୍ତି। ଯାହାକି ଏହା ଆପଣଙ୍କ ଅବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟ ଉପରେ ପଡିଥାଏ ।

ଜ-ରିମା-ନା ମଧ୍ୟ ଏକ କ୍ଷ-ତି :-

କିଛି ବ୍ୟାଙ୍କ ନିୟମାନୁସାରେ, ଯଦି କୌଣସି ସେଭିଙ୍ଗ ବ୍ୟାଙ୍କ ଖାତା ଧାରକ ନିଜ ଆକାଉଣ୍ଟରେ ମିନିମମ ଟଙ୍କା ରଖୁନାହାନ୍ତି ତାହେଲେ ତାଙ୍କ ଖାତାରୁ ଜ-ରିମା-ନା ହିସାବରେ ବ୍ୟାଙ୍କ ଟଙ୍କା କାଟିନେଇଥାଏ ।

Google

ITR ଫାଇଲ କରିବାରେ ହେବ ସମସ୍ୟା :-

ଯେତେବେଳେ ଇଙ୍କମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଥାଏ ତ କରଦାତାଙ୍କୁ ପ୍ରତି ଆକାଉଣ୍ଟରେ ରିଟର୍ଣ୍ଣ ଫାଇଲିଙ୍ଗ ବ୍ୟୋରା ଦେବାକୁ ହୋଇଥାଏ । ଅଧିକ ବ୍ୟାଙ୍କ ହୋଇଥିବା କାରଣରୁ କାଗଜୀ କାର୍ଯ୍ୟବାହୀରେ ସମସ୍ୟା ହୋଇଥାଏ । ଇଙ୍କମ ଡିପାର୍ଟମେଣ୍ଟ ତରଫରୁ ନୋଟିସ ପଠାଯିବ । ଏଥିପାଇଁ ଆପଣ ବେକାର ଆକାଉଣ୍ଟକୁ ବନ୍ଦ କରିଦିଅନ୍ତୁ ।

ଖାତା ବନ୍ଦ ହୋଇଯାଏ :-

ଯଦି ଆପଣ ନିଜର କୌଣସି ବ୍ୟାଙ୍କ ଆକାଉଣ୍ଟରେ ଟ୍ରାଞ୍ଜକ୍ସନ କରୁନାହାନ୍ତି ତାହେଲେ ବ୍ୟାଙ୍କ ଆପଣଙ୍କ ଖାତାକୁ ଇନଆକ୍ଟିଭ ଘୋଷଣା କରିଦେଇଥାଏ । ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ 12 ମାସ ପର୍ଯ୍ୟନ୍ତ ଟ୍ରାଞ୍ଜକ୍ସନ ହେଉନାହିଁ ତାହେଲେ ବ୍ୟାଙ୍କ ଆପଣଙ୍କ ଖାତାକୁ ଇନଆକ୍ଟିଭ କରିଦିଏ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *