ଏହି ଲକଜୁରିଅସ କୋଠାରେ ରହୁଛନ୍ତି ହାର୍ଦିକ ପାଣ୍ଡ୍ୟା ଓ ନତାଶା । ଦେଖନ୍ତୁ ତାଙ୍କର ସୁନ୍ଦର ଲକଜୁରିଅସ ବଙ୍ଗଳା

ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକଙ୍କ ଯୋଡିକୁ ଫ୍ୟାନମାନେ ବହୁତ ପସନ୍ଦ କରୁଛନ୍ତି । ଉଭୟଙ୍କର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥାଏ । ଅଗଷ୍ଟ 2020 ରେ ସେମାନେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଯାହାର ନାମ ଅଗସ୍ତ୍ୟ ଅଟେ ।

ନତାଶା ଓ ଅଗସ୍ତ୍ୟ ନିଜର ଶିଶୁ ଛୁଆ ସହିତ ମସ୍ତି କରୁଥିବାର ଦେଖାଯାଆନ୍ତି । ଅନେକ ବାର ଫୋଟୋରେ ନତାଶା ଓ ହାର୍ଦିକଙ୍କ ଘର ମଧ୍ୟ ସାମ୍ନାକୁ ଆସିଥାଏ । ଆଜି ଆମେ ଆପଣଙ୍କୁ ଉଭୟଙ୍କ ସୁନ୍ଦର ଘର ବିଷୟରେ କହିବୁ । ଆସନ୍ତୁ ଜାଣିବା ତାଙ୍କର ସୁନ୍ଦର ଘର ବିଷୟରେ ।

Google

ଆପଣଙ୍କୁ ଜଣାଇଦେଉଛୁ କି, ବର୍ତ୍ତମାନ ସେମାନେ ବରୋଦାର ବାସଣା ରୋଡ଼ରେ ଚତୁର୍ଥ ମହଲାରେ ଘର କିଣିଛନ୍ତି । ଯାହାର ସୁନ୍ଦରତା ଦେଖିଲେ ଆପଣ ବିଶ୍ୱାସ କରିବେନାହିଁ ।

ହାର୍ଦିକ ଓ ନତାଶା ଯେଉଁ ଘରେ ରହୁଛନ୍ତି ତାହାର ଦାମ ହେଉଛି 2 କୋଟି ଟଙ୍କା । ଏହି ପେଣ୍ଟ ହାଉସ ଚତୁର୍ଥ ମହଲାରେ ଅବସ୍ଥିତ । ଘରର ବାହାରୁ ବାଲକୋନୀର ଦୃଶ୍ୟ ବହୁତ ସୁନ୍ଦର ଅଟେ ।

ଆପଣଙ୍କୁ ଏଠାରେ ଏକ ପୁଲ ଦେଖିବାକୁ ମିଳିବ । ଆପଣ ଦେଖିପାରୁଥିବେ ଏହି ପୁଲରେ ନତାଶା ଓ ତାଙ୍କ ପୁଅ କେମିତି ଆନନ୍ଦ ନେଉଛନ୍ତି । ସୂଚନା ମୁତାବିକ, ଦିଲ୍ଲୀର ଏକ ଆର୍କିଟେକ ଦ୍ୱାରା ଏହି ପେଣ୍ଟହାଉସ ଡିଜାଇନ କରାଯାଇଛି ।

Google

ଏହି ପେଣ୍ଟ ହାଉସ ଭିତରେ 4ଟି ବେଡ଼ରୁମ ଓ ଗୋଟିଏ ହଲ ରହିଛି ।

ଏହି ପେଣ୍ଟ ହାଉସ ଭିତରେ ଜୋତା କପଡ଼ାର ୱାର୍ଡରବ ଲଗାଯାଇଛି ଯାହାକି ଦେଖିବାକୁ ବହୁତ ସୁନ୍ଦର ଅଟେ ।

ଏହି ପେଣ୍ଟ ହାଉସ ଭିତରେ ଏକ ଥିଏଟର ରହିଛି ଯେଉଁଠାରେ ସେମାନେ ଫିଲ୍ମ ଦେଖନ୍ତି ଓ ସାଙ୍ଗ ମାନଙ୍କ ସହିତ ପାର୍ଟି କରିଥାନ୍ତି ।

ଜଣାଇଦେଉଛୁ, ନତାଶା ଓ ହାର୍ଦିକ ପରସ୍ପରକୁ ଡେଟ କରିବାପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ ଲକଡାଉନ ସମୟରେ ବିବାହ କରିଥିଲେ ଓ ବିବାହ ପୂର୍ବରୁ ନତାଶା ଗର୍ଭବତୀ ଥିଲେ । ବିବାହ ପରେ ଅଗଷ୍ଟ ମାସରେ ସେ ନିଜର ପୁଅକୁ ଜନ୍ମ ଦେଇଥିଲେ ।

ହାର୍ଦିକ ଭାରତୀୟ ଦଳର ପ୍ରସିଦ୍ଧ ଅଲରାଉଣ୍ଡର ଅଟନ୍ତି । ସେହିପରି ନତାଶା ସର୍ବିୟାରେ ରୁହନ୍ତି । ସେ ବହୁତ ବଲିଉଡ ଫିଲ୍ମରେ ଆସିଛନ୍ତି ଓ ଡିଜେ ବାଲା ବାବୁ ମେରା ଗାନା ବଜାଦେ ରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *