୮ ବର୍ଷ ପର୍ଯ୍ୟନ୍ତ ପିଲାଟିର ନାକରେ ଅଟକି ଯାଇଥିଲା ବ-ନ୍ଧୁକ ଗୁ-ଳି, ଏପରି ବାହାର କରାଗଲା ! ଜାଣନ୍ତୁ ପୁରା ଘ-ଟ-ଣା

ବନ୍ଧୁ-କର ଗୁ-ଳି ପ୍ରକୃତରେ କାହା ନାକରେ କିପରି ଅଟକିପାରିବ | ହଉ ଠିକ ଅଛି, ନାକରେ ଅଟକି ଯାଇଥିଲା | କିନ୍ତୁ ୮ ବର୍ଷ ପର୍ଯ୍ୟନ୍ତ କିପରି ଅଟକି ରହିପାରିବ | ଏପରି ତ ଅସମ୍ଭବ ବୋଲି ଲାଗୁଛି, କିନ୍ତୁ ଜାମା ଓଟୋଲାରିଙ୍ଗୋଲୋଜି-ହେଡ୍ ଏବଂ ନେକ୍ ସର୍ଜରୀ ପତ୍ରିକାରେ ଏହି ଖବର ପ୍ରକାଶିତ ହୋଇଛି | ଏହି ଅନୁଯାୟୀ, ଗୋଟିଏ ଶିଶୁର ନାକରେ ବନ୍ଧୁ-କର ଗୁ-ଳି ୮ବର୍ଷ ପର୍ଯ୍ୟନ୍ତ ଅଟକି ରହିଥିଲା |

ଆସୁନଥିଲା ତାକୁ କୌଣସି ପ୍ରକାରର ଗନ୍ଧ :-

ଅଟକି ଯାଇଥିବା ଗୁ-ଳି କାରଣରୁ ତାକୁ କୌଣସି ଗନ୍ଧ ଆସୁନଥିଲା | ତା’ ନାକରେ ଅଟକି ଯାଇଥିବା ଗୁ-ଳି କାରଣରୁ ଦୁର୍ଗନ୍ଧଯୁକ୍ତ ତରଳ ପଦାର୍ଥ ନାକରୁ ବହିବାକୁ ଲାଗିଲା, ତେଣୁ ତାକୁ ନେଇ ଡାକ୍ତରଙ୍କୁ ଦେଖାଯାଇଥିଲା | ଡାକ୍ତର ନାକର ଯାଞ୍ଚ କଲେ | ତା’ପରେ ସେ ଆଶ୍ଚର୍ଯ୍ୟ ହୋଇଥିଲେ |

Google

୧୫ ବର୍ଷ ବୟସରେ ଜଣାପଡିଲା :-

ପିଲାଟି ଯେତେବେଳେ ୧୫ ବର୍ଷର ହେଲା, ସେତେବେଳେ ସେ ପ୍ରଥମଥର ଏହି ସମସ୍ୟା ସହିତ ଡାକ୍ତରଙ୍କ ପାଖରେ ପହଞ୍ଚିଲା | ଯେତେବେଳେ ଡାକ୍ତର ଶିଶୁର ନାକରେ ଏକ ଟ୍ୟୁବ କ୍ୟାମେରା ଲଗାଇ ଦେଖିଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ତା ନାକରେ ଅସୁବିଧା ରହିଛି | ଏହାକୁ ଟରବିନେଟ ହାଇପରଟ୍ରୋଫି କୁହାଯାଏ, ଏହାଦ୍ୱାରା ତା ନାକରେ ଫୁଲା ସମସ୍ୟା ହେଉଥିଲା |

ପିଲାଦିନେ ଲାଗିଥିଲା ଗୁ-ଳି :-

ଡାକ୍ତରମାନେ ପରେ ପୁଣିଥରେ ସିଟି ସ୍କାନ କଲେ | ଏଥିରେ ଦେଖାଗଲା ଯେ ନାକର କ୍ୟାବିଟିରେ 9mm ର ଗୋଲାକାର ବସ୍ତୁ ଅଛି | ଏହାପରେ ତାର ନକର ସର୍ଜରୀ କରାଯାଇଥିଲା | ପରେ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ | ଜଣାପଡିଲା ଯେ ଯେତେବେଳେ ସେ ୮ ବର୍ଷର ଥିଲା, ସେତେବେଳେ ତାକୁ ବ-ନ୍ଧୁକ ଗୁ-ଳି ଲାଗିଥିଲା | ସେତେବେଳେ ଏପରି କୌଣସି ଲକ୍ଷଣ ସାମ୍ନାକୁ ଆସିନଥିଲା, ତେଣୁ ଆମେ ଡାକ୍ତରଙ୍କୁ ଦେଖାଇ ନଥିଲୁ |

Google

ଗୁ-ଳିକୁ ଚିହ୍ନିବା ବହୁତ କଷ୍ଟକର ଥିଲା :-

ଏହି ଶିଶୁର କେ-ସରେ ଗୁ-ଳିକୁ ଚିହ୍ନିବା ବହୁତ କଷ୍ଟକର ଥିଲା | ଏହା ଏଥିପାଇଁ ହେଲା କାରଣ ପ୍ୟାଲେଟ ସଂପୂର୍ଣ୍ଣ ଭାବରେ ନୂଆ ଟିସୁ ଦ୍ୱାରା ଘେରି ରହିଥିଲା | ସୁସ୍ଥ ଦିଶୁଥିବା ଟିସୁ ସମ୍ପୂର୍ଣ୍ଣ ଭାବେ ଉପରକୁ ଚଢ଼ିଯାଇଥିଲା | ଡାକ୍ତର ଗୁ-ଳିକୁ ଦେଖିବା ପାଇଁ ଟିସୁକୁ ଅପରେସନ ମାଧ୍ୟମରେ ହଟାଇଥିଲେ | ଏହା ପରେ ଯାଇ ଗୁ-ଳି ବିଷୟରେ ସଠିକ ସୂଚନା ମିଳିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *