ଭାରତ ପାଇଁ ଚିନ୍ତାର କାରଣ ପାଲଟିଲେ ଶୁଭମନ ଗିଲ । ସୃଷ୍ଟି କଲେ ଏହି ଲଜ୍ୟାଜନକ ରେ-କ-ର୍ଡ଼,ଜାଣନ୍ତୁ ତାଙ୍କ ରେ-କ-ର୍ଡ ବିଷୟରେ

ଭାରତୀୟ କ୍ରିକେଟ ଟିମର ଓପନର ଶୁବମନ ଗିଲ ନିରାଶଜନକ ଫର୍ମରେ ଆଜି ପର୍ଯ୍ୟନ୍ତ ଚାଲିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଗିଲ ବର୍ତ୍ତମାନ ନିଜ ଦେଶରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏହାମଧ୍ୟରେ ସେ ଏକ ଲଜ୍ୟାଜନକ ରେ-କ-ର୍ଡ଼ ନିଜ ନାମରେ କରିଛନ୍ତି ।

ବିଗତ 7 ପାଳିରେ ମାତ୍ର 119 ରନ :-

ଓପନର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଶାନଦାର ପ୍ରଦର୍ଶନ କରିଥିବାରୁ ଇଂଲଣ୍ଡ ବିପକ୍ଷ ସିରିଜରେ ମୌକା ମିଳିଥିଲା କିନ୍ତୁ ଏପର୍ଯ୍ୟନ୍ତ 7ଟି ପାଳିରୁ ସେ ଗୋଟିଏ ଅର୍ଧଶତକ ମଧ୍ୟ ହାସଲ କରିନାହାଁନ୍ତି ।

Google

ଯେବେକି ଦୁଇଥର ସେ ଖାତା ନଖୋଲି ଆଉଟ ମଧ୍ୟ ହୋଇଯାଇଛନ୍ତି । ଗିଲଙ୍କ ବିଗତ 7 ପାଳି 29(28), 50(83), 0 (3), 14(28), 11(51), 15*(21),0 (3) ।

ଲଜ୍ୟାଜନକ ଫର୍ମ ଗିଲଙ୍କ ନାମରେ :-

ଭାରତୀୟ ଓପନର ଶୁବମନ ଗିଲ ଖରାପ ପ୍ରଦର୍ଶନରେ ଚାଲୁଛନ୍ତି । ଯାହାପାଇଁ ଟିମ ଚିନ୍ତାରେ ରହିଛି ସେହିପରି ବେଞ୍ଚରେ ମୟଙ୍କ ଅଗ୍ରୱାଲ ଯିଏକି ଘରୋଇ ପରିସ୍ଥିତିରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଟିମ ଏପର୍ଯ୍ୟନ୍ତ ଯୁବତାରକାଙ୍କୁ ଚାନ୍ସ ଦେଉଛି ।

ଘରୋଇ ପରିସ୍ଥିତିରେ ସେ ବିଫଳ ହେଉଛନ୍ତି । ଚତୁର୍ଥ ଟେଷ୍ଟର ପ୍ରଥମ ପାଳିରେ ସେ ବିନା ଖାତା ଖୋଲି ଜିମି ଆଣ୍ଡରସନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଛନ୍ତି । ଏହାସହ ସେ ଏକ ରେ-କ-ର୍ଡ଼ ନିଜ ନାମରେ କରିଛନ୍ତି ସେ ଘରୋଇ କଣ୍ଡିସନରେ ଏକ ସିରିଜରେ ଦୁଇଥର ଡ଼କ୍ ଆଉଟ ହେବାରେ ଭାରତର ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି । ଏହାପୂର୍ବରୁ

1964- ଏମଏଲ ଜୟସିଂହା ବନାମ ଅଷ୍ଟ୍ରେଲିଆ

1975- ଫାରୁକ ଇଞ୍ଜିନିୟର ବନାମ ୱେଷ୍ଟଇଣ୍ଡିଜ

1983- ସୁନୀଲ ଗାଭାସ୍କର ବନାମ ୱେଷ୍ଟଇଣ୍ଡିଜ

2015- ଶିଖର ଧାୱନ ବନାମ ସାଉଥ ଆଫ୍ରିକା

2021- ଶୁବମନ ଗିଲ ବନାମ ଇଂଲଣ୍ଡ

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *