ଭାରତ ବନାମ ଇଂଲଣ୍ଡ: ପଡିଆ ମଝିରେ କଣ ପାଇଁ ହୋଇଥିଲା କୋହଲି ଓ ଷ୍ଟୋକସଙ୍କ ଭିତରେ ଝ-ଗ-ଡା,ଏବେ ତା ଉପରେ ସିରାଜ ଦେଲେ ବଡ ବ-ୟା-ନ

ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକସଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଯାଇଥିଲା । ଏମାନଙ୍କୁ ଶାନ୍ତ କରିବାପାଇଁ ଫିଲଡ଼ ଅମ୍ପାୟାର ବୀରେନ୍ଦ୍ର ଶର୍ମା ଓ ନିତିନ ମେନନ ଆସିଥିଲେ । କଣ ପାଇଁ ଝ-ଗଡା ହୋଇଥିଲା ଏହାର ସୂଚନା ମହମ୍ମଦ ସିରାଜ ମ୍ୟାଚ ସରିବାପରେ ଦେଇଛନ୍ତି ।

ସିରାଜ କହିଥିଲେ, ଉଇକେଟ ବ୍ୟାଟିଂ ପାଇଁ ବେଶ ଅନୁକୂଳ ଥିଲା ଓ ବଲ ବହୁତ ଭଲ ଭାବରେ ବ୍ୟାଟକୁ ଆସୁଥିଲା । ସେଥିପାଇଁ ବିରାଟ ଭାଇ କହିଥିଲେ, ଦୁଇଜଣ ଦ୍ରୁତ ବୋଲର ସହିତ ଖେଳିବାପାଇଁ ଓ ଏମାନଙ୍କୁ ସମୟ ସମୟରେ ଅଦଳ ବଦଳ କରିବାପାଇଁ ,ବିରାଟ ଭାଇ ମୋ ସ୍ଥାନ ବଦଳାଇ ଅନ୍ୟ ପଟରୁ ମୋତେ ବୋଲିଂ କରାଇଥିଲେ କାରଣ ଅନ୍ୟ ପଟରୁ ମୋତେ ମୋମେଣ୍ଟ ମିଳୁଥିଲା ।

Google

ସିରାଜ କୁହନ୍ତି, ବେନ ଷ୍ଟୋକସ ମୋତେ ଗା-ଳି କରିଥିଲେ ଓ ଏହିକଥା ଯାଇ ମୁଁ ବିରାଟ ଭାଇଙ୍କୁ କହିଥିଲି । ଏହାପରେ ବିରାଟ ଭାଇ ମା-ମ-ଲା ସମ୍ଭାଳି ନେଇଥିଲେ ।

ଏହିକଥା ପ୍ରଥମ ସେସନର 13 ତମ ଓଭରର ପ୍ରଥମ ବଲରେ ଯେତେବେଳେ ସିରାଜ ପ୍ରଥମ ବଲରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଆଉଟ କରିଥିଲେ । ଏହାପରେ ବ୍ୟାଟିଂ ପାଇଁ ବେନ ଷ୍ଟୋକସ ଆସିଥିଲେ ଓ ଓଭରର ଶେଷ ବେଳକୁ ସେ ସିରାଜଙ୍କୁ କିଛି କହିଥିଲେ ।

ଏହାପରେ ଡ୍ରିଙ୍କସ ବ୍ରେକ ସମୟରେ ବିରାଟ କୋହଲି ଓ ବେନ ଷ୍ଟୋକସଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ବହୁତ ସମୟ ଧରି ହୋଇଥିଲା ଓ ଏହାକୁ ଫିଲଡ଼ ଅମ୍ପାୟାର ନିତିନ ମେନନ ଓ ବୀରେନ୍ଦ୍ର ଶର୍ମା ଆସି ମାମ-ଲାକୁ ଶାନ୍ତ କରିଥିଲେ ।

ଏହାପୂର୍ବରୁ ଅହମ୍ମଦାବାଦର ତୃତୀୟ ଟେଷ୍ଟରେ ବି ବିରାଟ ଓ ଷ୍ଟୋକସଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ହୋଇଥିଲା । ମ୍ୟାଚରେ ବେନ ଷ୍ଟୋକସ ବ୍ୟାଟିଂ କରୁଥିବାବେଳେ ଅଶ୍ୱିନ ବୋଲିଂ କରୁଥିଲେ ଓ ଅଶ୍ୱିନ ବୋଲିଂ କରିବାକୁ ଆସୁଥିବା ସମୟରେ ବେନ ତାଙ୍କୁ ଅଟକାଇ ଥିଲେ କାରଣ ସେ ଚାହୁଁଥିଲେ ଅଶ୍ୱିନଙ୍କ ଧ୍ୟାନ ଭା-ଙ୍ଗିଯାଉ । ଏଥିପାଇଁ କୋହଲି ଷ୍ଟୋକସଙ୍କ ପାଖକୁ ଆସି ସମୟ ନ ବ-ର୍ବା-ଦ କରିବାପାଇଁ କହିଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *