TrueCaller ଲଞ୍ଚ କଲା ଏକ କମାଲ ଆପ୍ଲିକେସନ । ଏହି ଆପ ଜରିଆରେ ଆପଣ ଆପଣଙ୍କ ପରିବାର ସମସ୍ତ ସଦସ୍ୟଙ୍କ ଉପରେ ନଜର ରଖିପାରିବେ,ଜାଣନ୍ତୁ ଏହି ଆପ୍ଲିକେସନ ବିଷୟରେ ସବୁକିଛି

True Caller ନିଜର ଗ୍ରାହକଙ୍କ ପାଇଁ ଏକ କମାଲ ଆପ ଲଞ୍ଚ କରିଛି । ଯାହାର ନାମ ହେଉଛି Guardians app। ଏହି ଆପକୁ ଆପଣଙ୍କ ପର୍ସନାଲ ସେଫଟି ପାଇଁ ଲଞ୍ଚ କରାଯାଇଛି । ଏହି ଆପ ଦ୍ୱାରା ଆପଣ ନିଜର ପରିବାର ସଦସ୍ୟଙ୍କ ଉପରେ ପଲ ପଲ ନଜର ରଖିପାରିବେ । ଏହି ଆପକୁ ଖାଆସ କରି ଏମରଜେନ୍ସି ସେବା ପାଇଁ। ବ୍ୟବହାର କରାଯାଇଛି ।

True Caller guardians ଦ୍ୱାରା ମନେକର ଆପଣ କୁଆଡେ ଯାଉଛନ୍ତି ଓ ଆପଣ ଚାହୁଁଛନ୍ତି ଆପଣଙ୍କ ପିତାଙ୍କୁ ଏଥିରେ ଚିନ୍ତା ନହେଉ । ସେଥିପାଇଁ ଆପଣ ଏହି ଆପ ଦ୍ୱାରା ଆପଣଙ୍କ ପିତାଙ୍କ ପାଖକୁ ନିଜର ଲୋକେସନ ପଠାଇବା ଦ୍ୱାରା ଆପଣଙ୍କ ପିତା ଆପଣଙ୍କୁ ଲାଇଭ ଦେଖିପାରିବେ।

Google

True Callerର କହିବା ହେଉଛି ଏହି Guardians ଆପକୁ ତିଆରି କରିବାକୁ ପ୍ରାୟ 15 ମାସ ସମୟ ଲାଗିଥିଲା । ଏହି ଆପକୁ ଭାରତ ଓ ସ୍ଵିଡେନ ଡେଭଲପର ମିଳିତ ଭାବରେ ନିର୍ମାଣ କରିଛନ୍ତି । True Caller କହିଛି, କୌଣସି ବି ପରିସ୍ଥିତିରେ ଆପଣଙ୍କ ସିକ୍ୟୁରିଟିକୁ ଅନ୍ୟ ଥାର୍ଡ ପାର୍ଟି ସହିତ ଶେୟର କରାଯିବନାହିଁ ।

ଏହି Guardians ଆପକୁ ଆପଣ ନିଜର True Caller ଆଇଡି ଜରିଆରେ ଲଗ ଇନ କରିପାରିବେ । ଭେରିଫିକେସନ ପାଇଁ ଆପଣଙ୍କୁ ଓଟିପି ମିଳିବ । Guardians ସମ୍ପୂର୍ଣ୍ଣ ଭାବରେ ଫ୍ରି ଅଟେ ଓ ଆପଣଙ୍କୁ ଏଥିରେ ବିଜ୍ଞାପନ ମିଳିବନାହିଁ।

Google

କିଛି ଦିନରେ ଆପଣଙ୍କୁ truecaller ଆପ ଜରିଆରେ ହିଁ Guardians ଆପକୁ ଡାଉନଲୋଡ଼ କରିବାପାଇଁ ଏକ ଶର୍ଟ କଟ ବଟନ ମିଳିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *