ଘରର କବାଟ ସାମ୍ନାରେ ବସିଥିଲା ପ୍ରେମିକା,ପ୍ରେମୀକ ଘର ଲୋକଙ୍କ ସହ ତାଲା ଲଗାଇକି ଫେ-ରା-ର,ଜାଣନ୍ତୁ ପୁରା ଖବର

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଏକ ପ୍ରେମିକା ନିଜ ପ୍ରେମୀର ଘରର କବାଟ ସାମ୍ନାରେ ଧାରଣା ଦେଇ ବସିଥିଲା|ଅପ୍ରତ୍ୟାଶିତ ଘ-ଟ-ଣାକ୍ରମରେ ଡରରେ ପୁଅ ଓ ଝିଅକୁ ପରିଜନ ତାଲା ମା-ରି ପଳେଇଗଲେ|

ରାତି ପ୍ରାୟ ୧.୩୦ ପର୍ଯ୍ୟନ୍ତ ଗାଁରେ ଚର୍ଚ୍ଚା ପରେ ବହୁତ ଭିଡ ଜମିଥିଲା|ଏହା ମଧ୍ୟରେ ପ୍ରେମୀ ଓ ତାଙ୍କର ପରିଜନ ଫେରିଥିଲେ|ପ୍ରମିକାକୁ ସେପର୍ଯ୍ୟନ୍ତ ବସିଥିବା ଦେଖି ସମସ୍ତେ ଫେରିବାକୁ ଯାଉଥିଲା ବେଳେ ସମ୍ଭ୍ରାନ୍ତ ଲୋକମାନେ ତାଙ୍କୁ ବୁଝାଇଲେ ଓ ପୋ-ଲିସ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ|ବହୁ ବା-ଦବି-ବାଦ ପରେ ସେଠାରେ ରାତିସାରା ପଡିରହିଥିବା ପ୍ରେମିକା ସେତେବେଳେ ମାନିଲା ଯେତେବେଳେ ପ୍ରେମୀ ତାକୁ ନିକାହ କଲା|

Google

ପ୍ରକୃତରେ ବିହାର ଜିଲ୍ଲା କଟିହାରର ୨୫ ବର୍ଷୀୟ ଯୁବତୀ ଶୀଶଗଡର ଏକ ଗାଁରେ ନିଜ ଵଡଭଉଣୀ ଘରକୁ ଅତିଥି ଭାବେ ଆସିଥିଲା|ସେହି ଦିନ ଶାହିକ୍ଷେତ୍ର ଗାଁର ଧନେଲିର ଯୁବକ ମଧ୍ୟ ସେଠାକୁ ବନ୍ଧୁଭାଵରେ ଆସିଥିଲା|ସେଠାରେ ଦୁହିଁଙ୍କ ଆଖିରେ ଆଖି ମିଶିଲା ଓ ପ୍ରେମ ଆରମ୍ଭ ହୋଇଥିଲା|

ଆ-ରୋ-ପ ରହିଛି ଯେ ପ୍ରେମୀ ବିବାହ ପ୍ରତିଶ୍ରୁତି ଦେଇ ତାକୁ ଘରୁ ଆଣିଥିଲା ଓ ବହୁଦିନ ଦୂରାଚାର ଫଳରେ ହରିୟାଣାର ସମ୍ପର୍କୀୟଙ୍କ ଘରକୁ ନେଇଗଲା|କିଛିଦିନ ରହିବା ପରେ ତାଙ୍କୁ ନିଜ ଭଉଣୀ ଗାଁରେ ଛାଡିଆସିଲା|ଝିଅର ଆ-ରୋ-ପ ଥିଲା ଯେ ସେ ନିକାହର ପ୍ରତିଶ୍ରୁତି ପାଇଲା ନାହିଁ|

ପ୍ରେମିକା ଯେତେବେଳେ ଫୋନ କରେ ସେ ସିଧାସଳଖ କଥା ହେଉନଥିଲା|ପ୍ରେମିକା ପୋ-ଲିସରେ ଅଭି-ଯୋଗ କଲେ କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପ୍ରେମିକା ଘର ସାମ୍ନାରେ ଧାରଣା ଦେଇଥିଲେ|ଯୁବତୀ ଧାରଣା ଦେବା ଫଳରେ ପ୍ରେମୀର ପରିଜନ ଘରେ ତାଲା ଲଗେଇକି ପଳେଇଗଲେ|

Google

ଯୁବତୀ ୧୧୨ ଡାଏଲ କରି ପୋଲିସକୁ କହିବାରୁ ସେ ଓଲଟା ଯୁବତୀଙ୍କୁ ଘରକୁ ଯିବାକୁ କହିଲା , କିନ୍ତୁ ଯୁବତୀ ସେଠାରୁ ହଲି ନଥିଲେ|ରାତି ପ୍ରାୟ ଦେଢଟା ହୋଇଗଲା|ଝିଅ ବସିଥିବାରୁ ବହୁତ ଗ୍ରାମୀଣ ଲୋକ ରୁଣ୍ଢ ହୋଇଥିଲେ|ଏହା ମଧ୍ୟରେ ପ୍ରେମୀର ପରିଜନ ଫେରିଲେ|ଫଳରେ ଗ୍ରାମର ଲୋକମାନେ ପରିବାର ଲୋକଙ୍କୁ ବୁଝାଇବା ଫଳରେ ନିକାହ ପାଇଁ ରାଜି ହୋଇଥିଲେ|ଏହାପରେ ମୈଲବୀକୁ ଡକାଗଲା ଓ ପ୍ରେମୀ ପ୍ରେମିକାର ଭଉଣୀ ଘରେ ନିକାହ କରାଗଲା|ଏହାପରେ ଖୁସିରେ ବରକୁ ବିଦାୟ ଦିଆଗଲା|ପ୍ରେମ,ଧାରଣା,ନିକାହର ପୂରା ମା-ମଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଗଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *