ନାବାଳିକ କଲେ ଆ-ତ୍ମହ-ତ୍ୟା,ନୋଟରେ ଲେଖିଥିଲେ’ମୁଁ ଚାହୁଁଛି ମୋ ବିବାହ ଏକ ପୁଅ ସହ ହେଉ,କିନ୍ତୁ ତାହା ହୋଇ ପାରିଲା ନାହିଁ’,ଜାଣନ୍ତୁ ପୁରା ଘ-ଟଣା

ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରେ ଏକ କିଶୋର ବିବାହ କାରଣରୁ ଆ-ତ୍ମହ-ତ୍ୟା କରିଛନ୍ତି|ମୃ-ତ୍ୟୁ ପୂର୍ବରୁ ସେ ଏକ ଆ-ତ୍ମହ-ତ୍ୟା ନୋଟ ଲେଖିଥିଲେ|ଯାହା ଫଳରେ ଆ-ତ୍ମହ-ତ୍ୟାର କାରଣ ଜଣା ପଡିଥିଲା|ଆ-ତ୍ମହ=ତ୍ୟା ନୋଟରେ ଲେଖିଥିଲେ ଯେ ସେ ଚାହୁଁଥିଲେ ତାଙ୍କର ବିବାହ ଏକ ପୁଅ ସହ ହେଉ କିନ୍ତୁ ଏହା ନହେବାରୁ ମୃ-ତ୍ୟୁବରଣ କଲେ|ଆ-ତ୍ମହ-ତ୍ୟା କରିଥିବା ପୁଅର ବୟସ ୧୭ ବର୍ଷ ଥିଲା ଓ ସେ ନାବାଳକ ଥିଲା|ପୋ-ଲି-ସ ଏବେ ମାମ-ଲାର ତ-ଦନ୍ତ କରୁଛି|

ଖବର ଅନୁଯାୟୀ ବିରଧା ଚୈକ କ୍ଷେତ୍ରରେ ନାବାଳକଙ୍କ ପିତାଙ୍କ କିରାନା ଦୋକାନ ରହିଛି|ଘର ଲୋକମାନେ ତାର ବିବାହ ପାଇଁ ଯୋଜନା କରୁଥିଲେ କିନ୍ତୁ ସେ ପ୍ରସ୍ତୁତ ନଥିଲା|ସେ ବହୁବାର ନିଜ ଘର ଲୋକଙ୍କୁ ବୁଝାଇଥିଲା,କିନ୍ତୁ ଘର ଲୋକ ବୁଝି ନଥିଲେ|ଏହା ଫଳରେ ତଙ୍ଗ ହୋଇ ଏହି ରାସ୍ତା ବାଛିଥିଲା ଓ ଜୀବନ ହାରି ଦେଇଥିଲା|ମରିବା ପୂର୍ବରୁ ମିଳିଥିବା ପତ୍ର ଅନୁସାରେ ସେ ଝିଅ ସହ ବିବାହ କରିବାକୁ ଚାହୁଁନଥିଲା,ଏହି କଥା କାହାକୁ ବୁଝା ପଡୁନଥିଲା|

Google

ସୋମବାର ଦିନ ମ-ରିଥିବା ଏହି ପିଲା ଦିନ ସାରା ନିଜ ବାପାଙ୍କ ଦୋକାନରେ ବସିକି ବିକ୍ରିବଟା କରୁଥିଲେ|ବିଳମ୍ବିତ ସନ୍ଧ୍ୟାରେ ଖାଦ୍ୟ ଖାଇଲା ଓ ପାଖାପାଖି ରାତି ୯ଟାରେ ସୋଇବାକୁ କୋଠରୀକୁ ଗଲା|ଯେତେବେଳେ ଆସନ୍ତାଦିନ ମଙ୍ଗଳବାର ସକାଳେ ନଉଠିବାରୁ ଘ୍ ଲୋକମାନେ କବାଟ ଖଟଖଟ କଲେ|କୈାଣସି ପ୍ରତ୍ୟୁତର ନମିଳିବାରୁ ଅନ୍ୟ ଲୋକମାନଙ୍କ ସହ କବାଟ ଫାଡିଥିଲେ|ଭିତରେ ପୁଅର ଶ-ବ ଫା-ଶୀରେ ଝୁଲୁଥିଲା ଓ ପାଖରେ ସିଲିଣ୍ଡର ପଡ଼ିଥିଲା|କୁହାଯାଉଛି ଯେ ସିଲିଣ୍ଡର ଉପରେ ଠିଆ ହୋଇ ଫା-ଶୀ ଲଗାଇଥିଲା|

ଘର ଲୋକମାନେ ପୋ-ଲିସକୁ ତୁରନ୍ତ ଫୋନ କରିଥିଲେ|ଏହା ପରେ ପୋ-ଲିସ ଆସିକି ରୁମରେ ତ-ଦନ୍ତ କରିଥିଲା|ପୋ-ଲିସ ଏକ ଆ-ତ୍ମହ-ତ୍ୟା ନୋଟ ଜ-ବତ କରିଥିଲା|ଏଥିରେ ଲେଖାଥିଲା ଯେ ସେ ବିବାହ କରିବାକୁ ଚାହୁଁନଥିଲା|ସେ ଏକ ସୁନ୍ଦର ପୁଅ ଓ ସେ ଜଣେ ପୁଅକୁ ବିବାହ କରିବାକୁ ଚାହୁଁଥିଲେ|ସୁନ୍ଦର ପୁଅକୁ ଦେଖି ସେ ଆକର୍ଷିତ ହେଉଥିଲା|ତାର ବିବାହ ପୁଅ ସହ ନହେବାରୁ ସେ ମୃ-ତ୍ୟୁବରଣ କରିଥିଲେ|

Google

ଏହି ପୁରା ଘଟ-ଣାର ତଥ୍ୟ ଦେଇ ବିରଧା ଚୈକି ପ୍ରଭାରୀ ଦୟାଶଙ୍କର ସିଂହ କହିଛନ୍ତି ବନ୍ଧୁବାନ୍ଧବ ପୁଅର ବିବାହ ଠିକ୍ କରିଥିଲେ କିନ୍ତୁ ସେ ବିବାହ କରିବାକୁ ଚାହୁଁନଥିଲା|ଆ-ତ୍ମହ-ତ୍ୟା ନୋଟରେ ଏହି ତଥ୍ୟ ମିଳିଥିଲା|ଏଥିରେ ଲେଖାଥିଲା ଯେ ସେ ପୁଅଙ୍କ ପ୍ରତି ଆକର୍ଷିତ ହେଉଥିଲା ଓ ପୁଅକୁ ବିବାହ କରିବାକୁ ଚାହୁଁଥିଲା|ଏହା ନହେବାରୁ ସେ ଆ-ତ୍ମହ-ତ୍ୟା କରିଥିଲା|ପୋ-ଲିସ ଶ-ବକୁ ପୋ-ଷ୍ଟମ-ର୍ଟମ ପାଇଁ ପଠେଇଛି|ମୃ-ତକଙ୍କ ତାଉ ମଧ୍ୟ କହିଛନ୍ତି ଯେ ପିଲା ବିବାହ ପାଇଁ ରାଜି ହେଉନଥିଲା ଫଳରେ ଏପରି ଆ-ତ୍ମହ-ତ୍ୟା କରିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *