ମହେନ୍ଦ୍ର ସିଂ ଧୋନିଙ୍କ କାର୍ଯ୍ୟକ୍ରମରେ ହଙ୍ଗାମା,ପୋ-ଲିସ ପ୍ରଶଂସକଙ୍କ ଉପରେ ପକାଇଲା ଲାଠି ପ୍ରହାର,ଜାଣନ୍ତୁ ପୁରା ଖବର

ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବେ ରାଜସ୍ଥାନର ଏକ ଜଲ୍ଲୋରରେ ଏକ ସ୍କୁଲର ଲୋକାର୍ପଣ କରିବାକୁ ଆସିଥିଲେ,ଯେଉଁଠାରେ ପ୍ରଶଂସକ ଧୋନିଙ୍କୁ ଦେଖିକି ବେକାବୁ ହୋଇଥିଲେ ଯାହାଫଳରେ ପୋ-ଲିସକୁ ହାଲକା ଲାଠି ଚାର୍ଜ କରିବାକୁ ପଡ଼ିଥିଲା|ଏହି କାରଣରୁ ଧୋନି ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ରହିବା ପରେ ସଡକ ମାର୍ଗରେ ଅହମଦାବାଦ ଯାଇଥିଲେ|

ସୂଚନା ଅନୁସାରେ ଧୋନି ଆଜି ଏକଦିବସୀୟ ଗସ୍ତରେ ଜଲ୍ଲୋର ଆସିଥିଲେ|ଏଠାରେ ପହଞ୍ଚିବା କ୍ଷଣି ରାଜସ୍ଥାନ ଗୁଜୁରାଟ ବ-ର୍ଡ-ରରେ ନୈନବାରେ ଜୋରଦାର ସ୍ୱାଗତ କରିଥିଲେ|ଏଠାରୁ ଧୋନୀ ସଡକ ମାର୍ଗରେ ଜାଖଲ ଗାଁ ଯାଇଥିଲେ, ଯେଉଁଠାରେ ତାଙ୍କ ଆସିବା ଖବର ପାଇ ମଧ୍ୟ ହଜାର ହଜାର ପ୍ରଶଂସକ ଏକତ୍ରିତ ହୋଇଥିଲେ|ଧୋନି ଜାଖଲ ପହଞ୍ଚି ଏଠାରେ ନିର୍ମିତ ବିଦ୍ୟାଳୟର ଲୋକାର୍ପିତ କରିଥିଲେ|

ଧୋନିଙ୍କ ଏକ ଝଲକ ପାଇବା ପାଇଁ ଓ ତାଙ୍କ ସହ ମିଳିବା ପାଇଁ ପ୍ରଶଂସକ ଧସ୍ତାଧସ୍ତି ହୋଇଥିଲେ|ଏହା ଫଳରେ ଭିଡ ଅନିୟନ୍ତ୍ରିତ ହୋଇଗଲା|ଯେତେବେଳେ ପୋ-ଲିସର ଅପିଲ ଭିଡ ଉପରେ କୈାଣସି ପ୍ରଭାବ ପକାଇ ନଥିଲା ତେଣୁ ପୋଲିସ ଲାଠିଚାର୍ଜ ଫଳରେ ଘଟ-ଣାସ୍ଥଳରୁ ଲୋକଙ୍କ ଭିଡ କମିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *