ପ୍ରଥମେ ଚୋ-ରି କରିଥିବା କାରକୁ ବିକ୍ରି କଲା, ତା’ପରେ ପୁଣି ସେହି କାରକୁ ଚୋ-ରାଇ ନେଇଗଲା ଏହି ଚୋ-ର,ଜାଣନ୍ତୁ ପୁରା ଘ-ଟଣା

ତାର ଟୋପି ତା ମୁଣ୍ଡରେ ବୋଲି କହିବା କଥାକୁ ତ ଆପଣ ନିଶ୍ଚୟ ଶୁଣିଥିବେ | ଏହି କଥାଟିକୁ ଗୋଟିଏ ଚୋ-ର ସତ କରି ଦେଖାଇଦେଲା | ବ୍ୟକ୍ତିଜଣକ ପ୍ରଥମେ କାର ଚୋ-ରି କଲେ | ତା’ପରେ ସେହି କାରକୁ ଜଣେ ଲୋକଙ୍କୁ ବିକ୍ରି କରିଦେଲେ | ପୁଣି ଆଉ ଥରେ ସେହି କାରକୁ ଚୋ-ରି କରିନେଲା | ଆରେ… ମୁଁ ପଚାରୁଛି, ଏଠି କଣ ଚାଲିଛି ?

ପୁରା ମାମ-ଲାଟି କ’ଣ ?

ଟାଇମ୍ସ ନାଓ ଅନୁଯାୟୀ, ଏହି ମାମ-ଲାଟି ଗାଜିଆବାଦରୁ ଆସିଛି। ସାଇବର ସେଲ ଚୋ-ରି ହୋଇଥିବା କାରକୁ OLX ରେ ବିକ୍ରି ତାକୁ ପୁଣିଥରେ ଚୋ-ରି କରିଥିବା ଚୋ-ରକୁ ଗି-ରଫ କରାଯାଇଛି | ପୋ-ଲି-ସ ହିଁ କହିଛି ଯେ ଅଭି-ଯୁକ୍ତ ପୁଣିଥରେ ସେହି କାରକୁ ବିକ୍ରି କରିବାକୁ ପ୍ରସ୍ତୁତି କରୁଥିଲା। ବୈଗନଆର କାରକୁ ପୁନରୁଦ୍ଧାର କରିବା ସହିତ ଚୋ-ରର କିଛି ସହଯୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ସିସିଟିଭିରୁ ଜଣାପଡ଼ିଲା ସତ :-

ଅମରୋହାର ଆମଦପୁର ଥାନା କ୍ଷେତ୍ରର ଦେହରୀ ଗୁର୍ଜର ଗାଁର ବାସିନ୍ଦା ପ୍ରଶାନ୍ତ ତ୍ୟାଗୀ ହିଁ ସେହି ବ୍ୟକ୍ତି ଅଟନ୍ତି, ଯିଏକି ଏହି ମାମ-ଲାରେ ଅଭି-ଯୁକ୍ତ ଅଟନ୍ତି। ପ୍ରଥମେ ସେ ଏହି କାରକୁ ଅନଲାଇନରେ ଆଡ ଦେଇଥିଲେ |ଏହା ପରେ ସେ ଅମନ ନାମକ ଜଣେ ବ୍ୟକ୍ତିଙ୍କୁ 1.4 ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ । ବାସ୍ତବରେ, ଅମନ ଏହି କାର ମେକାନିକକୁ ଠିକ କରିବାକୁ ଦେଇଥିଲେ | ସେଠାରୁ ହିଁ ପ୍ରଶାନ୍ତ ଏହାକୁ ଚୋ-ରି କରି ନେଇ ଯାଇଥିଲା । ଏହି କଥାର ସୂଚନା ସିସିଟିଭି ଫୁଟେଜ ମାଧ୍ୟମରେ ମିଳିଲା ​​|

Google

ପାଞ୍ଚଥର ବିକ୍ରି କରାଯାଇଛି ଏହି କାର :-

ପ୍ରଶାନ୍ତ ପୋ-ଲିସକୁ ଏହା ମଧ୍ୟ କହିଛନ୍ତି ଯେ ଏହି କାରକୁ ସେ ପାଞ୍ଚଟି ଅଲଗା ଅଲଗା ସ୍ଥାନରେ ବିକ୍ରି କରିଥିଲେ । ସେ କାରକୁ ବିକ୍ରି କରି ଏକ ସପ୍ତାହ ମଧ୍ୟରେ ହିଁ ତାକୁ ଚୋ-ରି କରି ନେଇଯାଉଥିଲେ | ତାଙ୍କ ପାଖରୁ କିଛି ଫେକ ପାନ କାର୍ଡ ଏବଂ ଫେକ ଆଧାର କାର୍ଡ ମଧ୍ୟ ମିଳିଛି।

ଲକଡାଉନରେ କରିବାକୁ ଆରମ୍ଭ କଲା ଏହି କାମ :-

ଯେତେବେଳେ ପୋ-ଲିସ ଯାଞ୍ଚ କଲା, ସେତେବେଳେ ଜଣାପଡ଼ିଲା ଯେ ଏହି କାରଟି ନୋଏଡା ବାସିନ୍ଦା ଟ୍ରାନ୍ସପୋର୍ଟର ନିର୍ମଳଙ୍କର ଅଟେ। ପ୍ରଶାନ୍ତ ପୂର୍ବରୁ ନିର୍ମଳଙ୍କ ଟ୍ରକ ଚଳାଉଥିଲେ। ପ୍ରଶାନ୍ତଙ୍କ ଭାଇ ମୁନେନ୍ଦ୍ର ନକଲି ଦଲିଲ ପ୍ରସ୍ତୁତ କରି ଚୋ-ରି ହୋଇଥିବା ଗାଡିକୁ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ବର୍ଷ ହେଲାଣି ଜେ-ଲରେ ଅଛନ୍ତି। ପୋ-ଲିସକୁ ସେ କହିଛନ୍ତି ଯେ ଲକଡାଉନରେ ଚାକିରି ଚାଲିଯିବା ପରେ ସେ ବହୁତ ଅସୁବିଧାରେ ଥିଲେ। ସେଥିପାଇଁ ସେ ଭାଇଙ୍କ ପରି କାମ କରିବା ଆରମ୍ଭ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *