ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରୋଡ଼ ସେଫଟି ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ସହିତ ଜଡିତ ସମସ୍ତ ସୂଚନା

ସଡ଼କ ଯାତାୟାତ ସମ୍ବନ୍ଧୀ ନିୟମକୁ ଜାଗୃକତା ବନାଇବା ପାଇଁ ରୋଡ଼ ସେଫଟି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବିଗତବର୍ଷ ଏହି ସିରିଜ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା କିନ୍ତୁ ଏଥର ମ୍ୟାଚ ରାୟପୁର ସହୀଦ ବୀର ନାରାୟଣ ସିଂହ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯିବ । ଆସନ୍ତୁ ଜାଣିବା ଟୁର୍ଣ୍ଣାମେଣ୍ଟ ସହ ଜଡିତ ସମସ୍ତ ସୂଚନା ବିଷୟରେ ।

କେବେ ହେବ ଟୁର୍ଣ୍ଣାମେଣ୍ଟ :-

Google

ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 5 ତାରିଖରୁ 21 ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ ।

ଲିଗ ଷ୍ଟେଜ- 5 ମାର୍ଚ୍ଚ ରୁ 16 ମାର୍ଚ୍ଚ ପର୍ଯ୍ୟନ୍ତ ହେବ ।

ସେମି ଫାଇନାଲ୍- 17 ମାର୍ଚ୍ଚ

ଫାଇନାଲ୍- 21 ମାର୍ଚ୍ଚ

ସମ୍ପୂର୍ଣ୍ଣ ସେଡ୍ୟୁଲ :-

5 ମାର୍ଚ୍ଚ: ଇଣ୍ଡିଆ ଲେଜେଣ୍ଡସ ବନାମ ବାଂଲାଦେଶ ଲେଜେଣ୍ଡସ

6 ମାର୍ଚ୍ଚ: ଶୀଲଙ୍କା ଲେଜେଣ୍ଡସ ବନାମ ୱେଷ୍ଟଇଣ୍ଡିଜ ଲେଜେଣ୍ଡସ

7 ମାର୍ଚ୍ଚ: ଇଂଲଣ୍ଡ ଲେଜେଣ୍ଡସ ବନାମ ବାଂଲାଦେଶ ଲେଜେଣ୍ଡସ

8 ମାର୍ଚ୍ଚ: ସାଉଥଆଫ୍ରିକା ଲେଜେଣ୍ଡସ ବନାମ ଶ୍ରୀଲଙ୍କା ଲେଜେଣ୍ଡସ

9 ମାର୍ଚ୍ଚ: ଇଣ୍ଡିଆ ଲେଜେଣ୍ଡସ ବନାମ ଇଂଲଣ୍ଡ ଲେଜେଣ୍ଡସ

10 ମାର୍ଚ୍ଚ: ବାଂଲାଦେଶ ଲେଜଣ୍ଡସ ବନାମ ଶ୍ରୀଲଙ୍କା ଲେଜେଣ୍ଡସ

11 ମାର୍ଚ୍ଚ: ଇଂଲଣ୍ଡ ଲେଜେଣ୍ଡସ ବନାମ ସାଉଥ ଆଫ୍ରିକା ଲେଜେଣ୍ଡସ

12 ମାର୍ଚ୍ଚ: ବାଂଲାଦେଶ ଲେଜେଣ୍ଡସ ବନାମ ୱେଷ୍ଟଇଣ୍ଡିଜ ଲେଜେଣ୍ଡସ

13 ମାର୍ଚ୍ଚ: ଇଣ୍ଡିଆ ଲେଜେଣ୍ଡସ ବନାମ ସାଉଥ ଆଫ୍ରିକା ଲେଜେଣ୍ଡସ

14 ମାର୍ଚ୍ଚ: ଶ୍ରୀଲଙ୍କା ଲେଜେଣ୍ଡସ ବନାମ ଇଂଲଣ୍ଡ ଲେଯେଣ୍ଡସ

15 ମାର୍ଚ୍ଚ: ସାଉଥ ଆଫ୍ରିକା ଲେଜେଣ୍ଡସ ବନାମ ବାଂଲାଦେଶ ଲେଜେଣ୍ଡସ

16 ମାର୍ଚ୍ଚ: ଇଂଲଣ୍ଡ ଲେଜେଣ୍ଡସ ବନାମ ୱେଷ୍ଟଇଣ୍ଡିଜ ଲେଜେଣ୍ଡସ

17 ମାର୍ଚ୍ଚ: ପ୍ରଥମ ସେମିଫାଇନାଲ- ସନ୍ଧ୍ୟା 7 ଘଟିକା

19 ମାର୍ଚ୍ଚ: ଦ୍ଵିତୀୟ ସେମିଫାଇନାଲ- ସନ୍ଧ୍ୟା 7 ଘଟିକା

21 ମାର୍ଚ୍ଚ: ଫାଇନାଲ- ସାନ୍ଧ୍ୟ 7 ଘଟିକା

Google

ମ୍ୟାଚ କେମିତି ଦେଖିବେ ? :

ଏହାକୁ ଆପଣ ଟିଭି ଦ୍ୱାରା କଲର ସିନେପ୍ଲେକ୍ସ ଓ କଲର ରିସ୍ତେରେ ଲାଇଭ ଦେଖିପାରିବେ । ଏଥିସହ ଅନଲାଇନ ଆପଣ ଭୂଟ୍ ଆପ ଓ ଜିଓ ଟିଭିରେ ଆନନ୍ଦ ନେଇପାରିବେ।

ଇଣ୍ଡିଆ ଲେଜେଣ୍ଡସ:-

ସଚିନ ତେନ୍ଦୁଲକର, ବିରେନ୍ଦର ସେହୱାଗ, ଯୁବରାଜ ସିଂ, ଜହିର ଖାନ, ମହମ୍ମଦ କୈଫ, ଇରଫାନ ପଠାନ, ନୋଏଲ ଡେଭିଡ, ମୁନାଫ ପଟେଲ, ମନପ୍ରୀତ ଗନି, ନମନ ଓଝା, ପ୍ରଜ୍ଞାନ ଓଝାଏବଂ ୟୁସୁଫ ପଠାନ।

ଦକ୍ଷିଣ ଆଫ୍ରିକା ଲେଜେଣ୍ଡସ :-

ଜଣ୍ଟି ରୋଡସ୍, ଆଣ୍ଟୋନି, ବୋଜେ, ମର୍ନେ ୱେନ ବିକ, ଗାର୍ନେଟ କ୍ରୁଗର, ରୋଜର ଟେଲିମାଚସ୍, ଜଷ୍ଟିନ କ୍ୟାମ୍ପ, ଆଲଭିରୋ ପିଟରସନ, ଆଣ୍ଡ୍ରିୟୁ ପୁଟିକ, ଥାଣ୍ଡି ତଶବଲ, ଲୁଟ୍ସ ବୋସମାନ, ଲିଲୋଡ ନୋରିସ ଜୋନ୍ସ, ଜାଣ୍ଡର ଡି ବ୍ରୁଇନ ଏବଂ ମୋଣ୍ଡେ ଜୋଣ୍ଡେକି

ଇଂଲଣ୍ଡ ଲେଜେଣ୍ଡସ:-

କେଭିନ ପିଟରସେନ, ଓଏସ ଶାହା, ମଣ୍ଟି ପାନେସର, ନିକ କମ୍ପପଟନ, କ୍ରିସ ଟ୍ରେମଲେଟ, କବୀର ଅଲି, ସାଜିଦ ମେହମୁଦ, ଫିଲ୍ ସୋରିଷ, କ୍ରିସ ସ୍କୋଫିଲ୍ଡ, ଜେମ୍ସ ଟ୍ରିଡୱେଲ, ଜୋନାଥନ ଟ୍ରଟ, ରିଆନ ସାଇଡବଟମ, ଓସମାନ ଆଫଜଲ, ମାଥ୍ୟୁ ହଗଗାର୍ଡ ଏବଂ ଜେମ୍ସ ଟିଣ୍ଡଲ

ବାଂଲାଦେଶ ଲେଜେଣ୍ଡସ :-

ଅବଦୁର ରଜାକ, ଖାଲିଦ ମେହମୁଦ, ନାଫି ଇକବାଲ, ମହମ୍ମଦ ରଫିକ୍, ଖାଲିଦ ମାସୁଦ, ହାନାନ ସାର୍କ, ଜାଭେଦ୍ ଓମାର, ରଜିନ ସାଲେହ, ମେହରାବ ହୁସେନ୍, ଆଫତାବ ଅହମ୍ମଦ, ଆଲାମଗିର କବୀର, ମହମ୍ମଦ ସରିଫ, ମୁଶଫିକୁର ରହମାନ ଏବଂ ମାମୁନ ଉର ରସିଦ

ୱେଷ୍ଟଇଣ୍ଡିଜ ଲେଜେଣ୍ଡ:-

ବ୍ରାଏନ୍ ଲାରା, ପେଡ୍ରୋ କଲିନ୍ସ, ନରସିଂହ ଦେଓନାରିନ୍, ଟିନୋ ବେଷ୍ଟ, ରିଡଲେ ଯାଦବ, ସୁଲେମାନ ବେନେ, ଦିନାଥ ରାମନାରାୟଣ, ଆଡାମ ସାନଫୋର୍ଡ, ୱିଲିୟମ ପର୍କିନ୍ସ, କାର୍ଲ ହୁପର, ଡୱେନ ସ୍ମିଥ, ରିଆନ ଅଷ୍ଟିନ ଏବଂ ମହେନ୍ଦ୍ର ନାଗାମୁଟୁ |

ଶ୍ରୀଲଙ୍କା ଲେଜେଣ୍ଡସ:-

ଜୟସୁରିୟା, ତରଙ୍ଗା, ଦିଲଶାନ୍, କୁଲାସେକରା, ଚାମରା ସିଲଭା, ଚିଣ୍ଟାକା ଜୟସିଂହେ, ଥାଇଲନ୍ ତୁଶାରା, ଦାମିକା ପ୍ରସାଦ, ହେରାଥ, କାପୁଗେଡାରା, ଦୁଲାନଜାନା ଜିଜେସିଙ୍ଗେ, ରସେଲ ଆର୍ନୋଲ୍ଡ, ଅଜନ୍ତା ମେଣ୍ଡିସ୍, ଫରଭେଜ ମହରୁଫ ମଞ୍ଜୁଲା ପ୍ରସାଦ ମଲାଦଲା ମଲାଡଲା ।

Leave a Reply

Your email address will not be published. Required fields are marked *