ଜନି ଲିଭର ନିଜର ପିଲାଙ୍କ ସହିତ “ଡୋଣ୍ଟ ଟଚ ମି” ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ । ଦେଖନ୍ତୁ ଭିଡିଓ

ବଲିଉଡର ଫେମସ କମେଡିଆନ ଜନି ଲିଭରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ସେ ନିଜର ଝିଅ ଜେମି ଓ ପୁଅ ଜେସି ଲିଭରଙ୍କ ସହିତ ଡ୍ୟାନ୍ସ କରୁଥିଲେ । ସେ ଭିଡ଼ିଓରେ ଡୋଣ୍ଟ ଟଚ ମି ଗୀତରେ ନାଚୁଥିବାର ଦେଖାଯାଉଛି । ଏହି ଭିଡିଓକୁ ଲୋକମାନଙ୍କ ଦ୍ବାରା ବହୁତ ପସନ୍ଦ ମଧ୍ୟ କରାଯାଉଛି ।

Google

ଜନି ଲିଭରଙ୍କ ଭଳି ତାଙ୍କ ଝିଅ ଜେମି ଓ ପୁଅ ଜେସି ଲିଭର କମେଡି ସହିତ ଡ୍ୟାନ୍ସରେ ମଧ୍ୟ ମାହୀର ଅଟନ୍ତି । ଉଭୟ ନିଜର ଇଂଷ୍ଟାଗ୍ରାମରେ ନିଜର ଦର୍ଶକଙ୍କୁ ନିଜର ଡ୍ୟାନ୍ସ ଭିଡ଼ିଓ ପଠାଇଥାନ୍ତି କିନ୍ତୁ ପ୍ରଥମଥର ଏହା ହୋଇଛି ଯାହାକି ବାପା, ଝିଅ ଓ ପୁଅ ତିନିଜଣ ମିଳିତଭାବରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ଏହି ଭିଡ଼ିଓ ଦର୍ଶକଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି।

ଏହି ଭିଡ଼ିଓ ସହିତ ସେ କରୋନା ପ୍ରତି ସତର୍କତା ମେସେଜ ମଧ୍ୟ ଦେଇଛନ୍ତି । ସେ ନିଜର ଭିଡ଼ିଓ କ୍ୟାପ୍ସନରେ ଲେଖିଥିଲେ, ଭ୍ୟାକ୍ସିନ ନଆସିବା ପର୍ଯ୍ୟନ୍ତ “ଡୋଣ୍ଟ ଟଚ ମି” ମୋ ପିଲାମାନେ। ଝିଅ ଜେମି ଲିଭର ବାପାଙ୍କ ସହିତ କମେଡି ଭିଡ଼ିଓ ବନାଇଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *