୧୨ ମହଲାରୁ ଗଳିପଡିଲା ଝିଅ, ସୁପରମ୍ୟାନ ହୋଇ ଡେଲିଭରି ବୟ ଏଭଳି ବଞ୍ଚାଇଲେ ଜୀ-ବନ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓ ଭିଏତନାମର ଅଟେ ଏବଂ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭିଡିଓ ଅଟେ | ଏହି ଭିଡିଓରେ ୧୨ ମହଲାର ବାଲକୋନିରୁ ପଡୁଥିବା ୨ ବର୍ଷର ଝିଅକୁ ଜଣେ ଡେଲିଭରି ଡ୍ରାଇଭର ଧରିପକାଇ ଥିଲେ | ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରାଲ ହେଉଛି | ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଡ୍ରାଇଭରକୁ ପ୍ରଶଂସା କରୁଛନ୍ତି | ସୂଚନାନୁସାରେ, ଘଟ-ଣାଟି ସେତେବେଳେ ଘଟିଥିଲା, ​​ଯେତେବେଳେ ଜିନିଷ ଡେଲିଭରି କରିବାପାଇଁ ଜଣେ ଡ୍ରାଇଭର ନିଜ ଟ୍ରକରେ ଅପେକ୍ଷା କରିଥିଲେ, ଠିକ ସେତିକିବେଳେ ଗୋଟିଏ ଝିଅକୁ ବାଲକୋନି କୋଣରେ ଟାଙ୍ଗିହୋଇଥିବାର ଦେଖିଲେ ଏବଂ ଏହା ଦେଖିବା ମାତ୍ରେ ସେ ଧରିବାପାଇଁ ଗାଡ଼ିରୁ ବାହାରି ଆସିଲେ | ଯେମିତି ଝିଅଟିର ହାତ ଖସିଗଲା, ଠିକ ସେତିକିବେଳେ ଡ୍ରାଇଭର ଝିଅଟିକୁ ଧରିପକାଇ ଥିଲେ |

Google

ଦେଖନ୍ତୁ ଭିଡିଓ :-

ଡ୍ରାଇଭର କହିଛନ୍ତି ଯେ ” ସୌଭାଗ୍ୟବଶତଃ ଝିଅଟି ମୋ କୋଳରେ ପଡ଼ିଗଲା |’ ଏହି ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ସେହିପରି ଏହି ପୁରା ଘ-ଟଣା ସମୟରେ ଝିଅଟିର ପାଟିରୁ ର-କ୍ତ ମଧ୍ୟ ବାହାରିଥିଲା ​​ଏବଂ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ବର୍ତ୍ତମାନ ସେ ସୁସ୍ଥ ବୋଲି କୁହାଯାଉଛି | ଯେଉଁ ବିଲଡିଂରୁ ଝିଅଟି ଖସି ପଡିଥିଲା ​​ଏହାର ଉଚ୍ଚତା ୧୬୪ ଫୁଟ ହେବ ବୋଲି କୁହାଯାଉଛି | ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ଶେଷରେ ଝିଅଟିର ଜୀ-ବନ ବଞ୍ଚିଗଲା | ଯଦି ଡ୍ରାଇଭର ଠିକ ସମୟରେ ପହଞ୍ଚି ନଥାନ୍ତା, ତେବେ ଝିଅଟି ବଞ୍ଚିବା ଅସମ୍ଭବ ହୋଇଥାନ୍ତା |

ଏହି ଭିଡିଓ ଇଣ୍ଟରନେଟରେ ବହୁତ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି | ଝିଅଟିର ଜୀ-ବନ ବଞ୍ଚାଇଥିବା ଡ୍ରାଇଭର ନ୍ୟୁୟେନ ନଗୋସଙ୍କ ଏହି କାର୍ଯ୍ୟ ତାଙ୍କୁ ଲୋକମାନଙ୍କ ମଧ୍ୟରେ ହିରୋ କରିଦେଇଛି | ସୋସିଆଲ ମିଡିଆରେ ନ୍ୟୁୟେନ ନଗୋସଙ୍କୁ ବହୁତ ପ୍ରଶଂସା କରାଯାଉଛି | ଅନେକ ଲୋକ ତାଙ୍କୁ ଭଗବାନ ବୋଲି କହୁଛନ୍ତି ଏବଂ ଆଉ କିଛି ଲୋକ କହୁଛନ୍ତି ଯେ ହୁଏତ ଏହା ଏକ ବଡ ଦୁର୍ଘ-ଟଣା ଅଟେ, କିନ୍ତୁ ଖୁସିର କଥା ଯେ ଝିଅଟିର ଜୀ-ବନ ବଞ୍ଚିଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *