ଦେଖନ୍ତୁ ଭିଡ଼ିଓ : ନିଜ କାନ୍ଧ ଉପରେ ସ୍କୁଟି ରଖି ବୀଚ ରାସ୍ତାରେ ଚାଲିବାକୁ ଲାଗିଲା ଏହି ବ୍ୟକ୍ତି, ଲୋକମାନେ ଦେଖି ହୋଇଗଲେ ହଇରାଣ

ଇଣ୍ଟରନେଟରେ ଏକ ଭିଡ଼ିଓ ବହୁତ ଚର୍ଚ୍ଚା ହେବାକୁ ଲାଗିଛି । କାରଣ ଭିଡ଼ିଓରେ ବ୍ୟକ୍ତି ଜଣକ ନିଜ କାନ୍ଧରେ ସ୍କୁଟି ଉଠାଇ ଚାଲୁଛି, କୁହାଯାଉଛି ଏହି ଭିଡ଼ିଓଟି ହିମଚଳପ୍ରଦେଶ ର କୁଲୁ ଅଞ୍ଚଳର ଅଟେ । ବ୍ୟକ୍ତିର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଶେୟର କରାଯାଉଛି, କିଛି ଲୋକ ଏହାକୁ ଦେଶରେ ବଢୁଥିବା ପେଟ୍ରୋଲ ଓ ଡିଜେଲର ବିରୋଧ ଦୃଷ୍ଟିରେ ଦେଖୁଛନ୍ତି କିନ୍ତୁ ଏଯାଏଁ ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଏହି ଭିଡ଼ିଓଟି 30 ସେକେଣ୍ଡର ଓ ଏହାକୁ ସୋସିଆଲ ମିଡିଆରେ ବହୁତ ଶେୟର କରାଯାଇଛି । ଏହି ଭିଡ଼ିଓକୁ ପ୍ରଥମେ ଜଣେ ୟୁଟ୍ୟୁବର ୟୁଟ୍ୟୁବ ଚ୍ୟାନେଲରେ ପକାଇ ଲେଖିଥିଲେ କି, ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିବାରୁ କାନ୍ଧରେ ବୋହିନେବାକୁ ପଡୁଛି ଗାଡ଼ି । ଏହି ଘଟଣା ହିମଚଳପ୍ରଦେଶର ବୋଲି କୁହାଯାଉଛି ।

ସରିଯାଇଥିଲା ପେଟ୍ରୋଲ :-

ସେହିପରି ଜଣେ ଟ୍ୱିଟର ୟୁଜର୍ସ କହିଥିଲେ, ପେଟ୍ରୋଲ ଶେଷ ହୋଇଯିବାରୁ ବ୍ୟକ୍ତି ଜଣକ ନିଜ କାନ୍ଧରେ ସ୍କୁଟି ଉଠାଇ ଚାଲୁଛି ଓ ପେଟ୍ରୋଲ ପମ୍ପ ଏହାଠାରୁ 500 ମିଟର ଦୂରରେ ଅବସ୍ଥିତ। କୁହାଯାଉଛି ଏହି ଭିଡ଼ିଓଟି କୁଲୁର ଗ୍ୟାମନ ବ୍ରିଜ ପାଖର ଅଟେ।

ଭିଡ଼ିଓ ଭାଇରାଲ ହେଉଛି :-

ବର୍ତ୍ତମାନ ଜଣାପଡିନାହିଁ ଭିଡ଼ିଓଟି କେଉଁ ଦିନର ଓ ସେହି ବ୍ୟକ୍ତି ଜଣକ କିଏ ? କଣ ସତରେ ପେଟ୍ରୋଲ ଦର ବଢିଥିବାରୁ ବ୍ୟକ୍ତିଟି ଏହିପରି କରିଛି ? ଜଣାଇଦେଉଛୁ ଦେଶର କିଛି ରାଜ୍ୟରେ ପେଟ୍ରୋଲ ଦର ବର୍ତ୍ତମାନ 100 ଟଙ୍କା ଟପିଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *