ଦେଖନ୍ତୁ ଭିଡ଼ିଓ : ହାତରେ ଅଜଗର ସାପ ଧରି ରାସ୍ତାରେ ଚାଲୁଥିଲା ଏହି ଯୁବକ। ଏହା ପରେ ଝିଅମାନେ ଦେଲେ ଏମିତି ପ୍ରତିକ୍ରିୟା

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିରେ ଜଣେ ବ୍ୟକ୍ତି ନିଜ ହାତରେ ଅଜଗର ଓ କାନ୍ଧରେ ପାରା ଧରି ବୁଲୁଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଟିକଟକ ୟୁଜର୍ସ ହେଲେ ରବେନ ସିଗନାଲରେ ନିଜ ସାଙ୍ଗ ମାନଙ୍କ ସହିତ ଥିଲେ ଏହିସମୟରେ ଜଣେ ଯୁବକ ନିଜ ହାତରେ ଅଜଗର ଧରି ମଜା କରୁଥିଲେ ।

ଭିଡ଼ିଓଟିକୁ ପୋଷ୍ଟ କରିଥିବା ରବେନ ଦେଖିଥିଲେ କି, ଯୁବକଟି ନିଜ କାନ୍ଧରେ ହଳଦିଆ ରଙ୍ଗର ପାରା ଓ କାନ୍ଧରେ ଅଜଗର ଧରି ରାସ୍ତାରେ ମଜା କରୁଥିଲା ଓ ରବେନଙ୍କ ସାଙ୍ଗମାନେ ଏହା ଦେଖି ହସିବାକୁ ଲାଗିଲେ କାରଣ ଏହା ଦେଖିବାପରେ କାହାକୁ ବିଶ୍ୱାସ ହେଉନଥିଲା ।

ଯେତେବେଳେ ରାସ୍ତା ପାର ହେବାକୁ ଥିଲା ସେତେବେଳେ ଯୁବକଟି ଅଜଗର ସାପଟିକୁ ତଳେ ଥୋଇଥିଲା ଓ ଅନ୍ୟ ହାତରେ ଧରି ମୋବାଇଲ ଚଳାଇ ରାସ୍ତା ପାର ହୋଇଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଭିଡ଼ିଓ ଟିକଟକ ରେ ପୋଷ୍ଟ କରାଯାଇଥିଲା ଓ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାର ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ମଧ୍ୟ ଏହା ଭାଇରାଲ ହୋଇଥିଲା । ଏହାକୁ ଏପର୍ଯ୍ୟନ୍ତ 40 ହଜାର ଲାଇକ ମିଳିସାରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *