ବ୍ୟକ୍ତି ଜଣକ ଫିଲ୍ମ ଷ୍ଟାଇଲରେ ନିଜ ଗାର୍ଲଫ୍ରେଣ୍ଡକୁ କଲା ପ୍ରପୋଜ,ଆକାଶରେ ଉଡ଼ି ଉଡି ପିନ୍ଧାଇଲେ ମୁଦି, ଦେଖନ୍ତୁ ଭିଡ଼ିଓ

ଆଜିକାଲିର ଲୋକ ନିଜ ପ୍ରେମକୁ ନିଜର ପ୍ରିୟ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଉପାୟ ତ ବହୁତ ହଇରାଣ କରି ଦେବାପରି ଅଟେ । ସୋସିଆଲ ମିଡିଆରେ ଏମିତି ହିଁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତିଟି ଭିଡ଼ିଓରେ ଆକାଶରେ ଉଡି ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରୁଛି ଓ ଏହା ଲୋକଙ୍କ ଦ୍ୱାରା ବହୁତ ପସନ୍ଦ ମଧ୍ୟ କରାଯାଉଛି ।

ଏହିପରି ପ୍ରପୋଜ କରିବା ସବୁଠାରୁ ଅଲଗା ଥିଲା । ଆପଣ ରହି ଭିଡ଼ିଓ ରେ ଦେଖିପାରିବେ କି, କେମିତି ବ୍ୟକ୍ତିଟି ସ୍କାଏଡାଇଭିଂ ଜରିଆରେ ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରୁଛି। ଏହି ଭିଡ଼ିଓକୁ wingmansskydive ନାମକ ୟୁଜର୍ସ ଶେୟର କରି ଲେଖିଥିଲେ, ଦୁଇଜଣ କପଲ ସ୍କାଏଡାଇଭିଂ କରୁଥିଲେ ଓ ଏହିସମୟରେ ବ୍ୟକ୍ତିଟି ମୁଦି ବାହାର କରି ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ ।

ଏହି ଭିଡ଼ିଓକୁ ଲୋକମାନଙ୍କ ଦ୍ବାରା ବହୁତ ଭଲ ପାଇବା ମିଳୁଛି କାରଣ ଯେଉଁଭଳି ଉଡିବା ସମୟରେ ବ୍ୟକ୍ତିଟି ନିଜର ପ୍ରେମ ନିଜ ପ୍ରେମିକା ପାଖରେ ଜାହିର କରୁଛି ଏହା ଦେଖିଲେ ଆପଣ ବି ବହୁତ ପସନ୍ଦ କରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *