ବାହା ହେବ ବୋଲି ପ୍ରତିଶୃତି ଦେଇ ଘରୁ ନେଇଆସିଲେ ପ୍ରେମିକାଙ୍କୁ ଦିଲ୍ଲୀ, ପଇସା ଅଭାବ ହେବା ଯୋଗୁଁ ବନାଇଦେଲେ କ-ଲ-ଗା-ର୍ଲ,ଜାଣନ୍ତୁ ପୁରା ଘ-ଟ-ଣା

ଉତ୍ତରପ୍ରଦେଶର ନଏଡା ସେକ୍ଟର ୧୨ରେ ଥିବା ଏକ ଗେଷ୍ଟ ହାଉସରେ ପୋ-ଲି-ସ ରେଡ ମାରିଥିଲା ଓ ସେଠାରେ ଚାଲୁଥିବା ସେକ୍ସ ରାକେଟ ଉପରେ ପର୍ଦ୍ଦାଫାସ କରିଛି। ଏହି ସମୟରେ ପୋଲିସକୁ ଏଠାରେ କିଛି ଝିଅମାନେ ମିଳିଥିଲେ। ଯେଉଁଥିରେ ଦୁଇଜଣ ବିହାରୀ ଓ ଦୁଇଜଣ ପଶ୍ଚିମବଙ୍ଗର ଥିଲେ। ପୋଲିସ ସେହି ଝିଅମାନଙ୍କୁ ପଚାରିଥିଲା ଓ ଜାଣିବାକୁ ଚେଷ୍ଟା କରିଥିଲା ସେମାନେ ଏଠାକୁ ଆସିଲେ କିପରି। ଏହି ସମୟରେ ବିହାରର ଝିଅଜଣକ ପୋ-ଲି-ସ ସମ୍ମୁଖରେ କିଛି ଆଶ୍ଚର୍ଯ୍ୟକର ଖୁଲାସା କରିଥିଲେ। ପାଟଣାରେ ରହୁଥିବା ଏହି ଝିଅ ପୋଲିସକୁ କହିଲେକି ତାଙ୍କୁ ଧୋ-କା-ରେ ଦିଲ୍ଲୀ ଅଣାଯାଇଥିଲା ଓ ଏହି କାମ କରିବାକୁ ବାଧ୍ୟ କରାଯାଇଥିଲା।

ଝିଅଟିର କହିବା ମୁତାବିକ ସେ ଏକ ପୁଅକୁ ଭଲ ପାଉଥିଲା। ଓ ସେ ନିଜର ପ୍ରେମିକକୁ ବିବାହ କରିବାକୁ ଚାହୁଁଥିଲା। କିନ୍ତୁ ଘରଲୋକଙ୍କ ଡର କାରଣରୁ ସେ ନିଜର ପ୍ରେମିକଙ୍କ ଘରଛାଡି ପଳାଇଗଲେ। ପ୍ରେମିକ ଜଣକ ତାଙ୍କୁ ଦିଲ୍ଲୀ ନେଇଆସିଲେ। ଝିଅଟିର କହିବା ଅନୁସାରେ ପୁଅଟି ପ୍ରତିଜ୍ଞା କରିଥିଲାକି ସେମାନେ ଦିଲ୍ଲୀରେ ବିବାହ କରିନେବେ ଓ ଘରଲୋକ କାହାରିକୁ ଜଣାପଡିବ ନାହିଁ। କିନ୍ତୁ ଦିଲ୍ଲୀ ଆସିବା ପରେ ପୁଅଟି ନିଜର ଅସଲ ରୂପ ଦେଖାଇଦେଲା ଓ ତାଙ୍କୁ ଦେ-ହ-ଜୀ-ବୀ ଧନ୍ଦାରେ ନିଯୋଜିତ କରିଦେଲେ।

ପୀ-ଡି-ତା ପୋ-ଲି-ସ-କୁ କହିଲେକି ତାଙ୍କ ପ୍ରେମିକା ତାଙ୍କୁ ଏକ ବର୍ଷ ପୂର୍ବରୁ ଦିଲ୍ଲୀ ଆଣିଥିଲେ। ପାଟଣାରେ ପରିବାର ସଦସ୍ୟଙ୍କୁ ଖବର ମିଳିଯିବ। ଦିଲ୍ଲୀରେ ବିବାହ ପରେ ଏକାଠି ରହିବେ। ତା’ପରେ ଘରଲୋକମାନେ ମଧ୍ୟ ରାଜି ହୋଇଯିବେ। କିନ୍ତୁ ଦିଲ୍ଲୀ ଆସିବା ପରେ ଟଙ୍କା ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ତାଙ୍କୁ ଦେ-ହ-ଜୀ-ବୀ ରାକେଟ ଧନ୍ଦା ବ୍ୟବସାୟରେ ନିଯୋଜିତ କରିଦେଲେ। ପୀ-ଡି-ତା-ଙ୍କ ଅନୁସାରେ ସେ ଏଠାରୁ ବାହାରକୁ ଯିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ଏଥିରେ ସଫଳତା ହୋଇ ନଥିଲେ। ଏହି ସମୟରେ ପୁଅଟି ତାଙ୍କୁ ଧ-ମ-କ ଦେଇଥିଲାଯେ ଯଦି ସେ ଯିବାକୁ ଚେଷ୍ଟା କରିବେ ତେବେ ସେ ତାଙ୍କୁ ବ-ଦ-ନା-ମ କରିଦେବ। ତେବେ ପୀ-ଡି-ତା-ଜ-ଣ-କ ପ୍ରେମିକାଙ୍କୁ ଛାଡି ଦେଇଥିଲେ। କିନ୍ତୁ ସେ ଦେ-ହ-ଜୀ-ବୀ ବ୍ୟବସାୟରୁ ବାହାରି ପାରିଲେ ନାହିଁ।

କିଛିଦିନ ପରେ ନଏଡା ପୋଲିସ ସେକ୍ଟର ନମ୍ବର ୧୨ରେ ଏକ ଘର ଉପରେ ରେଡ କରିଥିଲା। ଅନେକ ଲୋକଙ୍କୁ ଆପତ୍ତିଜନକ ସ୍ଥିତିରେ ଧରା ଯାଇଥିଲା। ଏଠାରେ ସମୁଦାୟ ୭ଜଣ ଝିଅଙ୍କୁ ଧରା ଯାଇଥିଲା। ଯେଉଁଥିରେ ଦୁଇଜଣ ବିହାରୀ ଓ ଦୁଇଜଣ ପଶ୍ଚିମବଙ୍ଗରୁ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *