ବଲିଉଡ ଷ୍ଟାର ଅମିର ଖାଁଙ୍କ ସହିତ ୪ ଜଣଙ୍କୁ ଲି-ଗାଲ ନୋଟିସ ପଠାଇଲା କୋ-ର୍ଟ, ଜାଣନ୍ତୁ କଣ ପାଇଁ

ବଲିଉଡ ଷ୍ଟାର ମାନଙ୍କ ପାଇଁ ବଢିଲା ଅଡ଼ୁଆ। ବଲିଉଡ ଷ୍ଟାର ଆମୀର ଖାନଙ୍କ ସହିତ ୪ ଜଣଙ୍କୁ କୋ-ର୍ଟ ପଠାଇଲା ଲି-ଗାଲ ନୋଟିସ। ମଲ୍ହା ସମ୍ପ୍ରଦାୟର ଲୋକମାନଙ୍କୁ ଅପ-ମାନ କରିଥିବା ଅଭି-ଯୋଗରେ କୋ-ର୍ଟ ଏହି ନୋଟିସ ପଠାଇଛନ୍ତି।

ସୂଚନା ଅନୁସାରେ, ୨୦୧୮ ମସିହାରେ “ଠଗସ ଅଫ ହିନ୍ଦୁସ୍ତାନ” ଫିଲ୍ମ ରିଲିଜ କରାଯାଇଥିଲା। କିନ୍ତୁ, ଫିଲ୍ମ ରିଲିଜ ହେବା ପୂର୍ବରୁ ବେଶ ଚର୍ଚ୍ଚାରେ ରହିଥିଲା। ତେବେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହଲିଉଡ ଫିଲ୍ମ “ପାଇରଟସ ଅଫ ଦି କ୍ୟାରିବେନିଆ”ରୁ କପି ହୋଇଥିବା ଅଭି-ଯୋଗ କରାଯାଇଥିଲା। କିନ୍ତୁ, ଫିଲ୍ମଟି ବକ୍ସ ଅଫିସରେ ସେତିକି ସଫଳ ହୋଇ ପାରିନଥିଲା। ଦର୍ଶକମାନେ ଏହି ଫିଲ୍ମ ପାଇଁ ନି-ରାଶ ମଧ୍ୟ ହୋଇଥିଲେ, ଆଉ ମହ୍ଲା ସମ୍ପ୍ରଦାୟର ଲୋକମାନଙ୍କୁ ଗଭୀର ଆ-ଘା-ତ ମଧ୍ୟ ଦେଇଥିଲା।

Google

ଫିଲ୍ମରେ ମହ୍ଲା ସମ୍ପ୍ରଦାୟର ଲୋକମାନଙ୍କୁ ଅପ-ମା-ନିତ କରିବା ସହ ଠ-କ ଏବଂ ଫି-ରଙ୍ଗି ଶବ୍ଦ ବ୍ୟବହାର କରାଯାଇଥିଲା। ଆଉ ଏହି ସମ୍ପର୍କରେ ଜୌ-ନପୁରରେ ଅଭି-ଯୋଗ କରାଯାଇଥିଲା। ଏହି ମାମ-ଲାକୁ ମଙ୍ଗଳବାର ଦିନ ପୁନଃ ନିରୀ-କ୍ଷଣ କରିଛି କୋ-ର୍ଟ। ଆଉ ଏହି ମାମ-ଲାରେ ଅମିର ଖାନଙ୍କ ସହିତ ୪ ଜଣଙ୍କୁ ଲି-ଗାଲ ନୋଟିସ ଜା-ରି କରିଛି କୋ-ର୍ଟ। ଆସନ୍ତା ୮ ତାରିଖ ଦିନ ଏହି ମାମ-ଲାର ପରବର୍ତ୍ତୀ ଶୁଣାଣି କରିବେ କୋ-ର୍ଟ। କିନ୍ତୁ, ସେପଟେ ଲି-ଗାଲ ନୋଟିସକୁ ନେଇ ମିଷ୍ଟର ପରଫେକନିଷ୍ଟ ଅମିର ଖାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏହି ମାମ-ଲାରେ ତାଙ୍କର ଅଡ଼ୁଆ ବଢିପାରେ ବୋଲି କୁହାଯାଉଛି।

ଫିଲ୍ମ “ଠଗସ ଅଫ ହିନ୍ଦୁସ୍ତାନ”ରେ ଲିଡ ରୋଲରେ ଥିଲେ ଅମିର ଖାନ,ଅମିତାଭ ବଚ୍ଚନ,ଫାତିମା ସନା ଶେଖ ଓ କ୍ୟାଟ୍ରିନା କୈଫ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି, ବିଜୟ କୃଷ୍ଣ ଆଚାର୍ଯ୍ୟ। ଏହି ଫିଲ୍ମରେ ତିଆରି କରିବା ପାଇଁ ଯେତିକି ଖର୍ଚ୍ଚ କରାଯାଇଥିଲେ, ସେତିକି ଏହି ଫିଲ୍ମ ରିଲିଜ ପରେ ଆୟ କରିପାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *