ଦେଖନ୍ତୁ ଭିଡ଼ିଓ : ଚାରି ଜଣ ଲୋକ ୧୪୦୦୦ ଫୁଟରୁ ଡେଇଁଲେ,ଆଉ ମଝି ଆକାଶରେ ଖାଇଲେ ପିଜ୍ଜା

ପିଜା ଏମିତି ଏକ ଖାଦ୍ୟ ଯାହାକୁ ଖାଇବାକୁ କୈାଣସି ସମୟ ଖରାପ ନୁହେଁ|କେବଳ ଗୋଟିଏ ଖଣ୍ଡ ଉଠାଅ ଓ ମଜା ନିଅ|ଚାରିଜଣ ସ୍କାଏ ଡ୍ରାଇଭର ଆକାଶରେ ୧୪୦୦୦ଫୁଟ ଉଚ୍ଚରେ ଡ୍ରାଇଭିଙ୍ଗ କରି ପିଜ୍ଜା ଖାଇଲେ|ଏହାସହ ସେ ଏହାର ଭିଡିଓ ମଧ୍ୟ କଲେ|

ଟାଇମ୍ସ ଇଣ୍ଡିଆ ଅନୁସାରେ ଏହି ମାମଲା ଆମେରିକା ଟେକ୍ସାସର ଅଟେ|ସେମାନେ ଏହାକୁ ସଫଳ କରିବାକୁ ବହୁ ଦିନରୁ ପ୍ରସ୍ତୁତି କରୁଥିଲେ|ଏଥିରେ ଦୁଇଜଣ ଲୋକଙ୍କ ହାତରେ ପିଜ୍ଜା ଡବା ରହିଛି| ଦୁଇଜଣ ଉପରୁ ଡିଆଁ ମାରନ୍ତି|ପୁଣି ପବନରେ ଉଡନ୍ତା ଅବସ୍ଥାରେ ହିଁ ସେମାନେ ପିଜ୍ଜାର ଡବା ଖୋଲନ୍ତି ଓ ଖାଆନ୍ତି|

ହୁଷ୍ଟନ୍ସ ଲୋରୀ ପାଟାଲୋକୋଙ୍କ ବୟସ ୪୩ ବର୍ଷ ଅଟେ|ସେ କହିଛନ୍ତି ଯେ ତାଙ୍କ ଜୀଵନର ଏହା ସବୁଠାରୁ ସୁନ୍ଦର ଡିଆଁ ଥିଲା|ଏପର୍ଯ୍ୟନ୍ତ ତାଙ୍କର ସାଙ୍ଗ ମେଲିସା ଏହା ଟେଷ୍ଟ କରିବା ପାଇଁ ଜମ୍ପ କରିଥିଲେ କି ସେ ଡେଇଁବା ସମୟରେ ମାର୍ଘେରିଟା ସ୍ଲାଇସ୍ ଖା ପାରୁଛନ୍ତି ନା ନାହିଁ|ଏହି ପୁରା ଘଟଣାକୁ ଜଣେ ବ୍ୟକ୍ତି ଭିଡିଓ ସୁଟ୍ କରୁଥିଲେ|ଏମିତିରେ ଯେତିକି ମସ୍ତିରେ ପିଜ୍ଜା ଆକାଶରୁ ତଳକୁ ଆସିବାବେଳେ ଖାଉଥିଲେ,ଏତିକି ଆମେ ତଳେ ରହିକି ଖାଇପାରିବା ନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *