ଲିଭ-ଇନ-ରିଲେ-ସନରେ ଶାରୀ-ରିକ ସ-ମ୍ପର୍କ ରଖିଲେ ଦୁ-ଷ୍କ-ର୍ମ ନୁହେଁ

ଲିଭ-ଇନ-ରିଲେ-ସନରେ ଥାଇ ସହମତିରେ ଶାରୀ-ରିକ ସ-ମ୍ପର୍କ ରଖିଲେ ଦୁ-ଷ୍କ-ର୍ମ ନୁହେଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରି-ମକୋ-ର୍ଟ। ଦୀର୍ଘ ଦିନ ଧରି ଏକାଠି ରହୁଥିବା ପୁରୁଷ ଓ ମହିଳା ଶାରୀ-ରିକ ସ-ମ୍ପର୍କ ରଖିବା ପରେ ମଧ୍ୟ ବିବାହ କରିପାରୁ ନାହାଁନ୍ତି, ତେବେ ଏହାକୁ ଦୁ-ଷ୍କ-ର୍ମ କୁହାଯାଇପାରିବ ନାହିଁ ବୋଲି ରା-ୟ ଦେଇଛନ୍ତି ସୁପ୍ରି-ମକୋ-ର୍ଟ।

ପାଞ୍ଚବର୍ଷ ତଳେ ଏକ କଲ ସେଣ୍ଟରରେ ଦୁଇ ଜଣ କର୍ମଚାରୀ ଲିଭ-ଇନ-ରିଲେ-ସନ-ସିପରେ ଥିଲେ। ଆଉ ପରେ ଉକ୍ତ ଯୁବକ ଜଣକ ଯୁବତୀଙ୍କୁ ଛାଡି ଅନ୍ୟ ଯୁବତୀଙ୍କ ସହିତ ବିବାହ କରିଥିଲେ। ପରେ ଯୁବତୀ ଜଣକ ଯୁବକଙ୍କ ବିରୋ-ଧରେ ଅଭି-ଯୋଗ କରିଥିଲେ ଯେ, ମିଛ ପ୍ରତି-ଶ୍ରୁ-ତି ଦେଇ ଯୁବକ ଜଣକ ଶାରୀ-ରିକ ସମ୍ପ-ର୍କ ରଖିଥିଲେ ବୋଲି ଅଭି-ଯୋଗ କରିଥିଲେ। ଏପରିକି ଯୁବତୀ ଜଣକ ଯୁବକଙ୍କ ବି-ରୋ-ଧରେ ଦୁ-ଷ୍କ-ର୍ମ ଅଭି-ଯୋଗ ମଧ୍ୟ କରିଛନ୍ତି।

Google

ସୁପ୍ରି-ମକୋ-ର୍ଟ ଦୁଇ ପକ୍ଷଙ୍କ ଅପିଲ ଶୁଣି ଏହି ମାମ-ଲାର ଶୁଣାଣିକୁ ଖା-ରଚ କରିଦେଇଛନ୍ତି। ଜ-ଷ୍ଟିସ ଏକେ ସିକରୀ ଏବଂ ଏସ ଅବଦ୍ଦୁଲା ନଜୀର କହିଛନ୍ତି ଯେ, ଜଣେ ଯୁବକ ଓ ଯୁବତୀ ଲିଭ-ଇନ-ରିଲେ-ସନ-ସିପ ସମୟରେ ନିଜର ସହମତିରେ ଶାରୀ-ରିକ ସମ୍ପ-ର୍କ ରଖିଲା ପରେ ଯଦି ବିବାହ ନା କରିପାରନ୍ତି ତାହେଲେ ଯୁବକଙ୍କ ବିରୋ-ଧରେ ଅଭି-ଯୋଗ କରିପାରିବେ ନାହିଁ।

ଦୁ-ଷ୍କ-ର୍ମ ଏବଂ ସହମତିରେ ଶାରୀ-ରିକ ସମ୍ପ-ର୍କ ରଖିବା ମଧ୍ୟରେ ପାର୍ଥକ୍ୟ ରହିଛି। ଏହିପରି ପରିସ୍ଥିତିରେ ଯୁବକ ବିବାହ କରିବାପାଇଁ ଚାହୁଁଛନ୍ତି ନା ଅନ୍ୟ କିଛି ଉଦ୍ଦେଶ୍ୟ ପାଇଁ ସମ୍ପ-ର୍କ ରଖିଛନ୍ତି ସେହି ଉପରେ ନଜର ରଖିବା ଉଚିତ ବୋଲି ସୁପ୍ରି-ମକୋ-ର୍ଟ ରା-ୟ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *