ଆପଣ ଦେଖିଛନ୍ତି କି “ସହୀଦ ଭଗତ ସିଂହଙ୍କର ଏହି ଭିଡ଼ିଓ “, ଦେଖନ୍ତୁ କେମିତି ହସୁଛନ୍ତି ଭଗତ ସିଂ

ଭଗତ ସିଂହ, ସ୍ୱାମୀ ବିବେକାନନ୍ଦ ଓ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ କିଛି ଫୋଟୋକୁ AI ଟେକ୍ନୋଲୋଜି ଦ୍ୱାରା ପୁଣିଥରେ ଅଣାଯାଇଛି । ଡ଼ିପ ନୋଷ୍ଟାଲଜିଆ ଏକ ଏକ କୃତ୍ରିମ ବୁଦ୍ଧିମତା ଉପକରଣ ଅଟେ । ଯାହାକୁ ୱେବସାଇଟ MyHeritage ଦ୍ୱାରା ଜାରି କରାଯାଇଛି । ଯିଏକି ଏବେବି ଫୋଟୋରେ ଚେହେରାର ଆନିମେସନ କରିପାରୁଛି । My Heritage କହିଥିଲା କି, ଏହି ଫୋଟୋ ସଠିକ ଭାବରେ ଆପଣଙ୍କର ପୁରୁଣା ପରିବାରର ଫୋଟୋକୁ ପୁନର୍ଜୀବିତ କରାଇଥାଏ ।

ଚାରିଦିନ ପୂର୍ବରୁ ଲଞ୍ଚ ହୋଇଥିବା ଡ଼ିପ ନୋଷ୍ଟାଲଜିଆର ଉପଯୋଗ କରାଯାଇ ବନାଯାଉଥିବା ଆନିମେଟେଡ଼ ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି । ବହୁତ ସାରା ଲୋକ ଏହି ନୋଷ୍ଟାଲଜିଆ ମାଧ୍ୟମରେ ନିଜ ପରିବାରର ବ୍ୟକ୍ତିଙ୍କ ଫୋଟୋକୁ ପୁଣିଥରେ ମୋଡିଫାଏ କରି ସେମାନଙ୍କୁ ସ୍ମାଇଲିଙ୍ଗ ଶୈଳୀରେ ବ୍ୟକ୍ତ କରିଦେଉଛନ୍ତି ।

ଜଣେ ଟ୍ୱିଟର ୟୁଜର୍ସ ଭଗତ ସିଂହ, ସ୍ୱାମୀ ବିବେକାନନ୍ଦ, ମୁଂଶୀ ପ୍ରେମଚାନ୍ଦ ଏବଂ ଅନ୍ୟକିଛି ବ୍ୟକ୍ତି ବିଶେଷଙ୍କୁ ଡ଼ିପ ନୋଷ୍ଟାଲଜିଆ ଟେକ୍ନୋଲୋଜି ବ୍ୟବହାର କରି ପୁନର୍ଜୀବନ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *