ହାତୀ ଓ ହାତୀର ଛୁଆ ଉପରେ ସିଂହ ଆ-କ୍ର-ମ-ଣ କରିବାକୁ ଛକି ବସିଥିଲା,ଏହାପରେ ସିଂହର ଏମିତି ଅବସ୍ଥା କଲା ହାତୀ ..ଦେଖନ୍ତୁ ଭିଡ଼ିଓ

କେବଳ ମଣିଷ ନୁହେଁ, ପଶୁମାନେ ମଧ୍ୟ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ନିଜର ଶ-ତ୍ରୁ ସହିତ ଲ-ଢ଼ି-ଯାଇଥାନ୍ତି । ଏମିତି ଏକ ଘଟଣା ହାତୀ ସହ ଘଟିଛି । ହାତୀ ପାରିବାରିକ ହେବାସହ ନିଜ ଦଳରେ ରହିବାକୁ ପସନ୍ଦ କରିଥାଏ । ଯେତେବେଳେ ହାତୀର ଦଳ ଉପରେ କୌଣସି ଆଶଙ୍କା ଆସିଥାଏ ସେତେବେଳେ ହାତୀ ଏହାର ସୁରକ୍ଷା କରିଥାନ୍ତି ।

ଏମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେତେବେଳେ ହାତୀର ଏକ ଗୋଷ୍ଠୀ ଉପରେ ସିଂହ ଦଳ ଆ-କ୍ର-ମ-ଣ କରିଥାନ୍ତି ସେତେବେଳେ କେମିତି ଗୋଟିଏ ହାତୀ ନିଜ ଦଳକୁ ସୁରକ୍ଷିତ କରୁଛି ଏହା ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓରେ ଦେଖାଯାଇଛି ଏକ ହାତୀ ଦଳ ପାଖରେ ଏକ ସିଂହ ଦଳ ଛିଡ଼ା ହୋଇଛି ଓ ସିଂହମାନେ ହାତୀ ଉପରେ ଆ-କ୍ର-ମ-ଣ କରିବାକୁ ଚାହାଁନ୍ତି କାରଣ ହାତୀ ଦଳରେ ଏକ ମାଈ ହାତୀ ଗୋଟିଏ ଛୁଆ ଜନ୍ମ ଦେଇଛି ।

ହାତୀ ଛୁଆଟି ପ୍ରସବ ପରେ ଏବେବି ଛିଡା ହୋଇପାରୁନାହିଁ ଓ ତା’ର ମାଆ ତା’ପାଖରେ ଛିଡା ହୋଇଛି । ସେଥିପାଇଁ ସିଂହ ଏହି ଛୁଆଟିକୁ ନିଜର ଶିକାର କରିବାକୁ ଚାହୁଁଛି । ଏହିସମୟରେ ସିଂହମାନେ ହାତୀ ଛୁଆ ଆଡ଼କୁ ଆସୁଛନ୍ତି ଓ ଦଳର ଏକ ହାତୀ ସିଂହ ଆଡ଼କୁ ମାଡିଯାଇ ଆ-କ୍ର-ମ-ଣ କରିବା ଆରମ୍ଭ କରିଦେଇଛନ୍ତି ।

ସିଂହ ସେହି ହାତୀକୁ ପଛପଟରୁ ଆ-କ୍ର-ମ-ଣ କରି କାମୁଡ଼ିବାକୁ ଆରମ୍ଭ କରିଦିଅନ୍ତି କିନ୍ତୁ ହାତୀଟି ପଛକୁ ବୁଲିଯାଇ ସିଂହକୁ ଫୋପାଡ଼ି ଦେଉଛି ଓ ସିଂହ ନିଜର ଜୀବନ ବଞ୍ଚାଇ ସେଠାରୁ ଚାଲିଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *