ଦୀର୍ଘ ତିନିବର୍ଷ ପର୍ଯ୍ୟନ୍ତ ଗ-ର୍ଭ-ବ-ତୀ ରହିବାପରେ ମହିଳା ଜଣକ ଜନ୍ମଦେଲେ ଏକ ଛେଳି ଛୁଆକୁ,ଡ଼କ୍ଟର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

କିଛିମାସ ପୂର୍ବରୁ ନାଇଜେରିଆରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ନେଇ ଡ଼କ୍ଟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନାଇଜେରିଆର ଜଣେ ମହିଳା ତିନିବର୍ଷ ପ୍ରେଗନାଣ୍ଟ ରହିବାପରେ ଗୋଟିଏ ଛେଳି ଛୁଆକୁ ଜନ୍ମଦେଇଥିଲେ । ଏହା ସମ୍ନାକୁ ଆସିବାପରେ ଲୋକମାନଙ୍କୁ ବିଶ୍ୱାସ ହେଉନାହିଁ କି, କଣ ଏହା ସତ ଅଟେ ?

ନାଇଜେରିଆରେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ନାଇଜେରିଆରେ ମହିଳାଙ୍କ ଗର୍ଭାବସ୍ଥାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ମହିଳାଙ୍କ ଦ୍ୱାରା ଛେଳି ଛୁଆ ଜାତ ହେବାକଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାଇମନ ଚୁକବ ନାମକ ଏକ ବ୍ୟକ୍ତି ନିଜର ପୋଷ୍ଟରେ ଫୋଟୋ ଶେୟର କରି ଲେଖିଥିଲେ କି, ଏହି ମହିଳା ଜଣକ ଛେଳି ଛୁଆ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଏହି ଖବର ଯେଉଁମାନେ ପଢୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଓ ସ୍ଥାନୀୟ ଲୋକମାନେ ସେହି ଛେଳି ଦେଖିବାକୁ ସେଠାକୁ ଯାଉଛନ୍ତି ମଧ୍ୟ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *