ନିଜ ମାଲିକକୁ ହ-ତ୍ୟା କଲା ଗଞ୍ଜା,ବର୍ତ୍ତମାନ କୋ-ର୍ଟରେ ପହଁଚିଲା କେସ,ଜାଣନ୍ତୁ ପୁରା ଖବର

ତେଲେଙ୍ଗାନାରେ ଗୋଟିଏ ଗଞ୍ଜା ନିଜ ମାଲିକକୁ ହ-ତ୍ୟା କରିବା ଅ-ଭି-ଯୋ-ଗ-ରେ ପୋଲିସ ଗଞ୍ଜାଟିକୁ କୋର୍ଟରେ ପେଶ କରିଛି । ଏହି ଘଟଣା ଜଗତିୟାଲ ଜିଲ୍ଲାର ଲୁଥିନୁର ଗ୍ରାମର ଅଟେ । 22 ଫେବୃଆରୀରେ ହେବାକୁ ଥିବା ଗଞ୍ଜା ଲଢେଇରେ ମାଲିକ ଗଞ୍ଜା ଦେହରେ ଛୁ-ରୀ ବାନ୍ଧିଥିଲେ ପରେ ସେହି ଛୁରୀ ଗଞ୍ଜା ଦ୍ୱାରା ଭୁଲବଶତଃ ନିଜ ମାଲିକ ଅଣ୍ଟାରେ ବାଜିଥିଲା ଓ ସେ ଘାୟଲ ହେବାପରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ।

କଣ ସମ୍ପୂର୍ଣ୍ଣ ମାମଲା ?

ରିପୋର୍ଟ ମୁତାବିକ, ମାଲିକ ସତୀଶ ନିଜ ଗଞ୍ଜା ଗୋଡ଼ରେ ଛୁ-ରୀ ଲଗାଇଥିଲେ ଓ ଭୁଲରେ ଏହି ଛୁ-ରୀ ତାଙ୍କ ଅଣ୍ଟାରେ ଲାଗିଥିଲା ଓ ତାଙ୍କ ଅଣ୍ଟାରୁ ବହୁତ ରକ୍ତ ବୋହିଯାଇଥିଲା ଓ ଲୋକମାନେ ତାଙ୍କୁ ହ-ସ୍ପି-ଟା-ଲ-ରେ ଭ-ର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷିତ କରିଥିଲେ ।

ପୋ-ଲି-ସ କର୍ମୀ ଦେଖାଶୁଣା କରୁଛନ୍ତି :-

ଏହି ଘ-ଟ-ଣା ପରେ ପୋ-ଲି-ସ ଗଞ୍ଜାକୁ ଗୋଲାପଲି ଥା-ନାକୁ ଆଣି ରଖିଛନ୍ତି। ଶୁକ୍ରବାର ଦିନ ମିଡ଼ିଆ ରିପୋର୍ଟ ଦ୍ୱାରା କୁହାଗଲା କି, ପୋ-ଲି-ସ ଗଞ୍ଜାଟିକୁ ନିଜ ମାଲିକ ମୃ-ତ୍ୟୁରେ ଗି-ର-ଫ କରି ରଖିଛି କିନ୍ତୁ ପୋ-ଲି-ସ ଏହାକୁ ଖଣ୍ଡନ କରିଥିଲା ।

ଗଞ୍ଜାଟିର ସୁରକ୍ଷା ପୋ-ଲି-ସ କରୁଛି :-

ଗୋଲାପଲି ଥାନାଧିକାରୀ କହିଥିଲେ, ଗଞ୍ଜାଟିକୁ ନା ତ ଗି-ର-ଫ କରାଯାଇଛି ନାକି ବ-ନ୍ଦୀ କରାଯାଇଛି । ପୋ-ଲି-ସ କର୍ମୀ ଏହାର ସୁରକ୍ଷାର ଧ୍ୟାନ ରଖୁଛନ୍ତି ଓ ଗଞ୍ଜାକୁ ବହୁତ ଜଲଦି ପଲଟ୍ରି କୁକୁଡ଼ା ଫ୍ୟାକ୍ଟ୍ରି ପଠାଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *