ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କରୋନା ଭ୍ୟାକସିନ

ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଲେ। ବିଧାନସଭା ପରିସରର ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଉ ସେହିପରି ଭାବରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ଏହି ସମ୍ପର୍କରେ ସେ ଟୁଇଟରରେ ଟ୍ଵିଟ କରି କହିଛନ୍ତି। ଆଉ ଟ୍ଵିଟ ସମୟରେ କରୋନା ଟିକା ନେବାର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ଟ୍ଵିଟର କ୍ୟାପସନରେ ଲେଖିଛନ୍ତି ଯେ, ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଟିକା ନେଇଛନ୍ତି। କରୋନା ସଂକ୍ରମଣରେ ଡାକ୍ତର ଓ ବୈଜ୍ଞାନିକମାନଙ୍କର ଲ-ଢେ-ଇ କେବେ ଭୁଲି ହେବ ନାହିଁ। କରୋନା ମହାମାରୀ ସମୟରେ ଯେପରି କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରାଯାଇଛି, ଏହା ପ୍ରଶଂସାଯୋଗ୍ୟ ଏବଂ ଏହାର ଶ୍ରେୟ ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ଦିଆଯିବ। ଏହାସହିତ ସେ କହିଛନ୍ତି ଯେ, ଦେଶର ସମସ୍ତ ଦେଶବାସୀ କରୋନା ମହାମାରୀର ଏହି ଯୁ-ଦ୍ଧରେ ସମସ୍ତେ ସାମିଲ ହୁଅନ୍ତୁ।

ସୂଚନା ଅନୁସାରେ, ଆଜିଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବ। ଟୀକାକରଣ ପ୍ରକ୍ରିୟା ସକାଳ ୯ଟା ସମୟରୁ ଆରମ୍ଭ ହେବ। ଏହି ଟୀକାକରଣରେ ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ବରିଷ୍ଠ ବ୍ୟକ୍ତିଙ୍କ ସହିତ ଗୁରୁତର ରୋଗରେ ପୀ-ଡ଼ିତ ଥିବା ୪୫ ବର୍ଷୀୟ ରୋଗୀମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ। ଏହି ଟୀକାକରଣ ପାଇଁ କୋଭିଡ ୨.୦ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ପଡ଼ିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *