ଗଧଙ୍କ ଉପରେ ସଙ୍କଟ, ଯୌ-ନ-ଶ-କ୍ତି ବଢାଇବା ପାଇଁ ଏହି ଲୋକମାନେ ଖାଉଛନ୍ତି ଗଧ ମାଂସ,ପଢନ୍ତୁ ପୁରା ଖବର

ଦେଶରେ ଗଧ ବିଲୁପ୍ତ ପ୍ରାଣୀ ଲିଷ୍ଟରେ ସାମ୍ନାକୁ ଆସିଛି କାରଣ ଗଧକୁ ବର୍ତ୍ତମାନ ଲୋକମାନେ ଖାଦ୍ୟ ରୂପରେ ତାର ମାଂସ ଖାଇବାକୁ ଲାଗୁଛନ୍ତି । ଭାରତୀୟ ଖାଦ୍ୟ ସଂରକ୍ଷା ଓ ଖାଦ୍ୟ ପ୍ରାଧିକାରଣ ମୁତାବିକ, ଗଧ ଏକ ଖାଇବା ପ୍ରାଣୀ ନୁହେଁ ଓ ଏହା ବେ-ଆ-ଇ-ନ ଅଟେ ।

ଆନ୍ଧ୍ରପ୍ରଦେଶରେ ବହୁଳ ମାତ୍ରାରେ ଗଧକୁ ମା-ରା-ଯାଉଛି । ଲୋକମାନେ ଏହାର ମାଂସକୁ ଖାଉଛନ୍ତି, ଆନ୍ଧ୍ରରେ ଗଧର ମାଂସ କିଲୋ 600 ଟଙ୍କା ଅଟେ । ସେଥିପାଇଁ ଜଣେ ମାଂସ ବିକାଳୀ ଗୋଟିଏ ଗଧକୁ 15 ରୁ 20 ହଜାର ଟଙ୍କା ଦେଇ କିଣୁଛି । ମାଂସ ପାଇଁ ଗଧକୁ ଆଖି ବନ୍ଦକରି କଟାଯାଉଛି । ଏହା ଉପରେ ରୋକ ଲାଗାଇବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ଭାରତରେ ଗଧର ଉପଯୋଗ କେତେକ ଲୋକ ଖାଇବା ପାଇଁ କରିଥାନ୍ତି କିନ୍ତୁ ଆନ୍ଧ୍ରରେ ଗଧକୁ ନେଇ ଏକ ଭୁଲ ଧାରଣା ରହିଛି। ଆନ୍ଧ୍ରରେ ମାନାଯାଏ କି, ଗଧକୁ ଖାଇଲେ ଶ୍ବାସ ସମସ୍ୟା ଦୂର ହୋଇଥାଏ ଓ ଏହାକୁ ଖାଇଲେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢିବା ସହ ଯୌନଶକ୍ତି ମଧ୍ୟ ବଢିଥାଏ ।

ଅନିମଲ ରେସକ୍ୟୁ ଅର୍ଗାନାଇଜେଶନର ସେକ୍ରେଟାରୀ ମୁତାବିକ, ଗଧଙ୍କ ଅସ୍ତିତ୍ୱ ବହୁତ ସଙ୍କଟରେ ରହିଛି । ଗଧଙ୍କୁ ପଶୁ କ୍ରୁରତା ନିବାରଣ ଆକ୍ଟ 1960 ନିୟମ ଦ୍ୱାରା ବେଆଇନ ଭାବରେ ମାରାଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *