ବୋହୁ ଖୋଲିଲା ଶଶୁର ଘରର ସମସ୍ତ ରହସ୍ୟ,କହିଲା ମୋ ସ୍ୱାମୀ ମୋ ଶାଶୁଙ୍କ ଅ-ବୈ-ଧ ସମ୍ପର୍କରୁ ସୃଷ୍ଟି,ଜାଣନ୍ତୁ ପୁରା ଖବର

ବିବାହ ପରେ ଅ-ଵୈ-ଧ ସମ୍ପର୍କ ରଖିବା ଏକ ଖରାପ କଥା ହୋଇଥାଏ|ପୁଣି ମଧ୍ୟ ଏହି ଭଳି ମାମଲା ଶୁଣିବାକୁ ମିଳିଥାଏ|ଏହା ନୁହେଁ ଯେ ଏହା ଆଜି ଠାରୁ ଚାଲୁଅଛି|ପୁରୁଣା ସମୟରେ ମଧ୍ୟ ଏହା ଚାଲୁଥିଲା|ଏବେ ଗୁଜରାଟର ଅହମଦାବାଦରେ ଏହି ମାମଲା ଦେଖନ୍ତୁ|ଏଠାରେ ଏକ ମହିଳା ସମସ୍ତ ରହସ୍ୟ ଖୋଲିକି କହିଲା ଯେ ମୋ ସ୍ୱାମୀ ମୋ ଶାଶୁଙ୍କ ଅ-ବୈ-ଧ ସମ୍ପର୍କରୁ ସୃଷ୍ଟି|

ପ୍ରକୃତରେ ଅହମଦାବାଦର ମହିଳା ଥା-ନା-ରେ ପହଞ୍ଚି ଏକ ସ୍ତ୍ରୀ ନିଜର ଶଶୁର ଘରର ପ୍ରତାରଣା ସହ ଘରର ବହୁ ରହସ୍ୟ ଖୋଲିଥିଲେ|ସେ କହିଛନ୍ତି ତାଙ୍କ ବିବାହ ଜାନୁଆରୀ ୨୦୧୮ରେ ହୋଇଥିଲା|ମୋ ଶାଶୁ ଦିନେ କଥା କଥାରେ ନିଜର ଅ-ବୈ-ଧ ସମ୍ପର୍କର ଖୁଲାସା କରିଥିଲେ|ମୋ ଶାଶୁ କହିଥିଲେ ଯେ ମୋ ସ୍ୱାମୀ ମାନେ ତାଙ୍କ ପୁଅ ତାଙ୍କର ଅ-ବୈ-ଧ ସମ୍ପର୍କରୁ ସୃଷ୍ଟି|ସେ ତାଙ୍କର ପ୍ରେମିକଙ୍କ ଠାରୁ ସୃଷ୍ଟି|

ଏହି ପ୍ରେମୀ ମୋ ଶଶୁରଙ୍କ ସାଙ୍ଗ ଯିଏ ସର୍ବଦା ମିଳାମିଶା କରିବାକୁ ଆସୁଥିଲେ|ମହିଳା ମଧ୍ୟ ଏହା କହିଛନ୍ତି ଯେ ମୋ ଶାଶୁ ଓ ତାଙ୍କ ପ୍ରେମିକ ମ-ଦ ପାର୍ଟି ମଧ୍ୟ କରିଥାନ୍ତି|ମହିଳାଙ୍କ ଏକ ଛୋଟ ଝିଅ ରହିଛି,ଯାହା ସାମ୍ନାରେ ଶାଶୁ ଓ ସ୍ୱାମୀ ମ-ଦ ପାଟି କରିଥାନ୍ତି|ଏତିକି ନୁହେଁ,ବିବାହ ପରେ ଶଶୁର ଘର ମହିଳାଙ୍କ ଲି-ଙ୍ଗ ନିରୂପଣ କରିଥିଲେ|ମହିଳା ଏହାର ବି-ରୋ-ଧ କରିବାରୁ ମାର-ପିଟ୍ କରିଥିଲେ|

ମହିଳା ଏହା ମଧ୍ୟ କହିଛନ୍ତି ଯେ ପ୍ରତିଦିନ ତାଙ୍କୁ ଯୈା-ତୁ-କ ଦାବି କରୁଥିଲେ|ସେ ମଧ୍ୟ ଧ-ମ-କ-ପୂ-ର୍ଣ୍ଣ କଥା, ମା-ର-ପି-ଟ୍ ସହ କହୁଥିଲେ ଯେ ତୁମଘର ଯୈାତୁକ ଦେଇନାହାନ୍ତି|ସେ ଚାହୁଁଥିଲେ ଯେ ମୋ ବାପା ନିଜ ଘର ଏମାନଙ୍କ ନାମରେ କରନ୍ତୁ|ମୋତେ ବହୁଵାର ମା ଘରେ ଛାଡିବାର ଧ-ମ-କ ମଧ୍ୟ ଦେଇଛନ୍ତି|

ଏଵେ ମହିଳା ନିଜର ମାଙ୍କ ଘରେ ରହୁଛନ୍ତି,କିନ୍ତୁ ଝିଅକୁ ନେଇ ସ୍ୱାମୀ ଚାଲିଗଲେ|ଏଵେ ତାଙ୍କ ଶାଶୁ,ପ୍ରେମୀ ଓ ତାଙ୍କ ସ୍ୱାମୀ ସମସ୍ତେ ଛୁଆ ସାମ୍ନାରେ ମ-ଦ ପିଇ ମାତାଲ୍ ହେଉଛନ୍ତି|ମହିଳାଙ୍କ ଏହି ଅଭିଯୋଗ ଶୁଣି ପୋ-ଲି-ସ ଆଶ୍ଚର୍ଯ୍ୟ ହୋଇଗଲେ|ଦୋ-ଷୀ-ଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋ-ଲି-ସ କହିଛି|

ଆଜି ଆମେ ୨୧ତମ ଶତାବ୍ଦୀରେ ପହଞ୍ଚିଲେଣି, ତଥାପି ଲୋକଙ୍କୁ ଯୈାତୁକ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି|ଏହାକୁ ନେଇ ସରକାର ବହୁ ନିୟମ ତିଆରି କରିଛନ୍ତି,ତଥାପି ଆଜି ମଧ୍ୟ ଲୋକମାନେ ମୋଟା ଅଙ୍କର ଯୈା-ତୁ-କ ନେଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *